Dha

ବାଂଲାଦେଶକୁ ଚିକିତ୍ସା ସହାୟତା ପଠାଇବ ଭାରତ: ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଦଳ ଢାକା ଯିବେ

ଢାକା: ଢାକା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଭାରତର ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଏକ ଦଳ ବାଂଲାଦେଶ ଯିବେ। ଏହି ବର୍ଣ୍ଣ ବିଶେଷଜ୍ଞ ଦଳ ଦୁର୍ଘଟଣାରେ ଜଳିପୋଡ଼ି ଆହତ ହୋଇଥିବା ପୀଡିତଙ୍କ ଚିକିତ୍ସା କରିବେ। ଡାକ୍ତରଙ୍କ ଦଳ ରୋଗୀଙ୍କ ଅବସ୍ଥା ମୂଲ୍ୟାଙ୍କନ କରିବେ ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେବେ। ଆବଶ୍ୟକ ହେଲେ, ସେମାନଙ୍କୁ ଭାରତ ଅଣାଯାଇ ଚିକିତ୍ସା କରାଯିବ। ଚିକିତ୍ସା ଏବଂ ପ୍ରାରମ୍ଭିକ ମୂଲ୍ୟାଙ୍କନ ପରେ, ଅତିରିକ୍ତ ଡାକ୍ତରୀ ଦଳ […]

Read More Text.
Prime minister of india narendra modi and president of china xi jinping before the beginning of the 2017 brics leaders meeting

ଆସନ୍ତାକାଲିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ। ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦୨୦ରେ କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ […]

Read More Text.
Thund

ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇ ମୃତ

ବାରିପଦା: ଆଜି  ମଙ୍ଗଳବାର  ଦିନ  ଅପରାହ୍ନ ୨ ଟା ପାଖାପାଖି ସମୟରେ ପ୍ରଵଳ ବର୍ଷା, ଘଡଘଡି ଓ  ବିଜୁଳି ଯୋଗୁଁ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ  ଜଣେ ମହିଳା ସମେତ ଦୁଇଜଣ ଚାଷୀ ବିଲରେ ଟଳି ପଡିଥିଲେ ‌ । ସୂଚନାଯୋଗ୍ୟ ଦେଢ଼ ମାସରୁ ଉର୍ଦ୍ଧ୍ଵ ହେବ ଲଗାଣ ବର୍ଷା ଯୋଗୁଁ ତଳିରୁଆ କାମ ପଛେଇ ଯାଇଛି ।ଚାଷୀ ତେଣୁ ତର ତର ହୋଇ ବର୍ଷା ଓ ଖରାକୁ ଖାତିର ନ କରିରୁଆ କାମରେ ଲାଗି ପଡିଛନ୍ତି […]

Read More Text.
Img 20250722 wa0247

ସାପଘରା ର ରାଖାଡିହ ସାହି ରାସ୍ତା ବେହାଲ; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

ବାରିପଦା : ମୟୁରଭଞ୍ଜ ଜିଲ୍ଲା ର ବହଳଦା ବ୍ଲକ ଅନ୍ତର୍ଗତ ସୁରୁଦା -ଯଶିପୁର ପଞ୍ଚାୟତର   ସାପଘରା ର ରାଖାଡିହ ସାହି ରାସ୍ତା ବିପର୍ଯ୍ଯସ୍ତ  l ଏହି ପଞ୍ଚାୟତ ରୁ ଵହଳଦା ବ୍ଳକ ଅଧ୍ୟକ୍ଷା ଭାବେ ପ୍ରତିନିଧିତ୍ବ କରୁଛନ୍ତି ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳି ସିଂ । ବର୍ଷାରେ କାଦୁଅ ପଚ ପଚ ରାସ୍ତା l ଆଉ ଏହି ରାସ୍ତାରେ ଯିବା ଆସିବା କରିବା ଭାରି କଷ୍ଟକର ହୋଇପଡିଛି । ବର୍ତ୍ତମାନ ସମୟରେ ବର୍ଷା ଦିନରେ ଗାଁ ଲୋକମାନେ ଯିବା […]

Read More Text.
Img 20250722 wa0244

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ବିକ୍ଷୋଭ

ବାରିପଦା:  ଗତ ୧୯/୦୭ /୨୫  ତାରିଖରେ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଞ୍ଚାୟତର କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଶିଳ୍ପାୟନ ପାଇଁ  ୫୭ ଏକର ସରକାରୀ ଜମି ଅଧିଗ୍ରହଣ ନିମନ୍ତେ  ଆୟୋଜିତ ସ୍ଵତନ୍ତ୍ର ପଲ୍ଲି ସଭାରେ ଚଞ୍ଚକତା କରାଯାଇଥିବା  ନେଇ   ଆଜି ମଙ୍ଗଳବାର ଦିନ ମଧ୍ୟାହ୍ନରେ ପଶ୍ଚିମ ମୟୂରଭଂଜ କଂଗ୍ରେସର ଜିଲ୍ଲା ସଭାପତି ଭୁବନ ସାହୁଙ୍କ ନେତୃତ୍ଵରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।ଏଥିରେ ରାଜ୍ୟ ଆଦିବାସୀ ସେଲ ଅଧ୍ୟକ୍ଷ ତଥା ପ୍ରାକ୍ତନ କେନ୍ଦୁଝର ସାଂସଦ […]

Read More Text.
Img 20250722 wa0290

ପିଆରଏମ ମେଡିକାଲ କଲେଜ ର ବିଭିନ୍ନ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାରିପଦା-  ପି•ଆର•ଏମ ମେଡିକାଲ କଲେଜ ପ୍ରାଙ୍ଗଣରେ  ଓଡ଼ିଶା ମେଡିକାଲ ଲାବୋରେଟରୀ ଟେକ୍ନିସିଆନ ସଂଘ, ମୟୂରଭଞ୍ଜ ଶାଖା ଓ ମେଡିକାଲ କଲେଜ ଶାଖା ତଥା ପି•ଆର•ଏମ ମେଡିକାଲ କଲେଜର DMLT ଓ DMRT ଛାତ୍ରସଂଘର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ପି•ଆର•ଏମ ମେଡିକାଲ କଲେଜର ସୁପେରିଟେଣ୍ଡେଣ୍ଟ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର ଏବଂ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କିଶୋର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ […]

Read More Text.
Img 20250722 wa0280

ପୋଲିଙ୍ଗ ବୁଥ ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି  ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଠରେ  ଜିଲ୍ଲପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତି ପତିତ୍ୱ ରେ ପୋଲିଙ୍ଗ ବୁଥ ମାନଙ୍କର ଯୁକ୍ତିଯୁକ୍ତକରଣ ତଥା ନାମ, ସ୍ଥାନ ଓ ନୂତନ ବୁଥ ସୃଷ୍ଟି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି. ପ୍ରାରମ୍ଭ ରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଜିର ବୈଠକ ର ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲା ରେ […]

Read More Text.
Img 20250722 wa0272

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ

ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ ବାରିପଦା : ଆଜି ଅପରାହ୍ନ ରେ  ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ସମ୍ମିଳନୀ କକ୍ଷରେ ଫାଇଲେରିଆ ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତହୋଇଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଏଡିଏମଓ […]

Read More Text.
Naveen patnaik

ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯାଜପୁରରେ ଦୁଷ୍କର୍ମ, ଜଗତସିଂହପୁର, ମାଲକାନଗିରିରେ ଗଣଦୁଷ୍କର୍ମ ଓ ପୁରୀରେ ଯୌନ ନିର୍ଯାତନା ଆମକୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ ଦିନକୁ ଦିନ ବଢୁଥିବା […]

Read More Text.
Lok

ବିରୋଧୀଙ୍କ ହଟ୍ଟଗୋଳ, ଦ୍ୱିତୀୟ ଦିନ ପାଇଁ ଲୋକସଭା ମୁଲତବୀ

ବିରୋଧୀ ଦଳଗୁଡିକ ଦ୍ୱାରା ଲଗାତାର ବାଧା ସୃଷ୍ଟି ହେବା ପରେ ଆଜି ଲୋକସଭାରେ କୌଣସି କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ଆଜି ଦ୍ୱିତୀୟ ଦିନ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି। ମଙ୍ଗଳବାର ଅପରାହ୍ନ ୨ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆନ୍ଦୋଳନରତ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଏବଂ ଗୃହକୁ କାର୍ଯ୍ୟ କରିବାକୁ ଦେବାକୁ […]

Read More Text.