Rbouaz9bmjt1uh2pmiye

ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ ରୋଗୀଙ୍କ ମୃତ୍ୟୁ: ଡିଏମଇଟି ପକ୍ଷରୁ ୫ ଜଣିଆ ଟିମ୍ ଗଠିତ, ଆସନ୍ତାକାଲି ରିପୋର୍ଟ ଦେବେ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଏଥିଲାଗି ୫ ଜଣିଆ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁରର ଏମକେସିଜିରୁ ୩ ଓ କଟକର ଏସସିବିରୁ୨ ଜଣିଆ ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯାଇ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ଜଣାଯାଇଛି । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ […]

Read More Text.
Img 20250603 wa0086

୬୦ ରୁ ଉର୍ଦ୍ଧ୍ବ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟ,କ୍ଷୟକ୍ଷତିପୂରଣ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାରେ କଂଗ୍ରେସ ଦଳ; ମୁଣ୍ଡ ନୁଆଇଁଲା ପ୍ରଶାସନ 

ବାରିପଦା- ବାମନଘାଟି ଉପଖଣ୍ଡ କୁ ବିକାଶ ଏବଂ  ଓଡ଼ିଶାର ଏକ ଅଗ୍ରଣୀ ସହର ତଥା ଅନନ୍ୟ ବିକଶିତ ସହର  ନିର୍ମାଣ ପାଇଁ  ଗତ ନିର୍ବାଚନରେ  ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଏବେ ଅଣ୍ଟା ଭିଡିଛି  । ଏଥିପାଇଁ  ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅର୍ଥ ଅନୁମୋଦନ କରିଛନ୍ତି ।ଦାଣ୍ଡବୋଷର ଉଡାନ ଯୋଜନା,ଵାଇଦାପଶୀ ଷ୍ଟାଡିୟମ , ଆଦିବାସୀ ରିସର୍ଚ୍ଚ ସେଣ୍ଟର,ହେରିଟେଜ ହୋମ,ସାର୍କିଟ ହାଉସ, ବାଇପାସ୍ ନିର୍ମାଣ,ସୁପର‌ହସ୍ପିଟାଲ ,ଆଇଟିଆଇ,ଫାଣ୍ଡି, ଫୁଡ୍ ପ୍ରୋସେସିଂ ପ୍ଳାଣ୍ଟ , ଅତ୍ୟାଧୁନିକ ରାଇରଙ୍ଗପୁର […]

Read More Text.
Img 20250603 wa0239

ଦର୍ଶକଙ୍କ ମନ ଜିଣିଲା ଐତିହାସିକ ନାଟକ “ମହାକବି କାଳିଦାସ”

ବାରିପଦା : ସମୟଧାରାରେ ବଦଳୁଛି ଦର୍ଶକଙ୍କ ରୁଚି I ସିନେମା, ଟି ଭି, ମୋବାଇଲ ଦେଖି ଦେଖି ମନ ଭରିଗଲା ପରେ ନାଟକ ପ୍ରତି ପୁଣିଥରେ ଆକୃଷ୍ଟ ହେଉଛନ୍ତି ଦର୍ଶକ I ପୌରାଣିକ ଓ ଐତିହାସିକ ନାଟକ ଗୁଡିକ ଅତୀତରେ ବେଶ ଲୋକପ୍ରିୟତା ହାସଲ କରିଥିଲେହେଁ ପରବର୍ତ୍ତୀ ସମୟରେ ସାମାଜିକ ଓ କାଳ୍ପନିକ କାହାଣୀ ଉପରେ ଆଧାରିତ ନାଟକ ସବୁକୁ ପଛରେ ପକେଇଦେଲା I ମାତ୍ର ଗତକାଲି ସହୀଦ ଭବନରେ ରାଉରକେଲାର ଅଗ୍ରଣୀ ନାଟ୍ୟସଂସ୍ଥା ସମ୍ପର୍କର ପ୍ରଯୋଜିତ […]

Read More Text.
Img 20250603 wa0216

୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣIମେଣ୍ଟରେ ମୟୁରଭଞ୍ଜ ପୁରୁଷ ଦଳର ଅଂଶଗ୍ରହଣ

ବାରିପଦା : କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣIମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଲୋକନାଥ ପୃଷ୍ଟି (ଅଧିନାୟକ), ଚନ୍ଦନ ସିଂହ, ସାହିଲ କୁମାର ମହାନ୍ତ, ବ୍ରିଜେଶ ମିଶ୍ର, ଜୀତ ଦେ, ପ୍ରିୟଙ୍କ ପଟ୍ଟନାୟକ, ମହମ୍ମଦ ଏ. ରାଜା, ରୋଶନ ଚୌଧୁରୀ (ଉପ ଅଧିନାୟକ),  ଆୟୁଷ କୁମାର ଗିରି, ରୋହନ କୁମାର ସାହୁ, ଗମ୍ଭୀର […]

Read More Text.
Img 20250603 wa0251

ମୟୂରଭଞ୍ଜରେ ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଉଦ୍‌ଘାଟନ ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା) ନିମନ୍ତେ ଶିଳନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା: ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ  ଭୁବନେଶ୍ୱର କନଭେନସନ ହଲ ଠାରୁ ଆଭାସୀ ଜରିଆରେ ମୟୂରଭଞ୍ଜରେ ସ୍ଥାପିତ ହେଉଥିବା ADTS (ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା କେନ୍ଦ୍ର) ଓ ATS (ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା ) ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ […]

Read More Text.
Img 20250603 wa0200

ଜିଲ୍ଲା ପ୍ରଶାସନିକ ଅଧିକାରୀ ମହାସଂଘ ତରଫରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ

ବାରିପଦା : ଚଳିତ ଜୁନ ୨ ତାରିଖରେ କପ୍ତିପଦାର ଅତିରିକ୍ତ ତହସିଲଦାର ଶ୍ରୀ ଭୀମକାନ୍ତ ମାଝୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ଦୃଢ଼ ପ୍ରତିବାଦ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀ ମହାସଂଘ। ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଶ୍ରୀ ଇଶ୍ଵର ନାୟକ ଏବଂ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକଙ୍କ ନେତୃତ୍ୱରେ ବହୁ ଓଡ଼ିଶା ପ୍ରଶାସନିକ ଅଧିକାରୀ ଓ ରାଜସ୍ବ ସେବା ଅଧିକାରୀମାନେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଏବଂ […]

Read More Text.
Img 20250603 wa0226

ଜିଲ୍ଲା ସ୍ତରୀୟ ନାରଦ ଜୟନ୍ତୀ ପାଳିତ , ସାମ୍ବାଦିକ ମାନେ ସରକାର ଏବଂ ଲୋକଙ୍କର ପଥ ପ୍ରଦର୍ଶକ

ବାରିପଦା: ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ସମ୍ବିଧାନର ତିନୋଟି ପ୍ରମୁଖ ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟ ପାଳିକାର ତଦାରଖ ପାଇଁ ରହିଥିବା ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ହିଁ ସରକାର ଏବଂ ଲୋକଙ୍କ ମଧ୍ୟରେ ସେତୁବନ୍ଧ ସ୍ଥାପନ ପୂର୍ବକ ଉଭୟଙ୍କୁ ଗିଗଦର୍ଶନ ଦେଇଥାଏ. ଆଦ୍ୟଗୁରୁ ନାରଦ ମୁନି ହିନ୍ଦୁ ଧର୍ମ ଏବଂ ଭାରତୀୟ ପୁରାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ. ମାନବ,ଦାନବ ଓ ଦେବତାଙ୍କ ମଧ୍ୟରେ ଭାବ ବିନିମୟର ସୂତ୍ରଧର ଭାବରେ […]

Read More Text.
Photo1 for the news of display board

ମୂଲ୍ୟହୀନ ପାଲଟିଛି ସୂଚନା ଫଳକ, କେଉଁଠି ଗଡ଼ିପଡ଼ିଲାଣିତ କେଉଁଠି ଗଡ଼ିପଡ଼ିବା ଅବସ୍ଥା ହେଲାଣି

ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ନିର୍ମାଣାଧିନ ଫଳକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ କେଉଁଠି ଗଡ଼ିପଡ଼ିଲାଣିତ ଆଉ କେଉଁଠି ଗଡ଼ାଇଦିଆଗଲାଣିତ ଆଉ କେଉଁଠୀ ଗଡ଼ିବଡ଼ିବା ଅବସ୍ଥା […]

Read More Text.
Photo1 for the news of cycle

ସମୟ ଚକ୍ରରେ ହଜିବାକୁ ବସିଛି ଶୂନଗାଡ଼ି

ସ୍ଥାୟୀ ଭବିଷ୍ୟତ ଚିନ୍ତାରେ ବିଶ୍ୱ କାଗଜ କଲମରେ ସୀମିିତ ବିଶ୍ୱ ସାଇକଲ ଦିବସ ଆଗରପଡ଼ା :ଆଧୁନିକ ଯୁଗରେ ଅନେକ ଯାନବାହାନ ସୃଷ୍ଟି ହେଲାଣି । ସେହିସବୁ ଭିତରେ ହଜିବାକୁ ବସିଲାଣି ବିନା ପେଟ୍ରୋଲରେ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ବୁଲି ଆସୁଥିବା ଏକମାତ୍ର ଯାନ ସାଇକେଲ । ଯାହାକୁ ଓଡ଼ିଆରେ ଶୂନ ଗାଡ଼ି କୁହାଯାଇଥାଏ । ତେଣୁ ଏହି ଶୂନ ଗାଡ଼ି ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ […]

Read More Text.
Photo for the news of debadampati bibaha

ଦେବ ଦମ୍ପତି ବିବାହ ସମ୍ପନ୍ନ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ମଙ୍ଗୁଲି ଗ୍ରାମରେ ମଙ୍ଗଳେଶ୍ୱର ପୀଠରେ ଦେବ ଦମ୍ପତି ବିବାହ ସମ୍ପନ୍ନ ହୋଇଯାଇଛି । ଏହି ବିବାହ ଉତ୍ସବରେ ପୁରୋହିତ ତଥା ମନ୍ଦିର ପୂଜକ ଅନନ୍ତ ଦାଶ ଓ ହରିହର ପାଣିଗ୍ରାହୀ ଲମ୍ବୋଦର ପତି ଭଗବାନ ପତି କାର୍ଯ୍ୟ ତୁଲାଇଥିଲେ । ବରପିତା ଲଷ୍ମୀଧର ଜେନା ମାତା ଶାନ୍ତିଲତା ଜେନା କନ୍ୟା ପିତା ରଘୁନାଥ ଦାସ, ମାତା ଲଷ୍ମୀପ୍ରିୟା ଦାସ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ପ୍ରାରମ୍ଭରେ ବର ପକ୍ଷରୁ ବାଜା […]

Read More Text.