ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିପାରିଲେ, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ – ପ୍ରଧାନମନ୍ତ୍ରୀ
ରାଜ୍ୟଗୁଡିକ ଅନ୍ୟୁନ ଗୋଟିଏ ପର୍ଯ୍ୟଟନସ୍ଥଳୀକୁ ବିଶ୍ଵସ୍ଥରୀୟ ମାନର ବିକଶିତ କରିବା ଏବଂ ସମସ୍ତ ସୁବିଧା ଓ ଭିତ୍ତିଭୂମି ଯୋଗାଇ ଦେବାକୁ କହିଛନ୍ତି। ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ପରିଚାଳନା ପରିଷଦର ଦଶମ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ‘ଗୋଟିଏ ରାଜ୍ୟ, ଗୋଟିଏ ବିଶ୍ଵସ୍ଥରୀୟ ଲକ୍ଷ୍ୟ’ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହାଦ୍ୱାରା ପଡ଼ୋଶୀ ସହରଗୁଡ଼ିକ ପର୍ଯ୍ୟଟନଳୀ ଭାବେ ବିକଶିତ ହୋଇପାରିବ। ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି […]
Read More Text.