Image 69

ଜଳିଗଲା ପରିବା ଦୋକାନ, ଦୋକାନୀ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡ଼ା: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ। କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ବାହାର କବାଟ ଦେଇ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ। ମୃତକ ଗୋଗିନ୍ଦପୁର ଗାଁର ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍‌କୁ ନେଇ ପୋଲିସର ତଦନ୍ତ ଆରମ୍ଭ କରିଛିମ। ମୃତ ବ୍ୟକ୍ତି ହେଲେ ସୁବାସ ମଲ୍ଲିକ, ଯାହାଙ୍କ ଘର କୁଦାନଗରୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଚଞ୍ଚଳତା ସୃଷ୍ଟି କରିଛି। ସୂଚନା […]

Read More Text.
2 3 640x430 1 1

ନୂଆବର୍ଷ ଲାଗି ପୁରୀରେ ନାହିଁ ନଥିବା ଗହଳି, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ: ଡିସେମ୍ବର ୨୫ ତାରିଖ ଠାରୁ ପୁରୀରେ ବହୁ ମାତ୍ରାରେ ଭିଡ ପରିଲିକ୍ଷିତ ହେଉଛି । ଶ୍ରୀମନ୍ଦିରରେ ତ ନାହିଁ ନଥିବା ଗହଳି । ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭିଡ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପରିସରରୁ ମୁଖ୍ୟ ଆଖପାଖ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଭିଡ଼ ଏବଂ ଟ୍ରାଫିକ ଜାମ ରୋକିବା ପାଇଁ ମନ୍ଦିରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାପକ ବ୍ୟାରିକେଡିଂ କରାଯାଇଛି । […]

Read More Text.
Sarkar

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ନିହାର ସରକାର ଗିରଫ

ମାଲକାନଗିରି: ଜୁନିଅର ଇଞ୍ଜିନିୟର ନିହାର ରଞ୍ଜନ ସରକାର ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାରଙ୍କୁ ଗିରଫ କରିଛି ଓଡିଶା ଭିଜିଲାନ୍ସ । ତେବେ ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ୪୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି। ଶନିବାର ତାଙ୍କୁ ଜୟପୁର ଭିଜିଲାନ୍ସ ବିଶେଷ ଅଦାଲତରେ ହାଜର କରାଯିବ। ଏବେବି ତଦନ୍ତ ଜାରି ରହିଛି। ସୂଚନା ମୁତାବକ, ଗତକାଲି ଜୟପୁର ଭିଜିଲାନ୍ସ ଟିମ୍ କୋଟିପତି କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଅଫିସ୍ ସମେତ […]

Read More Text.
Oplus 16908288

ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବା କଥା। ସୂଚନା ଅନୁଯାୟୀ, ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଯଦି କାହା ପାଖରେ ପ୍ରଦୂଷଣ ପ୍ରମାଣ ପତ୍ର ନଥିବ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି। […]

Read More Text.
Screenshot 2025 12 27 131712 750x430

ହାଇୱା-ଟ୍ରକ ମୁହାଁମୁହିଁ: ପ୍ରାଣ ହରାଇଲେ ଦୁଇ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୨୦ର ଡେଥ୍ ଜୋନ୍ ପାଲଟିଥିବା କେ ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ସଡ଼କ ଦୁର୍ଘଟଣାରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମଧ୍ଯ ରାତ୍ରିରେ କୁନ୍ଦୁରୁପାଣି ଛକ ନିକଟରେ ଲୁହା ପଥର ବୋଝେଇ ହାଇୱା ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ଟ୍ରକ୍ ରେ ନିଆଁ ଲାଗି ଯାଇଥିଲା। କେ ବଲାଙ୍ଗ ପୁଲିସ୍ ଖବର […]

Read More Text.
Image 2025 12 27t130345.438

ଓଡ଼ିଶାରେ ମୁଖ୍ୟ ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ କଲେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର । ଏହି ସମୟରେ ତାଙ୍କ ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ସିଇସି ଶ୍ରୀ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ସେ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି । ମୁଖ୍ୟ […]

Read More Text.
Screenshot 2025 11 26 150502

ମାଂସ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

ବାରିପଦା: ନିଶାଗ୍ରସ୍ତ ସ୍ୱାମୀର ଉନ୍ମୁକ୍ତ କାଣ୍ଡ l ଗତକାଲି ଗୁରୁବାର ରାତ୍ରିରେ ମାଂସ ଆଣିବା ପାଇଁ ଟଙ୍କା ମାଗିଥିଲା ସ୍ତ୍ରୀ କୁ l ମାତ୍ର ସ୍ତ୍ରୀ ପାଖରେ ଟଙ୍କା ନଥିବାରୁ ସିଏ ମନା କରିଦେଇଥିଲା l ଏହାପରେ ଅଭିଯୁକ୍ତ ସ୍ୱାମୀ ଦେବେନ୍ଦ୍ର ସିଂ ସ୍ତ୍ରୀ ନିନି ମୁଣ୍ଡା କୁ ଏକ ଠେଙ୍ଗାରେ ନିର୍ଘାତ ପିଟିଥିଲା l ଫଳରେ ସ୍ତ୍ରୀ ନିନି ଅଚେତ ହୋଇ ତଳେପଡ଼ିଯାଇଥିଲା l ଆଜି ସକାଳୁ  ତାର ମୃତ୍ୟୁ ହୋଇଥିବାର ଜଣାପଡିଥିଲା l ଏହିଭଳି […]

Read More Text.
Img 20251226 wa0131

୨୦୨୬ ଜାନୁଆରୀ ମାସ ପାଇଁ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି ଶିବିର କାର୍ଯ୍ୟସୂଚୀ

ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଆଗାମୀ ୨୦୨୬ ଜାନୁଆରୀ ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜାନୁଆରୀ ମାସର ପ୍ରଥମ ସୋମବାର  ତା ୦୫-୦୧-୨୦୨୬ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ  ଶୁଣାଣି ହେବ,ସେହିପରି ଜାନୁଆରୀ ମାସର ଦ୍ୱିତୀୟ ସୋମବାର ତା. ୧୨-୦୧-୨୦୨୬ରିଖ  ବାମନଘାଟି […]

Read More Text.
Photo for the news of agarpara mahotsaba

ଆଗରପଡ଼ା ଯୁବ ମହୋତ୍ସବ ଉଦ୍‌ଘାଟିତ

ଆଗରପଡ଼ା: ୪ର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । କମିଟି ସଭାପତି ଇଂ ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ମହାନ୍ତି, ଶିକ୍ଷାବିତ ଚିତରଞ୍ଜନ ସାମନ୍ତରାୟ, ମାନବାଧିକାର ସୂଚନା କମିଶନ ରାଜ୍ୟ ସମ୍ପାଦକ ନିରୋଜ ଆଇଚ,ଜିଲ୍ଲା ଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ, ମହତାବ ମଣ୍ଡଳ ବିଜେପି ସଭାପତି ଅମୂଲ୍ୟରତ୍ନ ନନ୍ଦ ପ୍ରମୁଖ […]

Read More Text.
Photo for the news of pratistha diavas at agarpara

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ଆଗରପଡ଼ା: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଆଗରପଡ଼ା ଠାରେ ପାଳିତ ହୋଇଯାଇଅଛି । ସକାଳେ ସ୍ଥାନୀୟ ଡାଏଟ ନିକଟରେ ଥିବା ପ୍ରବାଦ ପୁରୁଷ ତଥା କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବିଭିନ୍ନ ଶ୍ଳୋଗାନ ମାନ ଦିଆଯାଇଥିଲ ।ବିଜେଡି ଜିଲ୍ଲା ଉପସଭାପତି ତଥା ପୁରୁଷଣ୍ଢ ସେବା ସମବାୟ ସମିତିରେ ସଭାପତି ପ୍ରଶାନ୍ତ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା […]

Read More Text.