Oil tanker

ମଝି ସମୁଦ୍ରରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍, ଜଣେ ଭାରତୀୟ ନାବିକ ମୃତ

ଆମେରିକା : ସମୁଦ୍ର ମଝିରେ ଇରାନର କ୍ରୁଜ୍ ମିସାଇଲ୍ ଆଟାକ୍ । ଜଳିଗଲା ୨ଟି ବାଣିଜ୍ୟିକ ଜାହାଜ । UAE ତେଲ ଟାଙ୍କର ଉପରେ ଇରାନର ମିସାଇଲ୍ ମାଡ଼ରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ଓମାନର ଆଞ୍ଚଳିକ ଜଳସୀମା ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ସ ର ଦୁଇଟି ପ୍ରମୁଖ ତେଲ ଟାଙ୍କର ଉପରେ ଇରାନ କ୍ରୁଜ୍ ମିସାଇଲ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ବେଳେ […]

Read More Text.
Cbnt

କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ ସାଙ୍ଗରେ ୨୭ ହଜା କୋଟିରୁ ଅଧିକ ଟଙ୍କାର ବିଶାଳ ପ୍ୟାକେଜକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- MMSY ଓ ସେତୁ ବନ୍ଧନ ଯୋଜନା ଅଧୀନରେ ଆଗାମୀ […]

Read More Text.
Mp

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ଓ ବ୍ୟାପକ ଅନିୟମିତତା ଅଭିଯୋଗରେ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଏବଂ SCERTର ପୂର୍ବତନ […]

Read More Text.
IMG 20260713 WA0270

ଆନ୍ଦୋଳନକୁ ମଳିଲା ବେଷ୍ଟ କାଲଭୁରାଲ ଫିଲ୍ମ ଆୱାର୍ଡ 

ବାରିପଦା : ଶିମିଳିପାଳର ସଂମ୍ପୂର୍ଣ୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଉପଯୋଗରେ ମୟୁରଭଞ୍ଜ ବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନତା  ଆଣିବା ସହିତ ସରକାର ଙ୍କୁ ଅବଗତ କରାଇବା ନିମନ୍ତେ  ମୟୁରଭଞ୍ଜ ଜିଲ୍ଲା ର ଏକ ଅଗ୍ରଣୀ ଅଣରାଜନୌତିକ ସଂଗଠନ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା କୁ ନେଇ ସୋମନାଥ ସାହୁଙ୍କ ଦ୍ଵାରା ରଚିତ ତଥା ରାଜା ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା […]

Read More Text.
IMG 20260713 WA0243

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଜଣଙ୍କୁ ଓ ରେଡ଼କ୍ରସ ପାଣ୍ଠିରୁ ଜଣଙ୍କୁ ଆର୍ଥିକ ସହାୟତା

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର  ବାରିପଦା  : ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ରାଇରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର, ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ,  ଉପଖଣ୍ଡ ଆରକ୍ଷୀ ଅଧିକାରୀ […]

Read More Text.
IMG 20260713 WA0257

ପାଟରା ସମାଜ, ମୟୁରଭଞ୍ଜର ସାଙ୍ଗଠନିକ ବୈଠକ

ବାରିପଦା :  ପାଟରା ସମାଜ, ମୟୁରଭଞ୍ଜର ସାଙ୍ଗଠନିକ ବୈଠକ ସ୍ଥାୟୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି I ସଭ୍ୟ ମାନଙ୍କ ଉପସ୍ଥିତିରେ ସଂଗଠନର ଉପବିଧି ପ୍ରସ୍ତୃତ୍ତି,ସଂଗଠନର ପାଞ୍ଜିକରଣ ଓ କାର୍ଯ୍ୟକାରୀ କମିଟିର ଚୟନ ନିମନ୍ତେ ସମିତିର ଆବାହକ ସ୍ୱରୂପ କୁମାର ବଶା ଅଭିଭାଷଣ ରଖିଥିଲେ I ପIଟରା ସମାଜ ଗଠନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପIତ କରିଥିଲେ I ସଭ୍ୟମାନଙ୍କର ସର୍ବସମ୍ମତି କ୍ରମେ ପIଟରା ସମାଜର ପ୍ରସ୍ତୁତି ହାଇଥିବା ଉପବିଧି ଗୃହୀତ […]

Read More Text.
IMG 20260713 WA0263

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ବାରିପଦା : ଆଜି ସୋମବାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ  କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ  ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ, ମୟୂରଭଞ୍ଜ ସାଂସଦ  ନବଚରଣ ମାଝୀ, ବାରିପଦା ବିଧାୟକ  ପ୍ରକାଶ ସୋରେନ୍‌ ଓ […]

Read More Text.
2comb4k asias 1st hydrogenpowered train 625x300 09 July

୧୭ରେ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍‌  ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା ପ୍ରାୟ ଦୁଇ ଘଣ୍ଟାରେ ଅତିକ୍ରମ କରିବ। ରେଳ ବୋର୍ଡ ପକ୍ଷରୁ ୮ ଜୁଲାଇରେ ଉତ୍ତର ରେଳବାଇକୁ ଜାରି କରାଯାଇଥିବା ଟ୍ରେନ୍ ନମ୍ବର ୭୪୦୧୦ ସକାଳ ୭ଟା ୪୦ ମିନିଟରେ ଜିନ୍ଦରୁ […]

Read More Text.
Images

ପବରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ମୃତ

ନୂଆଦିଲ୍ଲୀ: ଥାଇଲାଣ୍ଡ ବ୍ୟାଙ୍କକରେ ଥିବା ଚାଟୁଚାକ ଜିଲ୍ଲାର ପ୍ରସିଦ୍ଧ ପବ୍ ‘ରଙ୍ଗ ବିୟର ନା ଲାଟ୍ ପ୍ରାଓ’ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩ ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପବ୍ ର ମୁଖ୍ୟ ପ୍ରବେଶ ଦ୍ଵାରରୁ ପ୍ରବଳ ନିଆଁ ବାହାରୁଛି। ଜୀବନ ବିକଳରେ ଲୋକେ ବାହାରକୁ ଦୌଡ଼ୁଛନ୍ତି ଏବଂ ଚାରିଆଡ଼େ […]

Read More Text.
8333bbc2 7b60 4456 a057 95e95030b44b

ଫୁଲବାଣୀରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୪୧ତମ ବାର୍ଷିକ ଅଧିବେଶନ, ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଜୁଲାଇ ୧୨ ତାରିଖ ରବିବାର ଦିନ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଦୁଇଟି ପୃଥକ ଅଧିବେଶନରେ ବହୁ ବିଶିଷ୍ଟ ଅତିଥି ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ। ପ୍ରଥମ ଅଧିବେଶନ: ସତ୍ୟ ଓ ନିରପେକ୍ଷ […]

Read More Text.