ଅରବିନ୍ଦ ଦାସ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ
ବାରିପଦା : ଅରବିନ୍ଦ ଦାସ (ବାପି ) ଙ୍କୁ ପୂର୍ଵ ମୟୁରଭଞ୍ଜ ଜିଲ୍ଲା ର ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି l ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ରେ ଏକ ଖୁସିର ବାତାବରଣ ଦେଖା ଦେବା ସହ, ଆଗକୁ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଏକ ଯୁବ ସଂଗଠକଙ୍କୁ, ଏପରି ଏକ ଗୁରୁତ୍ବ ପୁର୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ଆଗାମି ଦିନରେ ଜିଲ୍ଲାରେ ନିଜର ପୂର୍ଵ ସଂଗଠନ କୁ ସୁଦୃଢ କରିବା […]
Read More Text.