Photo for the news of agarpara strike

ଏନଏସି ଦାବିରେ ଆଗରପଡ଼ାରେ ଗଣଧାରଣା

ଆଗରପଡ଼ା :ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ଆଗରପଡ଼ାକୁ ବିଜ୍ଞାପିତ ପରିଷଦ ଅଂଚଳ ବା ଏନଏସି ଦାବିରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଡ.ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ମଙ୍ଗଳବାର ୬ଘଣ୍ଟିା ଧାରଣା ଦିଆଯିବା ସହ ଜନ ଜାଗରଣ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ବିଜେଡି ଯୁବନେତା ସତ୍ୟସାଧନ ବେଜ,ହାଇକୋର୍ଟ ଆଡ଼ଭୋକେଟ ମନୋଜ ରାୟ,ସମାଜସେବୀ ବିଜ୍ଞାନଭୂଷଣ ମହାନ୍ତି,ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଧଳ,ରଂଜନ ଦାସ, ସୁବାସ ଦାସ, ଗଗନ […]

Read More Text.
Photo for agarpara zone

ଜୋନସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

ଆଗରପଡ଼ା ଜୋନ ଆଗରପଡ଼ା :ଆଗରପଡା କୃଷ୍ଣଚରଣ ବିଦ୍ୟା ମନ୍ଦିର ପରିସରରେ ଜୋନ୍‌ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଆଗରପଡ଼ା ଜୋନରେ ୧୩ ଗୋଟି ବିଦ୍ୟାଳୟର ୧୯୬ ଛାତ୍ରଛାତ୍ରୀ କବାଡି, ଖୋଖୋ, ଭଲିବଲ୍‌, ବ୍ୟାଡ୍‌ମିଣ୍ଟନ୍‌, ଚେସ୍‌, ଯୋଗ, ସାଇକେଲ୍‌ରେସ୍ ଓ ବିଚ୍ ଭଲିରେ ଭାଗ ନେଇଥିଲେ । ଆଗରପଡା ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷକ ଚିତରଞ୍ଜନ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନ ଶିକ୍ଷକ ଶରତ ଜେନା, ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ […]

Read More Text.
Mkg 8 naxal surrendeer 1 2025 08 26 19 11 20

ଆତ୍ମସମର୍ପଣ କଲେ ୮ ନକ୍ସଲ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଏସିଏମ ଭେଟ୍ଟି ସୋମଡା(୩୦), ପାର୍ଟି ସଦସ୍ୟ ମୁଚାକି ରାକମେ(୨୭), ମିଲିସିଆ କମାଣ୍ଡର ଓୟାମ ଲକ୍ଷ୍ମଣ(୨୩), ମିଲିସିଆ ସଦସ୍ୟ ପଡିଆମ କୋସା(୨୫), ମିଲିସିଆ ସଦସ୍ୟ ମୁଡାମ କୋସା(୩୦), ମିଲିସିଆ ସଦସ୍ୟ ମାଡବୀ ନନ୍ଦୁ(୨୫), […]

Read More Text.
Sp puri

ପୁରୀ ଏସପି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରତୀକ ସିଂହ

ପୁରୀ : ପୁରୀର ନୂତନ ଏସପି ଭାବେ ପ୍ରତୀକ ସିଂହ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ଏସପି ତଥା ଉତ୍ତରାଞ୍ଚଳ ଡିଆଇଜି ହୋଇଥିବା ପିନାକ ମିଶ୍ରଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣ ପୂର୍ବରୁ ସେ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରକୁ ପ୍ରତ୍ୟହ ଦେଶ ଭିତରୁ ଓ ଦେଶ ବାହାରୁ ପ୍ରତିଦିନ ହଜାର ହଜାର […]

Read More Text.
Hati v 1

ଫସଲ ଜଗିଥିବା ବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ

ପଦ୍ମପୁର : ସ୍ୱାମୀ-ସ୍ତ୍ରୀଙ୍କୁ ଦଳିଲା ହାତୀ । ବରଗଡ ଜିଲ୍ଲା ପାଇକମାଲ ଥାନା ଟେମରି ପଂଚାୟତର ଧନ୍ଦୁପାଲି ଗାଁରେ ଅଘଟଣ । ଗତକାଲି ରାତିରେ ଫସଲ ଜଗିବା ପାଇଁ ବାରି ପଛପଟେ ଶୋଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ହାତୀ ଦଳିଛି। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଂଚି ତଦନ୍ତ କରୁଛି । ସେହିପରି ବୌଦ୍ଧ ବନାଞ୍ଚଳ ବହିରା ସେକ୍ସନ ଡମ୍ବରୁଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ […]

Read More Text.
Hospital v

ମେଡିକାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ

ସୁନ୍ଦରଗଡ଼: ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ । ସୁନ୍ଦରଗଡ଼ ଟାଉନଥାନା ସରକାରୀ ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରେଗୀ । ଆଜି ଡିସଚାର୍ଜ ହୋଇଥାନ୍ତେ । କିନ୍ତୁ ମେଡିକାଲ କଲେଜର ତୃତୀୟ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ଏହାର କାରଣ ଅସ୍ପଷ୍ଟ ରହିଛି। ରୋଗୀ ଜଣକ ସୁନ୍ଦରଗଡ଼ ସଦର ଥାନା ରାଜପୁର ଅଂଚଳର ଅନିଲ ସୋରେନ । ରବିବାର ଦିନ ସୁନ୍ଦରଗଡ଼ ଏନଟିପିସି ମେଡ଼ିକାଲ୍ କଲେଜରେ ଭର୍ତ୍ତି ହୋଇଥିଲେ ଅନିଲ। ମେଡିକାଲର ଝରକାରୁ ବାହାରି ବହୁସମୟ […]

Read More Text.
Amala v 1

ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ, ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀ

ଭୁବେନଶ୍ବର: ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ । ସରକାରଙ୍କ ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ। ୧୫ ଦିନ ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ । ବନ୍ୟା ସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଗତକାଲି ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଥିଲା। ଏଥିସହ ବନ୍ୟାସ୍ଥିତି ଓ ପାର୍ବଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗତ ୧୫ ଦିନ ହେବ ୧୦ ଦଫା […]

Read More Text.
Mohan majhi 1

ରାଜ୍ୟରେ ‘ଆମ ଶାସନ’ ଆରମ୍ଭ ; ଏଣିକି ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ ଓ ଅଧିକାରୀ

ଭୁବନେଶ୍ଵର : ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର। ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ ଜନତାଙ୍କୁ ଫୋନ୍ କରି […]

Read More Text.
Youtuber b

ୟୁଟ୍ୟୁବର ନିଖୋଜ; ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇଥିଲେ

ପୋଲସରା : ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ । ସଂପୃକ୍ତ ୟୁଟ୍ୟୁବ ବ୍ଳଗର ଜଣଙ୍କ ନରେନ୍ଦ୍ର ସାହୁ । ତାଙ୍କ ଘର ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ । ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଅଛନ୍ତି । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି […]

Read More Text.
Death 750x430 1

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଥାନା ତୁକଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଦମ୍ପତି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ ୯ ମାସର ଶିଶୁ ପୁତ୍ରଟି ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବାପା ମାଆ ଦୁହେଁ ଶିଶୁଟିକୁ ଖେଳାଉଥିବାବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ପରେ ସ୍ଥାନୀୟ ଲୋକେ  ଏହାଦେଖି ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ। କିନ୍ତୁ ବାପା , ମାଆ ଦୁହେଁ ଘରୁ ବାହାରି ପାରିନଥିଲେ। ନିଆଁ […]

Read More Text.