Puri 4

ନୂଆବର୍ଷ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି: ୩୧ ତାରିଖ ରାତି ୧୧ରେ ପହୁଡ଼, ୨ଟାରେ ଦ୍ବାର ଫିଟା

ପୁରୀ : ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ।  ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ ନୀତି ।  ପରେ ପୁଣି ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି । ସଅଳ ନୀତିକାନ୍ତି ହୋଇ ସଅଳ ପହୁଡ଼ ଓ ଦ୍ବାରଫିଟା ନୀତି ହେବ ।  ତେବେ ୧ ଜାନୁଆରୀରେ ବାହାରକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ  ।  […]

Read More Text.
Council 480x430 1

ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ୍

ଭୁବନେଶ୍ୱର: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ୧୫ ତାରିଖ ଯାଏ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ। ସିଏଚ୍ଏସ୍ଇ […]

Read More Text.
Puu

ଆଜି ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ:ଆସୁଛି ନୂଆବର୍ଷ ଏଥିପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ  ଜମୁଛି ଭିଡ଼ । ଜମୁଛି ଭୋଜି ଭାତର ଆସର ।  ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି ଜମୁଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ତରଫରୁ ବଡ଼ ଘୋଷଣା କରଯାଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ […]

Read More Text.
Odisha govt issues standing noc for sme department staff eases job application process

‘ସ୍ବୀକୃତି’ ଯୋଜନାରେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ ପାଇବେ ମାସିକ ୧୫୦୦ ଟଙ୍କା

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହାର ନିର୍ଦ୍ଦେଶାବାଳୀ ଜାରି ହୋଇଛି। ଏଥିପାଇଁ ଶିଶୁଙ୍କ ପରିବାରକୁ ସ୍ବୀକୃତି ପୋର୍ଟାଲରେ ଆବଶ୍ୟକ […]

Read More Text.
Screenshot 2025 12 30 125909 750x430

ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ ଅର୍ଗାନାଇଜର। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ। ଦିନିକିଆ ଲାଇସେନ୍ସ ପାଇଁ ଏମାନେ […]

Read More Text.
Img 20251229 wa0152

ନବନିଯୁକ୍ତ ରାଜ୍ୟ ଯୁବ ଓ ଛାତ୍ର ପଦାଧିକାରୀଙ୍କୁ ବାରିପଦା ବିଜୁ ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା

ବାରିପଦା: ଗତକାଲି  ପୂର୍ବତନ ମାଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳ ପଦାଧିକାରୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି, ବିରଧୀ ଦଳ ଆସନ ରେ ରହି ନବନିଯୁକ୍ତ ରାଜ୍ୟ ଯୁବ ଛାତ୍ର ଜନତା ଦଳର କର୍ମକର୍ତା ମନେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲଚନକୁ ଆଣିବା ସହ ଦଳର ସାଙ୍ଗଠନିକ ଅଭିବୃଦ୍ଧି ରେ ସହାୟକ ହେବେ ବଲି ଆଶା ନେଇ ଆଜି ସମ୍ବର୍ଦ୍ଧନା ସଭାରେ […]

Read More Text.
Img 20251229 wa0153

ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ମୟୁରଭଞ୍ଜର ସଫଳତା; ଜାତୀୟସ୍ତରରେ ଭାଗନେବ ଲୋକଗୀତ ଦଳ

ବାରିପଦା  : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସଭ ରେ ମୟୁରଭଞ୍ଜର ସଫଳତା I ମୟୁରଭଞ୍ଜର ଲୋକସଂଗୀତ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକନୃତ୍ୟ ଦଳ ତୃତୀୟ, ଚିତ୍ରକଳାରେ ସଞ୍ଜୟ କୁମାର ମାର୍ଣ୍ଡି ଓ ବକ୍ତୃତା ପ୍ରତିଯୋଗିତାରେ ଅଭିଷେକ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ଦଳର ନେତୃତ୍ୱ ନେଇଥିଲେ କ୍ରୀଡା ପ୍ରଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଓ ରଶ୍ମିତା ଗିରି I ବାସିପିଠା ଅଂଚଳର […]

Read More Text.
Img 20251229 wa0148

‘ବିଦ୍ୟାର୍ଥୀର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ବିଦ୍ୟାରମ୍ଭ ସଂସ୍କାର ଜରୁରୀ’

ସଚ୍ଚିଦାନନ୍ଦ ଗୁରୁକୁଳ ରେ ପାଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ   ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କରଯାଇଛି I ପଞ୍ଚ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ସହିତ ବିଦ୍ୟାରମ୍ଭ ସଂସ୍କାର ମହୋତ୍ସବ ପାଳନ ହୋଇଯାଇଛି। ଜୀବନ ଓ ଜୀବିକା ଶିକ୍ଷା ପ୍ରଦାନ କରୁଥିବା ଏହି ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ଭରା ବଣ ଭିତରେ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ଅଧ୍ୟରତା ଦେବକନ୍ୟା […]

Read More Text.
Photo for the news of school

ପ୍ରାଥମିକ ଶିକ୍ଷାର ଦୟନୀୟ ଚିତ୍ର, ୬ଶ୍ରେଣୀକୁ ୯ପିଲା

ଆଗରପଡ଼ା: ମାତ୍ର ୯ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଶିଶୁବାଟିକା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ୯ଜଣ ପିଲାଙ୍କୁ ପଢାଉଛନ୍ତି ୨ଜଣ ଶିକ୍ଷକ । ତେଣୁ ପ୍ରତ୍ୟେକ ଶ୍ରେଣୀ ପାଇଁ ୨ ଜଣ ପିଲା । ପ୍ରାଥମିକ ଶିକ୍ଷାର ଏହିଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବନ୍ତ ବ୍ଲକ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ପୁରୁଷଣ୍ଢ ପଞ୍ଚାୟତ ଅର୍ନ୍ତଗତ ମୁଣ୍ଡଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ । ୨୦୦୪ ମସିହାରେ ପ୍ରତିଷ୍ଠିତ […]

Read More Text.
Photo for the news of agrpara mahotsabha

‘ଏକତ୍ୱବାଦର ଜୟଯାତ୍ରା ଯୁବଶକ୍ତି ପାଇଁ ଆହ୍ୱାନ’

ଆଗରପଡା ଯୁବ ମହୋତ୍ସବର ଚତୁର୍ଥ ସଂଧ୍ୟା ବନ୍ତ/ଆଗରପଡ଼ା: ସାମ୍ପ୍ରତିକ ସ୍ଥିତିରେ ଅବକ୍ଷୟ ମୁଖୀ ସମାଜରେ ବିଭେଦାୟନ ଓ ଗୋଷ୍ଠୀବାଦର ବିଲୋପ ସାଧନ ପୂର୍ବକ ଏକତ୍ୱବାଦର ମହାମନ୍ତ୍ର ପ୍ରଚାର, ଆଜିର ଯୁବଶକ୍ତି ପାଇଁ ଆହ୍ୱାନ । ପୂର୍ବସୂରୀଙ୍କ ମାନବବାଦର ସୂପ୍ନିଳ ଚିନ୍ତା ଚେତନାର ପରିବୃଦ୍ଧି ହିଁ ଆଗାମୀ ଉତ୍ତରପିଢୀଙ୍କ କର୍ମମୟ ଜୀବନ ପଥର ନବଦିଗନ୍ତର ବାର୍ତ୍ତା ସୃଷ୍ଟି କରୁ ବୋଲି ଚତୁର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ […]

Read More Text.