ଅପରେସନ ସିନ୍ଦୂରର ଲାଡେନ ହତ୍ୟା ସହ ସମାନତା ଅଛି: ଧନକର
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ୍ ଧନକର ଶନିବାର କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବଂ ପାକିସ୍ତାନରେ ଆମେରିକୀୟ ସେନା ଦ୍ୱାରା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ମଧ୍ୟରେ ସମାନତା ରହିଛି। ଉପରାଷ୍ଟ୍ରପତି ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣକୁ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ସୀମାପାର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଦ୍ବାରା ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ କରିଛନ୍ତି। ଲାଡେନର ନାମ […]
Read More Text.