C24188a0 8ded 46ba 8593 29cfd1a3

ହେଲମେଟ୍ ବିନା ପେଟ୍ରୋଲ ଦେବା ମହଙ୍ଗା ପଡ଼ିଲା; ପେଟ୍ରୋଲ ପମ୍ପକୁ ସିଲ୍ କଲେ ଜିଲ୍ଲାପାଳ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ଜିଲ୍ଲାପାଳ ହେଲମେଟ୍ ବିନା ପେଟ୍ରୋଲ ଉପରେ ରୋକ ଲଗାଇବା ପାଇଁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଗତଶୁକ୍ରବାର ଏହି ନିର୍ଦ୍ଦେଶ ଉଲ୍ଲଂଘନ ଉପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲମେଟ୍ ବିନା ପେଟ୍ରୋଲ ଦେବା ଘଟଣାକୁ କେନ୍ଦ୍ର କରି ଜିଲ୍ଲାପାଳ ଏକ ପେଟ୍ରୋଲ ପମ୍ପକୁ ସିଲ୍ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଇନ୍ଦୋର ଜିଲ୍ଲାର ଅରଣ୍ଡିଆ ବାଇପାସରେ ଅବସ୍ଥିତ ଏକ ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ଦୁଇ ଚକିଆ ଯାନକୁ […]

Read More Text.
Otet b

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ […]

Read More Text.
ୖନହୂ 750x430

ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

ଗଜପତି: ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (RWSS) କାର୍ଯ୍ୟାଳୟରେ ନିଯୁକ୍ତ ଜଣେ କନିଷ୍ଠ ଇଞ୍ଜିନିୟରଙ୍କୁ ପାଣି ବଦଳରେ ପରିସ୍ରା ପରିବେଷଣ କରିଥିଲେ ପିଅନ । ତେବେ ଗତ ୨୨ ଜୁଲାଇରେ RWS&S କାର୍ଯ୍ୟାଳୟରେ ଯୋଗ […]

Read More Text.
Img 20250731 wa0127

ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

ବାରିପଦା: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ଡାକ ଘର ଏବଂ  ମୁଖ୍ୟ ଡାକଘର ରେ ସରକାରୀ ବାବୁ ମାନଙ୍କର କାର୍ଯ୍ୟରେ ଅବହେଳା ଯୋଗୁଁ ସାଧାରଣ ଲୋକଙ୍କୁ ମିଳି ପାରୁନି ଉଚିତ ସେବା |ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ଜିଲ୍ଲାର ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗ୍ରାମର ମିନାକ୍ଷୀ ମହାପାତ୍ରଙ୍କ ପରିବାରରେ |ସୂଚନାଯୋଗ୍ୟ ଯେ ମିନାକ୍ଷୀ ମହାପାତ୍ର ବିଞ୍ଜୁଆ ଡାକ ଘରେ ସେ ସେଭିଂ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ପରିବାରର ଅଭାବ ଯୋଗୁଁ ଆକାଉଣ୍ଟ ଟି […]

Read More Text.
Img 20250731 wa0118

୬ବର୍ଷ ବିତିଲାଣି ଅସମ୍ପୁର୍ଣ ଭୀମକାନ୍ଧା ଗ୍ରାମ୍ୟ ପୋଲ ନିର୍ମାଣ ସମ୍ପୁର୍ଣ ପାଇଁ ଗ୍ରାମବାସୀଙ୍କ ଦାବୀ

ମୋହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ ଅଣଓସାରିଆ ପୋଲକୁ ଉଚ୍ଚ କରିବା ପାଇଁ ଦାବୀ ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଛୁଆ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ଶେଷ  ମୁଣ୍ଡ ରେ  ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ।ବିନା ଫଳକ ରେ କାମ ଚାଲିଛି।ଲୋକଙ୍କ ଦାବି ମୁତାବକ ୨୦୧୯ ରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକ କହିବାନୁସାରେ ଏହି ପୋଲ […]

Read More Text.
Img 20250731 wa0128

ଅଗଷ୍ଟ ୨ତାରିଖରେ ବନ୍ଦ ରହିବ ଡାକ ସେବା

ବାରିପଦା: ଡାକ ବିଭାଗ ଗ୍ରାହକ ମାନଙ୍କୁ ଅଧିକ ସୁବିଧା ଓ ଉତ୍କୃଷ୍ଟ ମାନର ତ୍ୱରିତ ସେବା ପ୍ରଦାନ ନିମନ୍ତେ ମୟୁରଭଞ୍ଜ ଡାକ ମଣ୍ଡଳ ଅଧୀନ ସମସ୍ତ ଡାକଘରେ ଏ ପି ଟି (ଆଡ଼ଭାନ୍ସ ପୋଷ୍ଟାଲ ଟେକ୍ନୋଲୋଜି ) ୨. ୦ ଲାଗୁ ହେବାକୁ ଯାଉଅଛି l ଏଣୁ ଆସନ୍ତା ତା ୦୨-୦୮-୨୦୨୫ ରିଖ  (ଶନିବାର) ଦିନ ମୟୂରଭଞ୍ଜ ଡାକ ମଣ୍ଡଳ ଅଧିନସ୍ଥ ବାରିପଦା ମୁଖ୍ୟ ଡାକ ଘର ସମେତ ସମସ୍ତ ଉପ ଡାକ ଘର ତଥା ଶାଖା ଡାକ […]

Read More Text.
Img 20250731 wa0106

ଜିଲ୍ଲା ଆରକ୍ଷୀ ବିଭାଗ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ -୨୦୨୫

” ମା ପାଇଁ ଗଛ ଟିଏ “ ବାରିପଦା: ଆଜି ବାରିପଦାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ବିଭାଗ ଏବଂ ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ ଅଭିଯାନ -୨୦୨୫ (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ବନଖଣ୍ଡ […]

Read More Text.
Dead

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଆଗରପଡ଼ା:ସ୍ଥାନୀୟ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ବେଲଶରପୁର ଗ୍ରାମର ଟୁନା ପାଢ଼ୀଙ୍କ ପୁଅ ଚଢ଼େଇ(୩୦) ଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦୀହାନ ହୋଇ ପଡ଼ିଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ଚଢ଼େଇ ଗତ କିଛି ମାସ ହେଲା ହାଇଦ୍ରାବାଦସ୍ଥିତ ଏକ କଂପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଘଟଣାଦିନ ତାଙ୍କ ମୃତ ଶରୀର ଏକ ନାଳରେ ପଡ଼ିଥିବାର ଦେଖି କଂପାନୀ ମାଲିକ ଘରକୁ ଖବର ଦେଇଥିଲେ । ପରିବାର ଲୋକେ ଯାଇ ଶବ ଚିହ୍ନଟ କରି […]

Read More Text.
Ele

ବିଦ୍ୟୁତ ତାର ଲାଗି ଟ୍ରକ ମାଲିକ ଆହତ

ଆଗରପଡ଼ା :ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜନୈକ ଟ୍ରକ ମାଲିକ ଆହତ ହୋଇ ଆଗରପଡ଼ା ମେଡିକାଲରେ ଚିକିତ୍ସାଧୀନ ଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ;ଗୁରୁବାର ଖଇରା ଥାନା ଅନ୍ତର୍ଗତ ଓଝାପୋଖରୀ ଗ୍ରାମର ରବିନ୍ଦ୍ର ବେହେରା(୫୦)ନିଜ ଟ୍ରକ ନଂ ଓଆର-୦୯ କେ-୫୯୫୯ କୁ ନିଜେ ଚଲାଇ ଆଗରପଡ଼ାକୁ ଧାନ ନେବା ପାଇଁ ଆସିଥିଲେ । ଟ୍ରକରେ ଧାନ ବୋଝେଇ ହେବା ପୂର୍ବରୁ ଟ୍ରକ କ୍ୟାବିନରେ ଥିବା ତାର୍ପୋଲିନ ଖୋଲିବାକୁ ସେ ଉପରକୁ ଚଢ଼ିଥିଲେ ।ଅନ୍ୟମନସ୍କବଶତଃ ଉପରେ ଯାଇଥିବା ୧୧ […]

Read More Text.
Anu garg

ଶରଧାବାଲି ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ତଦନ୍ତ ରିପୋର୍ଟ

ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣା ଘଟିଥିଲା। ଏହି ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉନ୍ନୟନ କମିସନର ଅନୁ ଗର୍ଗ ରିପୋର୍ଟ ଦାଖଲ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉନ୍ନୟନ କମିସନର ଅନୁ ଗର୍ଗ ଏହି ରିପୋର୍ଟ ଦାଖଲ କରିଛନ୍ତି। ତଦନ୍ତ ରିପୋର୍ଟ ମିଳିଥିବା ବେଳେ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ସେନେଇ ଚିନ୍ତା କରିବେ। ୨୦୨୫ ଜୁନ ୨୯ ତାରିଖ ଭୋର ସକାଳୁ […]

Read More Text.