Z

ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରାଯାଇ କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇଆନ କାଟଜ୍ କହିଛନ୍ତି, ଇରାନରୁ ପ୍ରତିଶୋଧମୂଳକ ମିସାଇଲ ଓ ଡ୍ରୋନ ଆକ୍ରମଣର ଆଶଙ୍କା ରହିଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି […]

Read More Text.
18 1749794143

ଚାଲିଗଲା ୨୬୫ ଜୀବନ: ଅହମଦାବାଦ ହସ୍ପିଟାଲ୍‌ରେ ଭିଡ଼ ଅଣାୟତ

ଅହମ୍ମଦାବାଦ୍‌: ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନ୍‌ଏ ପରୀକ୍ଷା କରାଯାଉଛି । ସେପଟେ ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ […]

Read More Text.
5 1536x912

ଆହତଙ୍କୁ ଭେଟିବା ପରେ ବିମାନବନ୍ଦରରେ‌ ବୈଠକ ଡାକିଲେ ମୋଦୀ

ଅହମ୍ମଦାବାଦ୍‌: ଗୁରୁବାର ଦିନ ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୫୦ରୁ ଉର୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଅହମ୍ମଦାବାଦ ଗସ୍ତ କରିଛନ୍ତି। ମୋଦୀ ଅହମ୍ମଦାବାଦ୍‌ରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍ଥାନ ପରିଦର୍ଶନ କରିବା ପରେ ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ୍‌କୁ ଯାଇଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୬୫ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ […]

Read More Text.
8284fb25 95cd 4251 bf16 79a102e14623

ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ, ପକ୍ଷରୁ ଆନ୍ତର୍ଜାତୀୟ ଶିଶୁଶ୍ରମିକ ଉଛେଦ ଦିଵସ ପାଳିତ

କଟକ  : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନ୍ତର୍ଜାତିୟ ଶିଶୁଶ୍ରମିକ ଉଛେଦ ଦିଵସ ପାଳିତ। ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଶିଶୁ ଯତ୍ନ ପ୍ରତିଷ୍ଠାନ ବସୁନ୍ଧରା କଟକ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ଉଛେଦ ଦିଵସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଜଗଦୀଶ ଚନ୍ଦ୍ର ଜେନା ଆଇନଜିବୀ ବିଜୟ କୁମାର ପଣ୍ଡା ସି ଡଵ୍ଲୁ ସି ଚେୟାରମ୍ୟାନ ପ୍ରମୋଦ କିଶୋର ଆଚାର୍ଯ୍ୟ […]

Read More Text.
Img 20250612 wa0308

ବାରିପଦାର ଛଉ ପଡିଆ ଠାରେ ବିକାଶ ମେଳା -୨୦୨୫ ଉଦଘାଟିତ

ବାରିପଦା – ତା ୧୨-୦୬-ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବାରିପଦାସ୍ଥିତ ଛଉ ପଡିଆ ଠାରେ  ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଓରମାସ ଆନୁକୂଲ୍ୟରେ ଆୟୋଜିତ ବିକାଶ ମେଳା -୨୦୨୫ ଉଦଘାଟିତ ହୋଇଯାଇଛି। ଉକ୍ତ ବିକାଶ ମେଳା-୨୦୨୫ କୁ  ମୁଖ୍ୟ ଅତିଥି ଭାବେ   ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଓ ସମ୍ମାନିତ ଅତିଥି ଭାବେ  ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଉକ୍ତ ଶୁଭ […]

Read More Text.
Img 20250611 wa0252

୫୫୨ତମ ସନ୍ଥ ଦିବସ ପାଳିତ, କ୍ରାନ୍ତିର କଂସେଇ ସମାଜ ପାଇଁ ଦୂଷଣ ଭୂଷଣ ନୁହଁନ୍ତି

ବାରିପଦା- ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ଥାନୀୟ ଗୋପବନ୍ଧୁ ଭବନରେ ସଦ୍‌ଭାବନା ସମିତି ଆନୁକୂଲ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ପ୍ରତକ୍ଷ ତତ୍ଵାବଧାନରେ ୫୫୨ତମ ବାର୍ଷିକ ସନ୍ଥ ଦିବସ ପାଳିତ ହୋଇଯାଇଛି। ସଦସ୍ୟ ଡ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପରମ୍ପରା ମତେ ଏ ମାସରେ ଭୂମିଷ୍ଠ ସନ୍ଥ କବୀର ଏବଂ ସନ୍ଥ ତୁକାରାମଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସନ୍ଥବାଣୀ ମତେ କ୍ରାନ୍ତିର କଂସେଇ ସମାଜ ପାଇଁ ଦୂଷଣ ଭୂଷଣ ନୁହଁନ୍ତି […]

Read More Text.
Img 20250611 wa0250

କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଉଦ୍ୟାନ ନିର୍ଦେଶାଳୟ ଙ୍କ ତରଫରୁ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାର ଉପଲବ୍ଧି

ବାରିପଦା – ମୟୂରଭଞ୍ଜ ଜିଲ୍ଲା ର ଉଦ୍ୟାନ କୃଷି ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷ ର ଖରିଫ ଋତୁ ରେ ନୂତନ ଫଳ ବଗିଚା ପାଇଁ ୨୬୩୦ ଜଣ ଚାଷୀ ଙ୍କ ଜମିରେ ୧୯୧୨ ହେକ୍ଟର ଫଳ ବଗିଚା ସୃଷ୍ଟି କରାଯାଇପାରିଥିଲା । ୨୦୨୪-୨୫ ଆର୍ଥିକ ବର୍ଷ ରେ ୪୨୬ ହେକ୍ଟର ଆଳୁ ଚାଷ ପାଇଁ ୩୦୮୧ ଜଣ, ୧୯୦ ହେକ୍ଟର ପିଆଜ ଚାଷ ପାଇଁ ୧୪୦୫ ଜଣ, ୪୭୨ ହେକ୍ଟର ଧଣିଆ ଚାଷ ପାଇଁ ୨୯୭୭ […]

Read More Text.
Img 20250611 wa0240

ମୟୂରଭଞ୍ଜ ପ୍ରାଣୀଚିକିତ୍ସା ବିଭାଗ ଦ୍ଵାରା ବିଭିନ୍ନ ଯୋଜନାର ସଫଳ ରୂପାୟନ

ବାରିପଦା- ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ମୟୂରଭଞ୍ଜ ପ୍ରାଣୀପାଳନ ବିଭାଗଦ୍ଵାରା ବିଭିନ୍ନ ତଥା ରାଜ୍ୟ ଓ ଓମବାଡିସି ଯୋଜନା ମାଧ୍ୟମରେ ଜିଲ୍ଲାରେ ମୋଟ ୭୧୦ଜଣ ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କୁକୁଡା ପାଳନ ମାଧ୍ୟମରେ ଜିଲ୍ଲାର କୁକୁଟ ସଂଖ୍ୟାରେ ମୋଟ ୫ ଲକ୍ଷ୧୯ ହଜାର ୫୦୦ ଶହ ବୃଦ୍ଧି କରାଯାଇପାରିଛି । ଏହା ଜିଲ୍ଲାର ମାଂସ ଉତ୍ପାଦନରେ ଚଳିତ ବର୍ଷ ୭୮୦ ମେଟ୍ରିକ ଟନ ବୃଦ୍ଧି ପାଇ ଚାଷୀଙ୍କ ଉନ୍ନତିରେ ସହଯୋଗ କରିଅଛି । […]

Read More Text.
Img 20250612 wa0272

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ

ବାରିପଦା : ମୟୂରଭଂଜ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ  ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ  ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଣ୍ଡିଦା ଗ୍ରାମରେ ଚଢ଼ାଉ କରାଯାଇ ୨୨୫୦ କିଲୋଗ୍ରାମ ମହୁଲ ଫୁଲ […]

Read More Text.
Cras8

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କଲା ଟାଟା ଗୃପ୍ । ଏନେଇ ଟାଟା ଗୃପ୍ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପ୍ରତିଶୃତି ଦେଇଛି ଟାଟା ଗୃପ୍ । କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ମଧ୍ୟ ପ୍ରତିଶୃତି ଦେଇଛି । ଅନ୍ୟପଟେ ଆଜି ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅହମ୍ମଦାବାଦର […]

Read More Text.