Photo for the news of patachitra

ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟଚିତ୍ର ପ୍ରଦାନ

ଆଗରପଡ଼ା :ପୁରୁଷଣ୍ଢ ସ୍କୁଲ କଳାଶିକ୍ଷକ ପଦ୍ମନାଭ ସେଠୀ ମୁଖ୍ୟମଂତ୍ରୀ ମୋହନ ମାଝୀଙ୍କୁ ଜଗନ୍ନାଥଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଭଦ୍ରକ ଗସ୍ତ ସମୟରେ ତାଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରୀ ସେଠୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା ମଧ୍ୟ ମୁଖ୍ୟମନ୍ତ୍ରୀ କରିଥିଲେ । ଶ୍ରୀ ସେଠୀ ଟେରାକୋଟା ଶିଳ୍ପର ଲୋକାଦୃତ କରିବା ପାଇଁ ତାଙ୍କର ସଂଗ୍ରାମ ଅହରହ ଜାରି ରଖିଛନ୍ତି । ସେ ଜଣେ ଚିତ୍ରଶିଳ୍ପୀ ଭାବେ ଓଡ଼ିଶାର ବିଭିନ୍ନ ନାମକରା ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି […]

Read More Text.
Photo for the news of sambardhana

ଶିକ୍ଷାବିତ୍ ସିଦ୍ଧେଶ୍ୱର ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଆଗରପଡ଼ା :ସିଳନ୍ଦୀ କାହ୍ନୁଚରଣ ବିଦ୍ୟାମନ୍ଦିର ସଂସ୍କୃତ ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡାଙ୍କୁ ଅବସରକାଳୀନ ସମୂର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ସୁବାସ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସରପଞ୍ଚ ଅଶୋକ ସାହୁ, ସୁରେନ୍ଦ୍ର ବିଶ୍ୱାଳ, ନାରାୟଣ ଦାସ, ସୁବାସ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସୌଭାଗ୍ୟ ଦାସ ସ୍ୱାଗତ ଭାଷଣ ଓ ଉମେଶ କର ଧନ୍ୟବାଦ ଦେଇଥିଲେ ।

Read More Text.

ଅନ୍ଧାରରେ ଅଧା ଆଗରପଡ଼ା

ଆଗରପଡ଼ା :ସୋମବାର ସକାଳ ପ୍ରାୟ ୭ଟାରୁ ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଆଗରପଡ଼ାସ୍ଥିତ କୁଆଁଶମଢ଼ିଆ ଛକ ଟ୍ରାନ୍ସଫର୍ମର ଉପରେ ନିର୍ଭର କରୁଥିବା ଉପଭୋକ୍ତାମାନେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ଅଭିଯୋଗ ହେଉଛି । ଅନଭିଜ୍ଞ କର୍ମଚାରୀମାନେ ଦିନରାତି ଚେଷ୍ଟା କରି ମଧ୍ୟ ସମସ୍ୟା ଧରିବାରେ ବିଫଳ ହୋଇଥିଲେ । ଶେଷରେ ୩୩କେଭି ଲାଇନକୁ କାଟି କେବୁଲ ବଦଳାଇବା ପରେ ବିଦ୍ୟୁତ ସେବା ମିଳିଥିଲା । ଏହି ୩୩କେଭି ଲାଇନ କାଟିବା ଫଳରେ ସମଗ୍ର ଅଞ୍ଚଚଳବାସୀ […]

Read More Text.

ଆଗରପଡ଼ା ଠାକୁର ରାଜାଙ୍କ ଶ୍ରାଦ୍ଧବାର୍ଷିକୀ

ଆଗରପଡ଼ା :ଆଗରପଡ଼ା ଶ୍ରୀଜଗନ୍ନାଥ ମନ୍ଦିର ତତ୍ତ୍ୱବଧାରକ ଓ ଠାକୁର ରାଜା ଭାବେ ପରିଚିତ ସ୍ୱର୍ଗତ କିଶୋରୀ ମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଭୁବନେଶ୍ୱର ନେତାଜୀ ଲାୟନ୍ସ କ୍ଲବ ସଭାପତି ହୃଦୟରଂଜନ ସିହ୍ନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଯୁବନେତା […]

Read More Text.
Cov

ଦୈନିକ କରୋନା ପଜିଟିଭ ସଂଖ୍ୟା ୪ ହଜାର ଟପିଲା: ତାଲିକାରେ ଶୀର୍ଷରେ କେରଳ

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ। ଦୈନିକ ୧ ହଜାରରୁ ଅଧିକ ପିଜିଟିଭ୍ ଚିହ୍ନଟ ହେଉଛନ୍ତି। ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୪ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ଡ୍ୟାସବୋର୍ଡ ସୂଚନା ଅନୁଯାୟୀ, ଦିନକରେ ୪୦୨୬ କରୋନା ପଜିଟିଭ ସଂଖ୍ୟା ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟ ଅପେକ୍ଷା କେରଳ ଏବେ ବି ତାଲିକାର ଶୀର୍ଷରେ ରହିଛି। କେରଳରେ ପୁଣି ୧୭୧ ନୂଆ […]

Read More Text.
Kru

ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଦିନ ଏହି ଅଭିଯାନରେ ବ୍ୟାପକ ଭାବରେ ସହଭାଗିତା ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରାସ୍ତାରେ ଯିବା ସମୟରେ ଭିଡ଼ ସମୟରେ ଆମକୁ ଟ୍ରାଫିକ୍‌ରେ […]

Read More Text.
Images

କମଲଙ୍କୁ ଭର୍ତ୍ସନା କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ “ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକ‌ାର ନାହିଁ। ତୁମେ କମଲ ହାସନ ହୁଅ କି, ଅନ୍ୟ କେହି ଅଭିବ୍ୟକ୍ତିର ସ୍ୱାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ । ଆମେ ଏବେ ଏହା ଆପଣଙ୍କ ଉପରେ ଛାଡି ଦେଉଛୁ। […]

Read More Text.
Ravi nayak

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ ଆହୁରି କହିଛନ୍ତି ଯେ, ପଞ୍ଚାୟତିରାଜ ବିଭାଗ ଖୋଜୁଛି ମୂଷା , […]

Read More Text.
Manojsinha

ଆତଙ୍କୀ ଲିଙ୍କ୍‌ରେ ସରକାରୀ କର୍ମଚାରୀ, ଲଶ୍କର ଓ ହିଜବୁଲ ପାଇଁ କରୁଛନ୍ତି କାମ

ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଜାମ୍ମୁ-କାଶ୍ମୀରରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ରଖିଥିବା ଜଣାପଡ଼ିବା ପରେ ୩ କର୍ମଚାରୀଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୩ କର୍ମଚାରୀଙ୍କୁ ଚାକିରିରୁ ବହିସ୍କାର କରିଛନ୍ତି। ଏମାନେ ଲଶ୍କର-ଇ-ତଇବା, ହିଜବୁଲ ମୁଜାହିଦିନ ଭଳି ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। କେବଳ ଏହି ୩ ଜଣ ନୁହନ୍ତି, ଅନ୍ୟ କିଛି ସରକାରୀ […]

Read More Text.
War

ପୁନର୍ବାର ଲେଖାଯିବ କଳିଙ୍ଗ ଯୁଦ୍ଧର ଇତିହାସ, ସର୍ବ ଭାରତୀୟସ୍ତରରେ ପହଞ୍ଚାଯିବ ଏହାକୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ ସାହିତ୍ୟ ପଢ଼ିବେ ସେମାନଙ୍କ ପାଖେ ଓଡ଼ିଆ ଜାତୀୟତାବାଦ ପହଞ୍ଚି ପାରୁଛି କି ନାହିଁ ସେନେଇ ଏହି ପ୍ରୟାସ ଆରମ୍ଭ ହୋଇଛି । ଖ୍ରୀଷ୍ଟପୂର୍ବ ୬୦-୬୧ ସମୟରେ ସଂଗଠିତ ହୋଇଥିବା କଳିଙ୍ଗ ଯୁଦ୍ଧରେ ସତ୍ୟାସତ୍ୟ କଣ ! […]

Read More Text.