Img 20250705 wa0200

ପାଟପୁର ନୂତନ ରାଜସ୍ୱ ନିରୀକ୍ଷକ ଙ୍କ ଯୋଗଦାନ

ବାରିପଦା- ବିଜାତଳା ତହସିଲ ଅଧୀନରେ ଥିବା ପାଟପୁର ଆରାଆଇ କାର୍ଯାଳୟ ରେ ନୂତନ ରାଜସ୍ୱ ନିରୀକ୍ଷକ ପ୍ରକାଶ କୁମାର ଶିଟ ଙ୍କୁ ରାମଦାଳି ଯୁବକ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି l ରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ଏବଂ ସଦସ୍ୟ ବୁଧୁରାମ ମୁଣ୍ଡା, କରିଆ ମୁର୍ମୁ, ଛୋଟରାୟ ମୁର୍ମୁ ସ୍ବାଗତଂ ସମୟରେ ରହିଥିଲେ l ସେ ପୂର୍ବରୁ ରାଣିବନ୍ଧ ରାଜସ୍ୱ ନିରୀକ୍ଷକ କାର୍ଯାଳୟ ରେ କାର୍ଯାରତ ଥିଲେ l

Read More Text.
Img 20250705 wa0197

ଵିଭିନ୍ନ ସ୍କୁଲ ପରିସରରେ ୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ                   

ବାରିପଦା –  ବନଖଣ୍ଡ  ତରଫରୁ ୭୬ ତମ ବନ ମହୋତ୍ସବ ସପ୍ତାହ  ପାଳନ ଅବସରରେ ବନାଞ୍ଚଳର ବିଭିନ୍ନ ସେକ୍ସନରେ ବୃକ୍ଷ ରୋପଣ କରାଯାଉଛି ।  ବିଜାତଳା ବ୍ଳକର  ବଡାମତଳିଆ ସେକ୍ସନ ପକ୍ଷରୁ ମୁଣ୍ଡାଠାକୁରା ଏସ.ଏସ.ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ, ବିଜାତଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରଗଡ଼ା ସେକ୍ସନର ବାଢୁଆକୋଚା ଗ୍ରାମପାଖ ଜଙ୍ଗଲରେ ୭୬ତମ ବନ ମହୋତ୍ସବ ସପ୍ତାହ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି।ଏହି ବୃକ୍ଷ ରୋପଣ କାର୍ଯକ୍ରମରେ ବିଦ୍ୟାଳୟ ପରିସରରେ ୧୦୦ ରୁ ଅଧିକ ଫଳ ତଥା […]

Read More Text.
Photo1 for the news of school

ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ସୁଧୁରୁନି, ଶୈକ୍ଷିକ ପରିବେଶ ଗୁଣାତ୍ମକ ଶିକ୍ଷାରେ ବାଧକ ସାଜିଛି

ଆଗରପଡ଼ା :ଗତ ନଭେମ୍ବର ୨୦୧୮ ମସିହାରୁ ସରକାରୀ ବିଦ୍ୟାଳୟର ପାଚେରୀ ନିର୍ମାଣ, ପରିତ୍ୟକ୍ତ ଗୃହ ଓ ପୁରାତନ ଗୃହ ଆଦିର ଦାଇତ୍ୱ ସରକାର ପଂଚାାୟତରାଜ ବିଭାଗକୁ ହସ୍ତାନ୍ତର କରିଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଇତି ମଧ୍ୟରେ ୭ବର୍ଷ ପୂରିବାକୁ ବସିଥିବା ବେଳେ ବିଭାଗ ତରଫରୁ ସେହିଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଶିକ୍ଷାନୁଷ୍ଠାନ ପରିବେଶରେ କୌଣସି ଉନ୍ନତି ପରିଲକ୍ଷିତ ହୋଇପାରୁନାହିଁ । ସରକାରୀ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ […]

Read More Text.
Photo for the news of medicine

ରୋଗୀଙ୍କ ଜୀବନ ସହ ଖେଳ, ବଢୁଛି ନକଲି ମେଡିସିନ କାରବାର

ବିନା ଫାର୍ମାସିଷ୍ଟରେ ଚାଲିଛି ଔଷଧ ବିକ୍ରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପାକୁ ନେଇ ପ୍ରଶ୍ନବାଚୀ ଆଗରପଡ଼ା :ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନର ନୀରବତା ପାଇଁ ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ନକଲି ମେଡ଼ିସିନ ବିକ୍ରୀ କରି କୋଟିପତି ହେଲେଣି ଔଷଧ ବ୍ୟବସାୟୀ । ଚଢଉ ନହେବାରୁ ଦିନକୁ ଦିନ ଦିନ ନକଲି ମେଡ଼ିସିନର ପ୍ରାଦ୍ରୁର୍ଭାବ ବେଶ ବଢିବାରେ ଲାଗିଛି । ବିଶେଷ ଭାବରେ ବନ୍ତ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରପଡ଼ା […]

Read More Text.
Fe55bcc0 3955 4209 a25b eb5671cfb915 768x433

ଯାଜପୁର: NH -୧୬ରେ ଓଲଟିଲା ବସ୍‌; ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲାର ୧୬ ନମ୍ବର ଜାତୀୟ ରାଜପଥରେ କୁଆଖିଆ ଥାନା ଅଧୀନ ମୂଳାପାଳ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ‘ସ୍ୱସ୍ତି ରଥ’ ନାମକ ଏହି ବସ୍‌ଟି କଟକରୁ ବରୀ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ […]

Read More Text.
Shree jagannath 1536x1024

ମହାପ୍ରଭୁ ଇଚ୍ଛାକଲେ ତାଙ୍କ ଲାଗି ନୂଆ ଅଳଙ୍କାର ସମ୍ଭବ ହେବ – ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୬ା୭: ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନୂଆ ଅଳଙ୍କାର ପରିଧାନ କରାଇବା ନେଇ ଭକ୍ତଙ୍କ ମଧ୍ୟରେ ଦୀର୍ଘ ଦିନର ଆକାଂକ୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର କହିଛନ୍ତି ଯେ, ଏହି ଅଳଙ୍କାର ପରିବର୍ତ୍ତନ କେବଳ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଇଚ୍ଛା ଅନୁସାରେ ହିଁ ସମ୍ଭବ। ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, “ସମସ୍ତେ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ଚାହୁଁଛନ୍ତି। କିନ୍ତୁ, ଯଦି ଶ୍ରୀଜଗନ୍ନାଥ ଇଚ୍ଛା କରନ୍ତି, ତେବେ ଏହା ସମ୍ଭବ […]

Read More Text.
Hirakud dam 1565885334 750x430 1

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ। ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା। ପର୍ଯ୍ୟାୟକ୍ରମେ ୧୨ଟି ଫାଟକ ଦେଇ ବନ୍ୟାଜଳ ଛଡ଼ାଯିବ। ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଜଳଭଣ୍ଡାରରେ ୬୦୯.୦୬ ଫୁଟ ଉଚ୍ଚତାର ଜଳ ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିଲା। ବନ୍ୟାଜଳ ନିୟନ୍ତ୍ରଣ ଲାଗି […]

Read More Text.
Snake 2 750x430

ସୁନାବେଶରେ ଝଟକିଲେ ଅଟ୍ଟାଳି ଜଗନ୍ନାଥ

ଆଠଗଡ : ପବିତ୍ର ବଡ ଏକାଦଶୀ ତିଥିରେ ରଥାରୂଢ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଏବଂ ଜଗନ୍ନାଥ ବଲ୍ଲଭ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ରଥ ଉପରେ ଶ୍ରୀ ଜୀଉଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରିବା ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ସନ୍ଧ୍ୟା ଆଳତି କରିବା ପରେ ସର୍ବସାଧାରଣ ଦର୍ଶନ କରି ବିଭୋର ହୋଇଯାଇଥିଲେ। ସନ୍ଧ୍ୟା ପୂର୍ବରୁ ମାଜିଷ୍ଟ୍ରେଟ […]

Read More Text.
Zz

ପୁଣି ତାରା ବାହିନୀପତିଙ୍କଙ୍କ ପତ୍ନୀଙ୍କୁ ମିଳିଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ବଡ଼ ଦାୟିତ୍ୱ

ଭୁବନେଶ୍ୱର,୬।୭: ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି। ଏହା ପୂର୍ବରୁ ମଧ୍ୟ ମିନାକ୍ଷୀ ବାହିନୀପତି ଓଡ଼ିଶା ମହିଳା କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ଦିଆଯିବା ଦଳରେ ତାଙ୍କ ନେତୃତ୍ୱ ଓ ସଂଗଠନ କ୍ଷମତା ଉପରେ ଆସ୍ଥାର ପ୍ରମାଣ ବୋଲି […]

Read More Text.
Whatsapp image 2025 07 06 at 8.02.34 pm

ଓଡ଼ିଶା ଭାଜପା ସଭାପତି ନିର୍ବାଚନ: ଭୋଟର ତାଲିକା ପ୍ରକାଶ

ଭୁବନେଶ୍ୱର,୬।୭: ଓଡ଼ିଶା ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ମୋଟ ୨୭୩ ଜଣ ଭୋଟରଙ୍କ ନାମ ସାମିଲ ହୋଇଛି। ଏହି ତାଲିକାରେ ଜିଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କୁ ସ୍ଥାନ ଦିଆଯାଇଛି। ଭାଜପା ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ. […]

Read More Text.