Fsdwe

ସୁପ୍ରିମକୋର୍ଟ ଓକିଲ ଜଗତମୋହନ ସିଂହ ସମ୍ମାନୀତ

ଆଗରପଡ଼ା : ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପୃଷ୍ଠପୋଷକ ତଥା ସୁପ୍ରିମକୋର୍ଟ ଓକିଲ ଜଗତମୋହନ ସିଂହଙ୍କୁ ସମ୍ମାନୀତ କରାଯାଇଛି । ଆଇନ୍‌ର ସବୌଚ୍ଚ ନ୍ୟାୟାଳୟ ପୂର୍ବରୁ ଏକ ବିସ୍ତୃତ ଆଡ଼ଭୋକେଟ ପ୍ରାକ୍ଟିସିଂ ଭାବରେ ଆଇନ୍ ର ଫିଲ୍ଡ , ଉତ୍ସର୍ଗ ଓ ଅତିରିକ୍ତ ଯୋଗଦାନ ପାଇଁ ପ୍ଲେକ ଅଫ ଅନର ଶ୍ରୀ ସିଂହଙ୍କୁ ଅଲ୍ ଇଣ୍ଡିଆନ କାଉନସିଲ ଅଫ ଜୁରିଷ୍ଟ ଓ ଅଲ୍ ଇଣ୍ଡିଆ ବାର ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇଛି । ଶ୍ରୀ ସିଂହ ବିଟିପୁର […]

Read More Text.
Ewr

ଭିଜିଲାନ୍ସ ଜାଲରେ ବାରିପଦା ମ୍ୟୁନସିପାଲଟି ର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

ଦଶ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଭିଜିଲାନ୍ସ ହାତରେ ବାରିପଦା: ଆଜି ପୂର୍ବାହ୍ନରେ ବାରିପଦା ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ବାରିପଦା ମ୍ୟୁନସିପାଲଟି କାର୍ଯ୍ୟାଳୟରେ ଗୋପାଳ ପ୍ରଧାନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ (ବରିଷ୍ଠ କିରାଣୀ ) ଙ୍କୁ ମହମଦ ଜାଭିର ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତରେ ଧରି ଜେଲ ହାଜତକୁ ପଠାଇଛନ୍ତି l ଖବର ନେବାରୁ ଜଣା ପଡିଛି ଯେ […]

Read More Text.
Img 20250522 wa0178

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଗୁଣ୍ଡାରାଜ ବିରୁଦ୍ଧରେ ଝାରପୋଖରିଆରେ ସିପିଆଇର ପ୍ରତିବାଦ ସଭା

ବାରିପଦା : ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଋଣ ଉପରେ ଅତ୍ଯଧିକ ସୁଧହାର ଆଦାୟ ଆଳରେ ଗୁଣ୍ଡାରାଜ ଜୁଲମ ଚଳାଇଥିବା, ବିଜେପି ସରକାରଙ୍କ ନିର୍ବାଚନ ପ୍ରତିଶୃତି ପାଳନରେ ଶଠତା, ଦଖଲରେ ଥିବା ସରକାରୀ ଜମିରୁ ଆଦିବାସୀଙ୍କୁ ଉଛେଦ, ଆଦିବାସୀ ହରିଜନ ଗାଁରେ ବିଦ୍ୟୁତ ସଂଯୋଗ ଯୋଗାଇଦେବା ବିଦ୍ୟୁତ ଗ୍ରାହକଙ୍କୁ ମାସିକ 3ଶହ ୟୁନିଟ ବିଦ୍ୟୁତ୍ ଶୁଳ୍କ ଛାଡ କରିବା, ଚିଟଫଣ୍ଡ ଟଙ୍କା ଫେରସ୍ତରେ ପ୍ରତାରଣା,ଦରଦାମ ବୃଦ୍ଧିର ପ୍ରତିବାଦ, ସର୍ବ ନିମ୍ନ ମଜୁରି ଲାଗୁକରିବା ଦାବୀନେଇ ଆଜି ଭାରତୀୟ […]

Read More Text.
Img 20250522 wa0176

ସମସ୍ୟା ଘେରରେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟ

ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ବାରିପଦା- ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ଏକ ପ୍ରତିନିଧିଦଳ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି | ମୟୂରଭଞ୍ଜ ଜିଲ୍ଲା ବାସୀଙ୍କର ବହୁବର୍ଷର ଦାବୀ ଫଳରେ ବିଗତ ୧୯୯୮ ମସିହାରେ ଓଡିଶା ସରକାର ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ […]

Read More Text.
20250522 071847

ବାରିପଦାରେ ଦୁଇଗୋଟି ସ୍ଥାନରେ ଭୟବହ ଅଗ୍ନିକାଣ୍ଡ, ହୁଦୁ ହୁଦୁ ହୋଇ ଜଳିଗଲା ଦୋକାନ

ବାରିପଦା: ଆଜି ବାରିପଦା ପାଇଁ କାଳ ସାଜିଛନ୍ତି ଅଗ୍ନିଦେବତା l ଦୁଇଗୋଟି ସ୍ଥାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ l ସକାଳ ପାଖାପାଖି ସାତଟା ସମୟରେ ବାରିପଦା ସହରର ମୁଖ୍ୟବଜାର ଠାରେ ଥିବା ଏକ କେ କେ ଇଲେକ୍ଟ୍ରିକାଲ ଦୋକାନ ଜଳି ସମ୍ପୂର୍ନ ପାଉଁଶ ହୋଇଗଲା l ଦୋକାନଟି ବନ୍ଦ ଥିବା ଯୋଗୁଁ ନିଆଁ କୁ ଆଯାତ୍ତ କରିବା ସମ୍ଭବପର ହୋଇପାରିନଥିଲା l ସକାଳ ସମୟରେ ଲୋକମାନଙ୍କର ଯାତାୟତ ମଧ୍ଯ କମଥିଲା l ଦୋକାନ ଭିତରୁ ଧୂଆଁ ବାହାରୁ […]

Read More Text.
Wrerwe

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ଦୁଇଟି ଦୋକାନ ରହିଛି। ଏହି ଦୁଇଟି ଦୋକାନର ମାଲିକାନା ଦୁଇ ଭାଇଙ୍କ ନାଁକୁ ଟ୍ରାନ୍ସଫର କରିବାକୁ ବାରିପଦା ପୌରପରିଷଦରେ ଆବେଦନ କରିଥିଲେ। ଏହି କାର୍ଯ୍ୟ ପାଇଁ କିରାଣି […]

Read More Text.
Img 20250521 wa0272

ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର 

ବାରିପଦା- ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଚିନ୍ତିତ । ମାନସିକ ବିକାରଗ୍ରସ୍ତ,ଅଭାବ ,ଅନାଟନ, ନିଯୁକ୍ତି, ହାତକୁ କାମ ନାହିଁ,ଏକଲା ପଣ ,ଏକ ତରଫା ପ୍ରେମ ନେଇ ମୁଁ ମହଲରେ ଆତ୍ମହତ୍ୟା ବୃଦ୍ଧି ପାଉଛି ।  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭେଣ୍ଡିଆ ଗ୍ରାମ୍ୟ ଖେଳ ପଡିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ନିମ୍ବ ଗଛରେ ଏକ ଯୁବକ […]

Read More Text.
Asi dg 750x430

ଭୁବନେଶ୍ୱରରେ ଏଏସଆଇ ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ରତ୍ନଗିରି ଯାଇ ସ୍ଥିତି ପରଖିବେ ରାଓ୍ବତ। ଏହିସବୁ ଐତିହ୍ୟ ସ୍ମାରକୀକୁ କେତେ ସଂରକ୍ଷଣ ଆବଶ୍ୟକ ତାହା ଯାଞ୍ଚ ହେବ। ସବୁ ପୁରୁଣା ସ୍ମାରକୀ ଉପରେ ବିପଦ ଅଛି, ତାହାର ରକ୍ଷଣାବେକ୍ଷଣ ଆବଶ୍ୟକ। ଯାଞ୍ଚ କରିବାପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

Read More Text.
Rwe

ସର୍ପାଘାତରେ ଶିଶୁ ମୃତ 

ବାରିପଦା: ଗ୍ରୀଷ୍ମ ଋତୁ ।ପ୍ରବଳ ଗରମ ,ମୁଣ୍ଡ ଫଟା ଖରା, ପ୍ରବଳ ଧାଇଁ,ଢୋ ଢୋ ଖରା,ମାଟିରେ ତାତି ଲାଗିଛି ।ଜନ ,ଜୀବନ, ଜୀବଜନ୍ତୁ ଗରମରେ ଛଟପଟ ଓ ଅସ୍ତବ୍ୟସ୍ତ । ପ୍ରବଳ ଗୁଳୁଗୁଳି ଓ  ଗରମ ଯୋଗୁଁ କେହି ଘରେ ରହି ପାରୁ ନାହାନ୍ତି  ।ମାଟି ଗରମ ଯୋଗୁଁ ଜୀବଜନ୍ତୁ ବାହାରକୁ ପଳାଇ ଆସୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଲୁପୁଙ୍ଗ ପଞ୍ଚାୟତ ର ହେସେଲଡିହି ଗ୍ରାମରେ ସାପ କାମୁଡାରେ ଏକ ୧୨ ବର୍ଷ […]

Read More Text.
Image 2025 05 23t151233.274

ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର ମିଳିତ ସହଯୋଗରେ ଏବଂ ଟେରେଡ଼େସ ହୋମସ, ଜର୍ମାନୀଙ୍କ ସହାୟତାରେ ଜି-ସେଫ ପ୍ରକଳ୍ପ ତରଫରୁ ଏହା ଆୟୋଜିତ ହୋଇଛି । ଏହି କର୍ମଶାଳାରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନଙ୍କ ପାଇଁ ଶିଶୁ […]

Read More Text.