Rw

ଲକ୍ଷ୍ମୀଧର ମହାନ୍ତି ପୁଣି ବିଜେଡି ବ୍ଲକ ସଭାପତି

ରାଜ୍ୟ

ଆଗରପଡ଼ା :ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ବନ୍ତ ବ୍ଳକ ପାଇଁ ଲକ୍ଷ୍ମୀଧର ମହାନ୍ତିଙ୍କୁ ପୁଣି ସଭାପତି ଭାବେ ମନୋନୀତ କରିଛନ୍ତି । ନୂତନ ସଭାପତି ଲକ୍ଷ୍ମୀଧରଙ୍କୁ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଜିଲ୍ଲାପରିଷଦ ସଭ୍ୟା ରୁନୀତା ଦାସ,ବରିଷ୍ଠ ନେତା ପ୍ରଶାନ୍ତ ଦାଶ, ସତ୍ୟ ସାଧନ ବେଜ, ବସନ୍ତ ପତି,ସପନ ସିଂହ, ଦୀପକ ମହାନ୍ତିଙ୍କ ସମେତ ଶୁଭଦ୍ରା ସିଂହ, ପ୍ରକାଶ ବିଶ୍ୱାଳ,ବିନୋଦିନୀ ମହାନ୍ତି, ମୀନା କୁମାରୀ ଜେନା ପ୍ରମୁଖ ସରପଞ୍ଚ, ନିର୍ମଳ ନାୟକ, ଜ୍ୟୋର୍ତିମୟୀ ପଣ୍ଡା, ସୁଶୀଳା ଜେନା ପ୍ରମୁଖ ସମିତିସଭ୍ୟା ଶୁଭେଚ୍ଛା ଜଣାଇଛନ୍ତି ।

Shrutilipi ad