ବାଇକ୍ରେ ଘରକୁ ଫେରୁଥିଲେ ଛାତ୍ର, ଟ୍ରକ୍ ପଛରେ ପିଟି ହୋଇ ଚାଲିଗଲା ଜୀବନ
ସାଲେପୁର : କଟକ ସାଲେପୁର ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ୍ ପଛ ପଟେ ବାଇକ୍ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ସାଲେପୁର ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜର ତ୍ରିଦେବ ସୋରେନଙ୍କ ପୁଅ ସୁନ୍ଦର ମୋହନ ସୋରେନ। ବାପା ଚାକିରି କରିଥିବା ବେଳେ ପରିବାର ସହ ସାଲେପୁର କଳାରୁଦ୍ର ଗେଷ୍ଟ ହାଉସ୍ରେ ଭଡ଼ା ନେଇ ରହୁଥିଲେ। […]
Read More Text.