22

‘ବିଜେପି ସରକାରରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି’

ଭୁବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୁଲିସ୍ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି ବିଜୁ ଜନତା ଦଳ (ବିଜେଡି) କହିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ରାଜ୍ୟରେ ଘଟୁଥିବା […]

Read More Text.
Up link 1608636239

ଗାଡ଼ି ଚାଳକ ସାବଧାନ, ଚାଲାଣ ପୈଠ ନ କଲେ ବାତିଲ୍ ହେବ ଗାଡ଼ିର ରେଜିଷ୍ଟ୍ରେସନ

କଟକ: ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଗ୍ରହଣ କରାଯିବ କଡ଼ା ଆଭିମୁଖ୍ୟ । ଚାଲାଣ ଖିଲାପକାରୀଙ୍କ ବିରୋଧରେ ନିଆଯିବ ବଡ଼ ଆକ୍ସନ । ୫ରୁ ଅଧିକ ଚାଲାଣ କଟିଥିବା ହାଲୁକା ଯାନ ଓ ଭାରି ଯାନ ଗାଡ଼ି ମାଲିକ ଯଦି ଫାଇନ ପୈଠ ନକରନ୍ତି ତେବେ ସଂପୃକ୍ତ ଗାଡ଼ିର ରେଜିଷ୍ଟ୍ରେସନକୁ ବାତିଲ୍ କରାଯିବ। ତେବେ ଖିଲାପ କରିଥିବା ଏବେ ସୁଦ୍ଧା ୨୦୦୦ ଗାଡି ମାଲିକଙ୍କୁ ନୋଟିସ କରାଯାଇଛି । ୧୦ ହଜାରରୁ ଅଧିକ ଗଡିମାଲିକଙ୍କୁ ଏଭଳି […]

Read More Text.
Dhiman chakma 1068x601

ଜେଲ୍‌ରୁ ମୁକୁଳିଲେ ଆଇଏଏସ ଧୀମାନ ଚକମା, ୧୦ ଲକ୍ଷ ଲାଞ୍ଚ ନେଇ ଗିରଫ ହୋଇଥିଲେ

ଭବାନୀପାଟଣା:  ଲାଞ୍ଚ ମାମଲାରେ ଗିରଫ ଆଇଏଏସ  ଧୀମାନ ଚକମା ଜେଲ୍‌ରୁ ବାହାରିଛନ୍ତି l ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଆଜି ଭବାନୀପାଟଣା ଜେଲରୁ ବାହାରିଲେ ଧୀମାନ ଚକମା l ଗତ ୨୪ ତାରିଖ ଦିନ ମାନ୍ୟବର ହାଇକୋର୍ଟ ୫ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେେ ଚମକାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ l ସୂଚନାଥାଉ କି, ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ ଭୟଭୀତ କରାଇ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ୨୦ […]

Read More Text.
Gxlhbpjbcaaqyxo

ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ

ଜଗତସିଂହପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ା ବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୫ ଦିନ ଭିତରେ ୪୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ୍ ବ୍ୟାପୁଥିବା ସୂଚନା ମିଳିଛି । ତେବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପାଣିର […]

Read More Text.
Smbp 1068x601

ୟାର୍ଡ ପୁନଃ ନବୀକରଣ କାର୍ଯ୍ୟ ନିରୀକ୍ଷଣ କଲେ ମଣ୍ଡଳ ପ୍ରବନ୍ଧକ

ସମ୍ବଲପୁର: ଭାରତୀୟ ରେଲଓ୍ବେର ବର୍ଦ୍ଧିତ ଯାତ୍ରୀ ଚାହିଦା, ଆଞ୍ଚଳିକ ବିକାଶ ଓ ଜାତୀୟ ଲଜିଷ୍ଟିକ ଆବଶ୍ୟକତା ସହିତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଦେଶବ୍ୟାପୀ ପ୍ରମୁଖ ଷ୍ଟେସନଗୁଡିକୁ ଉନ୍ନତ ଓ ଆଧୁନିକୀକରଣ କରିବା କ୍ରମରେ ସମ୍ବଲପୁର ରେଳ ଷ୍ଟେସନର ଗୁରୁତ୍ୱପୁର୍ଣ୍ଣ ୟାର୍ଡ ପୁନଃନବୀକରଣ କାର୍ଯ୍ୟ କରାଯାଉଛି। ଏହି ଆଧୁନିକୀକରଣ ପ୍ରକଳ୍ପ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବା ସହ ଯାତ୍ରୀ ଓ ମାଲ ପରିବହନ ପାଇଁ ଅଧିକ ସୁଗମ, ଦକ୍ଷ ରେଳ ସେବା ମଧ୍ୟ ନିଶ୍ଚିତ କରିବ। ଏହି […]

Read More Text.
2 185 1753955456942

ଡରାଇଲେଣି ମହାକାଶ ବିଜ୍ଞାନୀ; ପୃଥିବୀକୁ ମାଡିଆସୁଛି ବଡ଼ ବିପଦ, ନଭେମ୍ବରରେ ଆଟାକ୍‌ କରିବେ ଏଲିଏନ୍‌ !

ନୂଆଦିଲ୍ଲୀ ୩୧।୦୭: ଏପରି କିଛି ଆକଳନ କରିଛନ୍ତି ହାଭାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନୀ । ସେମାନେ ଦାବି କରିଛନ୍ତି କି ନଭେମ୍ବରରେ ପୃଥିବୀରେ ପହଞ୍ଚିବେ ଏଲିଏନ୍ସ । ଆଉ ସେମାନେ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ । ବିଶେଷଜ୍ଞମାନେ ଦାବି କରିଛନ୍ତି କି ପୃଥିବୀ ଆଡକୁ ଦ୍ରୁତଗତିରେ ମାଡି ଆସୁଛି ଅବଜେକ୍ଟ 3I/ATLAS । ଏହା ଏକ ଏଲିଏନ୍ସ ବିମାନ ହୋଇପାରେ । ଯେଉଁମାନେ ଆମ ଗ୍ରହ ଉପରେ କରିପାରନ୍ତି ଆକ୍ରମଣ । ଏହି ରିପୋର୍ଟକୁ ଜାରି […]

Read More Text.
India usa 1739178871159

ଭାରତ ଆଦୌ ଚିନ୍ତିତ ନୁହେଁ କି ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ନେଇ ଭାରତରେ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଭାରତ ଆମେରିକା ବିରୁଦ୍ଧରେ କୌଣସି ପ୍ରତି ଶୁଳ୍କ ଲାଗୁ କରିବ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗମମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଭାରତ ଆମେରିକାର ଏହି ଶୁଳ୍କ ଉପରେ ପ୍ରତିଶୋଧ ମୂଳକ ଟାରିଫ ଲଗାଇବ ନାହିଁ। ଟେବୁଲ ଉପରେ ଏହାର ସମାଧାନ କରାଯିବ। ଉଭୟ ପକ୍ଷର ସର୍ବୋତ୍ତମ […]

Read More Text.
Mp female judge resigns

ମଧ୍ୟପ୍ରଦେଶରେ ମହିଳା ଜଜ୍ ଅଦିତି କୁମାର ଶର୍ମାଙ୍କ ଇସ୍ତଫା

ଶହାଡୋଲ ୩୧।୭: ମଧ୍ୟପ୍ରଦେଶ ଶହାଡୋଲ ଜିଲ୍ଲାରେ ଅବସ୍ଥାପିତ ସିଭିଲ ଜଜ୍ ଅଦିତି କୁମାର ଶର୍ମା ବିଚାରବିଭାଗୀୟ ସେବାରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ସହିତ ସେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି। କୁହାଯାଉଛି ଅଦିତି କୁମାର ଶର୍ମା ଜନୈକ ବିଚାରବିଭାଗୀୟ ଅଧିକାରୀଙ୍କ ହାଇକୋର୍ଟ ପଦୋନ୍ନତୀକୁ ନେଇ ସେ ଏହି ପଦକ୍ଷେପ ନେଇଛନ୍ତି। ଏହି ଅଧିକାରୀଙ୍କ ବିରୋଧରେ ଅଦିତି କୁମାର ଶର୍ମା ପୂର୍ବରୁ ଯୌନ ଉତ୍ପୀଡନର ଗୁରୁତର ଅଭିଯୋଗ ଆଣିଥିଲେ। ଏବେ ତାଙ୍କୁ ହାଇକୋର୍ଟ ଜଜ୍ ରୂପେ ପଦୋନ୍ନତୀ ଦିଆଯିବାରୁ […]

Read More Text.
Trump

ଟ୍ରମ୍ପ ଆଖି ଖୋଲ: ଆମେରିକାଠାରୁ ଦ୍ୱିଗୁଣ ସ୍ପିଡ୍‌ରେ ବଢୁଥିବା ଅର୍ଥବ୍ୟବସ୍ଥା, ଭାରତର ଅଭିବୃଦ୍ଧି ଉପରେ ବିଶ୍ୱ ସଂସ୍ଥାର ଭରସା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦୁନିଆର ନୂଆ ସାହୁକାର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନରେ ଅନ୍ଧ ହୋଇ ବାସ୍ତବିକ ତଥ୍ୟରୁ ମୁହଁ ଫେରାଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ଭାରତ ଓ ରୁଷକୁ ନେଇ ସୋସିଆଲ୍ ମିଡିଆରେ କଡ଼ା ହମଲା କରି, ଦୁଇ ଦେଶର ଅର୍ଥନୀତିକୁ ମୃତ ବୋଲି କହିଲେ । ଟ୍ରମ୍ପ ଲେଖିଲେ, ରୁଷ ସହ ଭାରତ କ’ଣ କରୁଛି ମୋତେ ଏକଥାରେ ଆଦୌ ଫରକ୍ ପଡୁନି, କିନ୍ତୁ ଏହି ଦୁଇ ଦେଶ ମିଶି […]

Read More Text.
Kyiv 1 1068x601

କିଭ୍‌ ଉପରେ ପୁଣି ରୁଷ୍‌ର ମିଶାଇଲ୍‌ ବର୍ଷା, ୬ ମୃତ

କିଭ୍‌: ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍‌ ଓ ଡ୍ରୋନ୍‌ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଛି ରୁଷ୍‌। ଏହି ଆକ୍ରମଣରେ ଜଣେ ୬ ବର୍ଷୀୟ ଶିଶୁ ସମେତ ପ୍ରାୟ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୫୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ […]

Read More Text.