ଦୋକାନ ଭିତରେ ପଶିଗଲା କାର୍: ଜଣେ ଗୁରୁତର
ଭଞ୍ଜନଗର: ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରବିବାର ମଧ୍ୟାହ୍ନ ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଦୋକନ ଭିତରେ ପଶିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘଟଣାରେ ପରେ ଗାଡ଼ି ଚାଳକ ସମେତ କାର୍ରେ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏହି ଦୁର୍ଘଟଣାରେ ଦୋକାନ ସମ୍ମୁଖରେ ବସିଥିବା ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭର ଗୋରାଚାନ୍ଦ ପଟ୍ଟନାୟକ(୬୫) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର […]
Read More Text.