10

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଶୁକ୍ରବାର ସକାଳେ ମୃତଦେହ ଜବତ କରିଛି ପୋଲିସ । ଅଟକ ଅଭିଯୁକ୍ତ ସେହି […]

Read More Text.
9

ଆହୁରି ଥରିବ ପାକିସ୍ତାନ, ମୋଦୀ ସରକାର ବଢାଇବେ ପ୍ରତିରକ୍ଷା ବଜେଟ୍‍

ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ । ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ମୋଦୀ ସରକାର ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ ୭ଲକ୍ଷ କୋଟି ଟପିବ । ଫେବ୍ରୁଆରୀରେ ଉପସ୍ଥାପିତ ବଜେଟରେ ସେନାବହିନୀଙ୍କ ପାଇଁ ୬ଲକ୍ଷ ୮୧ହଜାର କୋଟିର ବ୍ୟୟବରାଦ ହୋଇଥିଲା । ରିପୋର୍ଟ ଅନୁସାରେ ସଂସଦର […]

Read More Text.
13

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା । ସେହିପରି ବ୍ୟାଙ୍କ ଜମା ୬୫ ଲକ୍ଷ, ନଗଦ ୧ ଲକ୍ଷ ୮୫ ଲକ୍ଷ ଠାବ […]

Read More Text.
Jyi

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ

ହିସାର : ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ଏହାକୁ ପାକିସ୍ତାନ ମଧ୍ୟ ପଠାଇଥିଲେ। ଜ୍ୟୋତି ମାଲହୋତ୍ରା ନିଜର ଟ୍ରାଭେଲ୍ ଚ୍ୟାନେଲ୍ ଚଲାନ୍ତି, ସେ ପାକିସ୍ତାନ ମଧ୍ୟ ଯାଇଥିଲେ ଏବଂ ସେଠାରେ ଅନେକ […]

Read More Text.
14

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ଲକ୍ଷ୍ମୀପୁର : ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା ।  ୩ଜଣ ସମ୍ପର୍କରେ ସ୍ବାମୀ, ସ୍ତ୍ରୀ ଓ ନାତୁଣି । ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା।

Read More Text.
Krj

ଦିଲ୍ଲୀରେ ଆପକୁ ଝଟକା ! ନୂଆ ଦଳ ଗଠନ କଲେ ଏହାର ୧୫ ପାର୍ଷଦ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ ଆଦମୀ ପାର୍ଟି (ଆପ)ର ସମସ୍ୟା ବଢିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଦିଲ୍ଲୀରେ ଦଳ ବିଭାଜିତ ହୋଇଯାଇଛି । ଦଳର ୧୫ ଜଣ ପାର୍ଷଦ ଇସ୍ତଫା ଦେଇଛନ୍ତି। ପୂର୍ବତନ ଗୃହ ନେତା ମୁକେଶ ଗୋୟଲ ଏକ ନୂତନ ଦଳ ଗଠନ କରିବାକୁ ଦାବି କରିଛନ୍ତି, ଯାହାର ନାମ ସେ ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ରଖିଛନ୍ତି। ସେ ଦାବି କରିଛନ୍ତି ଯେ ୧୩ ଜଣ କାଉନସିଲର […]

Read More Text.
Photo for the news of medical

ଖବର ପ୍ରକାଶ ପରେ ନିଯୁକ୍ତି ପାଇଲେ ଡ଼ାକ୍ତର

ଆଗରପଡ଼ା :ଗତ ୯ତାରିଖ ଶୁକ୍ରବାର “ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୨ବର୍ଷ ବିତିଲା;ରୋଗୀସେବା ଦାଇତ୍ୱ ରେ ଆୟୁଷ ଡ଼ାକ୍ତର”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୯୯୨ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ […]

Read More Text.
Cov

ସିଙ୍ଗାପୁରରେ ବଢୁଛି କୋଭିଡ ମାମଲା : ଓଡ଼ିଶାରେ ଚିହ୍ନଟ ହୋଇନାହିଁ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କୋଭିଡ କେସ ବଢଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । କୌଣସି ମାମଲା ଚିହ୍ନଟ ହୋଇନଥିଲେ ସୁଦ୍ଧା ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ସିଙ୍ଗାପୁରରେ […]

Read More Text.
Photo1 for the news of krusifarm

ଅବହେଳିତ ବିହନ ବିଶୋଧନାଗାର, କୃଷି ଓଭରସିୟରଙ୍କ ବଦଳିରେ ସୀମିତ ପ୍ରଶାସନିକ ଆନ୍ତରିକତା!

ଆଗରପଡ଼ା :ଗତ ଏପ୍ରିଲ ମାସ ୬ ତାରିଖରେ ପ୍ରତିଷ୍ଠାକୁ ୬୯ବର୍ଷ ପୂରିବା ପରେ ବି ବିହନ ବିଶୋଧନାଗାର ପରିଚୟ ଖୋଜିବାରେ ଲାଗିଛି ଖବର ବିଭିନ୍ନ ଗରମାଧ୍ୟମରେ ପ୍ରକାଶ ପାଇଥିଲା । ବିହନ ବିଶୋଧନାଗାର ତାର ପରିଚୟ ଖୋଜୁଥବା ବେଳେ ବିଭାଗ କର୍ମଚାରୀଙ୍କ ନିଯୁକ୍ତି ସଂଖ୍ୟାରେ ପରିବର୍ତ୍ତନ କରିବା ପରିବର୍ତ୍ତେ ଦେବା ଏହାର ଦାଇତ୍ୱରେ ଥିବା ଏକମାତ୍ର କୃଷି ଓଭରସିୟରଙ୍କ ଅନ୍ୟତ୍ର ବଦଳି କରି ଆଉ ଜଣେ(ନୂତନ) କୃଷି ଓଭରସିୟରଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି । ତେଣୁ […]

Read More Text.
Zsbzfh2xpd2hgiy8u1ly

ଅପରେସନ ସିନ୍ଦୂରର ଲାଡେନ ହତ୍ୟା ସହ ସମାନତା ଅଛି: ଧନକର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ୍ ଧନକର ଶନିବାର କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବଂ ପାକିସ୍ତାନରେ ଆମେରିକୀୟ ସେନା ଦ୍ୱାରା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ମଧ୍ୟରେ ସମାନତା ରହିଛି। ଉପରାଷ୍ଟ୍ରପତି ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣକୁ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ସୀମାପାର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ୨୦୦୧ ସେପ୍ଟେମ୍ବର ୧୧ ​​ତାରିଖରେ ଆମେରିକା ଦ୍ବାରା ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ କରିଛନ୍ତି। ଲାଡେନର ନାମ […]

Read More Text.