ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ
ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ ଅଫିସରେ କାର୍ଯ୍ୟରତ ଥିବା ଓଏଏସ ଅଧିକାରୀ ତାଙ୍କ କାର୍ଯ୍ୟକୁ ଫେରିଛନ୍ତି । ଯାହା ଫଳରେ ସ୍ବାଭାବିକ ହୋଇଛି କାର୍ଯ୍ୟ । ତେବେ କହିରଖୁଛୁ, ସୋମବାର […]
Read More Text.