ରାଜ୍ୟ ସ୍ତରୀୟ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷୟତ୍ରୀ ଉର୍ମିଳା ପାଢୀ ଏବଂ ଶିକ୍ଷକ ରଞ୍ଜନ ନନ୍ଦ ମନୋନୀତ
ବାରିପଦା: ଚଳିତ ବର୍ଷ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ସ୍ତରରେ ସାନପାଖଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଉର୍ମିଳା ପାଢୀ ମନୋନୀତ ହୋଇଛନ୍ତି ।ଶିକ୍ଷା ଏବଂ ବିଭିନ୍ନ ସୃଜନୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ରୁଚି ସୃଷ୍ଟି କରିବା ଏଵଂ ପିଲାମାନଙ୍କର ଚରିତ୍ର ନିର୍ମାଣ ପାଇଁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ମଧ୍ୟ ନିଷ୍ଠାର ସହ ସିଆରସିସି ଦାୟିତ୍ଵ ତୁଲାଇଥିଲେ । […]
Read More Text.