ଓଟିଇଟି ପ୍ରଶ୍ନ ଲିକ୍ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ
କଟକ ୨୩।୭: ସ୍ପେସାଲ ଓଟିଇଟି ପ୍ରଶ୍ନ ଲିକ୍ ଘଟଣାର ରହସ୍ୟ ଫିଟୁନି । ତଦନ୍ତକୁ ୩ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମ୍ବ୍ରାଞ୍ଚ ପ୍ରଘଟକାରୀଙ୍କ ଟେର୍ ପାଇପାରିନାହିଁ । ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଫିସରମାନେ ବୋର୍ଡ କାର୍ଯ୍ୟାଳୟ କର୍ମଚାରୀଙ୍କୁ ତନ୍ନ ତନ୍ନ କରି ପଚରାଉଚରା କରିସାରିଲେଣି । ତଦନ୍ତକାରୀ ଟିମ୍ ପ୍ରଶ୍ନପତ୍ର ଜବତ କରିବା ସହିତ ଅନ୍ୟ କାଗଜପତ୍ର ସଂଗ୍ରହ କରି ଛାନ୍ଭିନ୍ ଚଳାଇଛନ୍ତି । ମାତ୍ର ଫଳ ଶୂନ । ଲିକ୍ ହୋଇଥିବା ପ୍ରଶ୍ନ ଇଂରାଜୀରୁ ଓଡ଼ିଆକୁ […]
Read More Text.