Cm 7

କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୌଣସି ସରକାରୀ ଅଫିସରେ ଆପଣଙ୍କୁ ହଇରାଣ କରାଯାଉଛି କି? କୌଣସି ସରକାରୀ ଅଧିକାରୀ ଲାଞ୍ଚ ମାଗୁଛନ୍ତି କି? ଏହାପରେ ପୋଲିସ ଆପଣଙ୍କ ଅଭିଯୋଗ ଶୁଣୁନି କି? ତେବେ ଆଉ ଚିନ୍ତା କରନ୍ତୁନ୍ତି । ଏନେଇ ଆପଣ ଟୋଲ୍ ଫ୍ରି ନମ୍ବର ୧୪୪୭୧ରେ କଲ୍ କରି ତୁରନ୍ତ ଅଭିଯୋଗ କରିପାରିବେ । ଆଉ ଆପଣଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଏଣିକି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ଫିଡବ୍ୟାକ୍ […]

Read More Text.
Heavy rain 1

ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା, ୪୮ ଘଣ୍ଟା ଭିତରେ ଅଧିକ ହେବ ଶକ୍ତିଶାଳୀ ହେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ।  ଏହା ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଶକ୍ତିଶାଳୀ ହେବ ।  ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବର୍ଷା ବପନ ଆଣିପାରେ । IMDର ପୂର୍ବାନୁମାନ, ଓଡ଼ିଶା ଉପକୂଳରେ ଆଜି ଓ ଆସନ୍ତାକାଲି ଭୀଷଣରୁ ଅତି ଭଷଣ ବର୍ଷା ହେବ ।  ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ।  କିଛି ସ୍ଥାନରେ […]

Read More Text.
Station cuttack

କଟକ ରେଳ ଷ୍ଟେସନରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କଟକ : କଟକ ରେଳ ଷ୍ଟେସନରେ ଅଘଟଣ । କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି ଛାତ ।  ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।  ଲୋକେ ଜୀବନ ବଞ୍ଚାଇବାକୁ  ଦୌଡିଥିଲେ । ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡିଛି । ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ […]

Read More Text.

ଭାରତ ଦ୍ବାରା ରୁଷୀୟ ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବାରା ଲଗାଯାଇଥିବା ଅତିରିକ୍ତ ୨୫% ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହେଉଛି । ଭାରତ ଏବେ ସର୍ବାଧିକ ଆମେରିକା ଶୁଳ୍କ ବହନ କରୁଥିବା ଦୋ ତାଲିକା ବ୍ରାଜିଲ ସହିତ ସାମିଲ ହେବ । ଯାହାର ଶୁଳ୍କ ମଧ୍ୟ ୫୦% । ଦୁଇଟି ପର୍ଯ୍ୟାୟରେ ଶୁଳ୍କ ଲାଗୁ କରାଯାଇଛି ।  ଯାହା ଆମେରିକା ଶୁଳ୍କ ଭାରତର ପ୍ରାୟ ଦୁଇ-ତୃତୀୟାଂଶ ସାମଗ୍ରୀ ବାଣିଜ୍ୟକୁ କଭର […]

Read More Text.
Img 20250826 wa0146

ସେପ୍ଟେମ୍ବର ୬ କଳା ଦିବସ୍ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା: ଓଡ଼ିଶା କୁଡ଼ୁମୀ ସେନା ତରଫରୁ ଆସନ୍ତା ସେପ୍ଟେମ୍ବର ୬ ତାରିଖ କଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ  କଣ୍ଟାବଣି ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ କଳା ଦିବସ ଦିଲ୍ଲୀ ଯନ୍ତରମନ୍ତରଠାରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। କୁଡ଼ୁମି ବହୁଳ ବିଶିଷ୍ଟ ୪ ଗୋଟି ରାଜ୍ୟର ଶତାଧିକ ଜାତି ପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ଭାରତ ସରକାର କୌଣସି କାରଣ ନଥାଇ ବିନା […]

Read More Text.
Img 20250826 wa0134

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

ବାରିପଦା: ମୟୂରଭଂଜ ଜିଲ୍ଲାର ବଣ ଜଙ୍ଗଲ ଘେରା ବିଜାତଳା ବ୍ଳକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମରେ ସୋମବାର ରାତିରେ  ହାତୀ ୨ ଜଣ ଚାଷୀଙ୍କ ଧାନ କ୍ଷେତ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।  ଦୁର୍ଗମ ବଣ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି ହାତୀପଲ  । ଦିନରେ ଜଙ୍ଗଲରେ ହାତୀ ଲୁଚୁଥିବାବେଳେ ରାତିରେ ଆସି ଗାଁମୁହାଁ ହୋଇ ଧାନବିଲ ନଷ୍ଟ କରି ଦେଉଛନ୍ତି ।ବର୍ଷା ଯୋଗୁଁ ଚାଷ ଭାଦ୍ରବ ମାସରେ ଚାଷ କାମ ପଛେଇ ଯାଇଛି ।ଚାଷୀମାନେ ତରତର […]

Read More Text.
Img 20250826 wa0124

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ    

ବାରିପଦା : ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାଦାମପାହାଡ଼ ଥାନା ଅନ୍ତର୍ଗତ କଣ୍ଟାସୁଲା ଓ ଚାଉଁରାଡିହି ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୪୬୦ ଲିଟର […]

Read More Text.

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ  ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ତା ୦୬-୦୯-୨୦୨୫ ରିଖ ବଡ଼ସାହି ବ୍ଲକ ରେ ସ୍ୱତନ୍ତ୍ର ଜନ ଶୁଣାଣି ଶିବିର ବାରିପଦା:  ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଆଗାମୀ ସେପ୍ଟେମ୍ବର ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ମାସର ପ୍ରଥମ ସୋମବାର  ତା ୦୧-୦୯-୨୦୨୫ ରିଖ   ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା […]

Read More Text.
Img 20250826 wa0159

ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା : ଆଗାମୀ ସେପ୍ଟେମ୍ବର ମାସ ୮ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବାରିପଦାର ଷ୍ଟେସନ ବଜାର ନିକଟସ୍ଥ ବିବାହ ମଣ୍ଡପ ଠାରେ ମୟୁରଭଞ୍ଜ ଅବସର ପ୍ରାପ୍ତ ସୈନିକ ସଙ୍ଘ, ଭାରତୀୟ ସୈନ୍ୟ ବାହିନୀ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ୩ ଦିନ ବ୍ୟାପି ଏକ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କରେ […]

Read More Text.
Photo for the news of smrutisabha

ସ୍ମୃତି ଚାରଣ ସଭା

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ନାରାୟଣପୁର ଗ୍ରାମର ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ରଣା ଥିଲେ ସଂଗୀତର ଜଣେ ଯାଦୁଗରୀ ପ୍ରତିଭା ବୋଲି ଉପସ୍ଥିତ ଅତିଥି ସ୍ମୁତି ଚାରଣ ସଭାରେ କହିଥିଲେ । ଉକ୍ତ ସ୍ମୁତି ଚାରଣ ସଭାରେ ପ୍ରାକ୍ତନ ସେବା ସମବାୟ ସଭାପତି ଜଗନ୍ନାଥ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସେବା ସମବାୟ ସଭାପତି ରଞ୍ଜନ କୁମାର ସାହୁ, ସମିତିସଭ୍ୟ ମନୋରଞ୍ଜନ ସେଠି, ଆଇନୀଜୀବୀ ଅଣାକର ମଲ୍ଲିକ, ନାରାୟଣ ଚନ୍ଦ୍ର ବାରିକ, ଆନନ୍ଦ ଚନ୍ଦ୍ର ନାୟକ, […]

Read More Text.