କୈଳାସ ଯାତ୍ରାରେ ଭୟଙ୍କର ବନ୍ୟା, ୭୭ ତୀର୍ଥଯାତ୍ରୀ ନିଖୋଜ
ନେପାଳ: କୈଳାସ ଯାତ୍ରାରେ ଯାଇଥିବା ଇଶା ଫାଉଣ୍ଡେସନର ତୀର୍ଥଯାତ୍ରୀଙ୍କୁ ନେଇ ବଢ଼ିଛି ଚିନ୍ତା । ଚୀନ୍-ନେପାଳ ସୀମାନ୍ତ ହିମାଳୟ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ଇଶା ଫାଉଣ୍ଡେସନର ୭୭ ଜଣ ତୀର୍ଥଯାତ୍ରୀଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନଥିବା ସୂଚନା ମିଳିଛି । ସେମାନେ କେଉଁଠି ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି କି ନାହିଁ, ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏହାରି ଭିତରେ ସେହି ଭୟଙ୍କର ଦିନର ଘଟଣାକୁ ନେଇ ସଦ୍ ଗୁରୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି […]
Read More Text.