Bbsrairport 1024x555

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ-୩

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ୩୮,୪୧୬ରେ ପହଞ୍ଚିଛି। ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଯାତ୍ରୀ ପରିବହନ ୫.୧ ନିୟୁତ ଥିବାବେଳେ ୨୦୧୪-୧୫ ଆର୍ଥିକ ବର୍ଷ ବେଳକୁ ୧.୪ ନିୟୁତ ଯାତ୍ରୀ ଗମନାଗମନ କରିଥିଲେ। ୨୦୧୪-୧୫ ବର୍ଷରେ ୮ଟି ସହରକୁ […]

Read More Text.
97f22b80 8f53 47d7 9194 af9cf65638f8

ସନାତନ ଧର୍ମର ସୁରକ୍ଷା ଓ ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ଏକ ମହାନ ସଂକଳ୍ପ: ଲିଙ୍ଗରାଜ କ୍ଷେତ୍ରରେ ମହାରୁଦ୍ରାଭିଷେକ ଅନୁଷ୍ଠିତ

ଭୁବନେଶ୍ୱର : ପବିତ୍ର ପୁରୁଷୋତ୍ତମ ମାସର ପୁଣ୍ୟ ଅବସରରେ ସନାତନ ଧର୍ମର ସୁରକ୍ଷା ଏବଂ ବିଶ୍ୱ ଶାନ୍ତି ତଥା ଜନକଲ୍ୟାଣର ମହାନ ଉଦ୍ଦେଶ୍ୟ ନେଇ ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଡାକରା ବିଭୀଷଣ ମନ୍ଦିର ପରିସରରେ ଆୟୋଜିତ ଏହି ମହୋତ୍ସବରେ ମନ୍ତ୍ରପୂତ ରୁଦ୍ରାଭିଷେକ ଏବଂ ହୋମ ଯାଗଯଜ୍ଞ ଆଦି ଶାସ୍ତ୍ରୀୟ ବିଧି ବିଧାନ ପଣ୍ଡିତ ସୁନୀଲ କୁମାର ନନ୍ଦଙ୍କ […]

Read More Text.
IMG 20260613 WA0193

ଭୂବନେଶ୍ବର ଏମ୍ସ ସିଇଓଙ୍କ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ 

ବାରିପଦା : ଆସନ୍ତା ୧୯ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ରାଇରଙ୍ଗପୁର ଗସ୍ତ ରହିଛି ।ଏହାକୁ ନେଇ ରାଜ୍ୟ ସରକାରଙ୍କ  ସ୍ଵାସ୍ଥ୍ୟ ବିଭାଗ ସହିତ ସମସ୍ତ ବିଭାଗ ନିଜ ବିଭାଗର କାର୍ଯ୍ୟକାରିତା ନେଇ ତତ୍ପରତା  ଦେଖାଇଛନ୍ତି ।ଆଜି ଭୂବନେଶ୍ଵରର ଏମ୍ସ ର କାର୍ଯ୍ଯନିର୍ଵାହୀ ଅଧିକାରୀ  ତଥା ସିଇଓ ଡଃ ଆଶୁତୋଷ ବିଶ୍ବାସ,ମେଡିକାଲ ଡାଇରେକ୍ଟର ଡଃ ପ୍ରଭାସ ରଞ୍ଜନ ତ୍ରିପାଠୀ,ବିଡ଼ିଏ ଲେଫଟନାଣ୍ଟ କର୍ଣ୍ଣେଲ ଅଜିତ ସରକାର ,ଲୋକ ସମ୍ପର୍କ ଅଧିକାରୀ ( ପିଆଓ) […]

Read More Text.
IMG 20260613 WA0190

 ଗୋତସ୍କର ଓ ନିଶାବେପାରୀଙ୍କ ଘରେ ପୋଲିସର ଅତର୍କିତ ଚଢ଼ାଉ

୩ କାର ସମେତ ୪୨୨ ଗ୍ରାମ ରୁପା,  ୨୬ ଗ୍ରାମ ସୁନା ଓ ଟଙ୍କା ଜବତ ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କ  ଭୂସ୍ବର୍ଗ ପାଲଟିଛି ।ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନକୁ  ଗୋମାଫିଆଙ୍କ ଫୁ ।ଯାହାକୁ ନେଇ ମୟୂରଭଂଜ ପୋଲିସ କଠୋର ହୋଇଛି ।ଆଜି ଶନିବାର ଭୋର ସକାଳୁ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ କେନ୍ଦ୍ରରାଇ ଗ୍ରାମରେ  ଗୋତସ୍କର ଓ ନିଶାବେପାରୀଙ୍କ ଘରେ ଅତର୍କିତ ଭାବେ ମୟୂରଭଂଜ ପୋଲିସ  ଚଢ଼ାଉ। କରିଛି । କେନ୍ଦରାଇ ଗ୍ରାମର ସେକ୍  […]

Read More Text.

ଟ୍ରେନ ଲାଇନରେ କଟି ଯୁବତୀ ମୃତ 

ବାରିପଦା : ଟାଟା ବାଦାମ ପାହାଡ଼ ରେଳପଥ ସାନପାଖଣାଠାରେ ଟ୍ରେନ ଲାଇନରେ  କଟି ଯୁବତୀର  ମୃତ ହୋଇଅଛି  । ସୂଚନାଯୋଗ୍ୟ ଆଜି ଅପରାହ୍ନ ୨ ଟା ପାଖା ପାଖି  ସମୟରେ  ଟାଟା ବାଦାମପାହାଡ ରେଳପଥର  ରେଳପଥର ବିଦ୍ୟୁତ ଖୁଣ୍ଟ ମରାମତି ପାଇଁ ଇଲେକ୍ଟ୍ରିକ୍ ଟାଓ୍ବାର କାର୍ ଅଁଳାଯୋଡିରୁ ରାଇରଙ୍ଗପୁର ଆସୁଥିବା ସମୟରେ ସାନପାଖଣାସ୍ଥ ଲେଭଲ କ୍ରସିଂ ୪୬ ନମ୍ବର ଗେଟ୍ ପାଖରୁ ୧୦୦ ମିଟର ଦୂରରେ ଏକ ଯୁବତୀ ସହ ଧକ୍କା ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ଯୁ […]

Read More Text.
IMG 20260613 WA0185

ଡିଆରକେ କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜଗଦ୍ଧତ୍ରୀ ସୁପର କିଙ୍ଗସ ଚମ୍ପିୟାନ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଡି ଆର କେ କ୍ଲବ ଦ୍ୱାରା ଆୟୋଜିତ ଡି ଆର କେ କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି I ୫ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଜଗଦ୍ଧାତ୍ରୀ ସୁପର କିଙ୍ଗସ ୩୪ ରନରେ ଲାଲବଜାର ୱରିୟାର୍ସ କୁ ପରାସ୍ତ କରି ୨ୟ ବର୍ଷର ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଜଗଦ୍ଧାତ୍ରୀ ଦଳ ୨୦ […]

Read More Text.
166 1 e1781365586238 300x155

ମମତା ବାନାର୍ଜୀଙ୍କ ବିରୋଧରେ ମାମଲା,ଜେଲ ଯିବେ କି ଦିଦି…

କଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳୀୟ ସାଥୀମାନେ ମମତାଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏବେ ଖୋଦ ମମତା ନିଜେ ଅଡୁଆରେ ପଡିଛନ୍ତି। ପୁଲିସ କହିବା ଅନୁଯାୟୀ ହାରେ ଷ୍ଟ୍ରିଟ୍ ଥାନାରେ ଗତ ୭ ତାରିଖ ଅପରାହ୍ଣ ୩ଟା ୪୫ ମିନିଟ୍‌ରେ ମମତାଙ୍କ ବିରୋଧରେ ବିଏନଏସ୍‌ର ଧାରା ୧୯୬(୧), ୩୫୧ (୨) […]

Read More Text.
Ashwini

ସିବିଟି ମୋଡରେ ହେବ ରେଲୱେ ପରୀକ୍ଷା, ଘୋଷଣା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା ଏବେ ସିବିଟି ମୋଡରେ ହେବ । ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ । ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା ବର୍ତ୍ତମାନ CBT ବା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ହେବ । ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସମସ୍ତ ବିଭାଗୀୟ […]

Read More Text.
Army chief

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଲେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ନେତୃତ୍ୱ କ୍ଷେତ୍ରରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ। ଆସନ୍ତା ୩୦ତାରିଖରେ ସମ୍ଭାଳିବେ କମାଣ୍ଡ । ବର୍ତ୍ତମାନ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଜେନେରାଲ ଧୀରଜ ସେଠ । […]

Read More Text.
Assam jorhat

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ୫ ମୃତ

ଆସାମ : ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର ଫୋର୍ସ । ଆଜି ଅବତରଣ ବେଳେ ବାୟୁସେନାର AN-32 ବିମାନ କ୍ରାସ୍ କରିଥିଲା । ବିମାନଟି ରନୱେରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏୟାରବେସ୍ ପରିସର ମଧ୍ୟରେ ହିଁ […]

Read More Text.