Bus n

ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌, ସମ୍ବଲପୁରରେ ଗଡ଼ିବ ୨୫ଟି

ଭୁବନେଶ୍ୱର : ଆଗକୁ ରାଜ୍ୟରେ ଅଧିକ ଗଡ଼ିବ ଇ-ବସ୍ ।  ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି ।  ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟ ସରକାର ୨ ଶହ ଇ-ବସ୍ ଆଣିବେ ।  ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪ ଶହ ଇ-ବସ୍ ପ୍ରଦାନ କରିବେ । ମୋଟ୍ ୬ ଶହ ଇ-ବସ୍ ଜନତାଙ୍କ ସେବାରେ ଲାଗିବ । ଏବେ ୨୫ଟି ଇ-ବସ୍ ଆସୁଛି । ଯାହା ସମ୍ବଲପୁରକୁ ପ୍ରଦାନ […]

Read More Text.
Mohan

ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଖରାପ ପାଗ ଯୋଗୁ କୋଲକାତାରେ ଅବତରଣ କଲା ବିମାନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳେ ପାଗ ଖରାପ ଯୋଗୁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରୁଥିବା ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିପାରିନଥିଲା । ଏହି ବିମାନଟି କୋଲକାତାରେ ଲ୍ୟାଣ୍ଡିଂ କରିଥିଲା । ପାଗ ବଦଳିବା ପରେ ମୁଖ୍ୟମନ୍ତ୍ରୀ କୋଲକାତାରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦିଲ୍ଲୀରେ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ […]

Read More Text.
Cuttack durga puja

ଶାରଦୀୟ ପୂଜା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏସଓପି ଜାରି କଲା କଟକ ଜିଲ୍ଲା ପ୍ରଶାସନ

କଟକ : ଶାରଦୀୟ ପୂଜା ମଣ୍ଡପ ଓ ଗେଟ ଅନୁମତି ପାଇଁ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଏସଓପି ଜାରି କରିଛି କଟକ ଜିଲ୍ଲା ପ୍ରଶାସନ ।  ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ମଣ୍ଡପ ଓ ଗେଟ ପାଇଁ ଆବେଦନ କରିବେ ସମସ୍ତ ପୂଜା ମଣ୍ଡପ ।  ବାରବାଟୀ ପ୍ୟାଲେସରେ ଖୋଲା ଯାଇଛି ସିଙ୍ଗଲ ଉଇଣ୍ଡୋ ସେଲ  ।  କଟକ ଉପଜିଲ୍ଲାପାଳ ଏହାର ଇନଚାର୍ଜ ଅଛନ୍ତି  ।  ପୂଜା ମଣ୍ଡପ […]

Read More Text.
Minister

ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତି ପାଇବେ ୪୪ ହଜାର ୪୩୩ ଶିକ୍ଷକ : ମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି ।  ସେହିପରି ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ ଅଭାବର ସମାଧାନ ହେବ ।  ଭତ୍ତା ପାଇବା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ଖୁବଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ୩୫୦୦ ଟଙ୍କା ପାଇବା ପାଇଁ ବୟସକୁ ଜାଲିଆତି କରୁଛନ୍ତି ତାହା ଉପରେ ବିଭାଗ ତର୍ଜମା କରିଛି […]

Read More Text.
School1

ଗୁରୁ ଦିବସରେ ଗାନ୍ଧୀ ମାର୍ଗରେ ଗର୍ଜିଲେ, ୫ ଦଫା ଦାବି ନେଇ ଆନ୍ଦୋଳନ କଲେ ଶିକ୍ଷକ

ଭୁବନେଶ୍ବର : ରାଜଧାନୀରେ ଗୁରୁ ଦିବସରେ ଗର୍ଜିଲେ ଶିକ୍ଷକ ।  ଓଡ଼ିଶା ସ୍କୁଲ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ ।  ଲୋୟର ପିଏମଜିରେ ହଜାର ହଜାର ଶିକ୍ଷକ ଏକାଠି ହୋଇଛନ୍ତି  ।  ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇ ହକ୍ ମାଗୁଛନ୍ତି ଗୁରୁ । ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ , ଅବସର ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ […]

Read More Text.
Rain

ଶିମିଳିପାଳ ରେ ବର୍ଷାର ପରିମାଣ

ବାରିପଦା-ତା-୪-୯- ଗତକାଲି ପାଖରୁ ଲଗାଣ ବର୍ଷା ଫଲରେ ଶିମିଳିପାଳ ର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିବାରେ ଲାଗିଅଛି । ମିଳିଥିବା ସୂଚନା ଅନୁଯାୟୀ ଗତ ଚବିଶ ଘଣ୍ଟା ମଧ୍ୟରେ ଶିମିଳିପାଳ ର ସାତକୋଶିଆ ଠାରେ ସର୍ବାଧିକ ୮୭.୮୮୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାଳେ ଠାକୁରମୁଣ୍ଡା ଠାରେ ସର୍ବନିମ୍ନ ୧୫.୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଅଛି । ସେହିପରି ରାମତିର୍ଥ ଠାରେ ୨୮.୪୪୮ , ବରେଇପାଣି ୬୬.୮୦୨, ନଅଣା ୫୯.୦ , ଚହଲା ୫୨.୬ , କେନ୍ଦୁମୁଣ୍ଡି […]

Read More Text.
Img 20250904 wa0187

୫ ଦିନିଆ ବ୍ଲକ ସ୍ତରୀୟ ‘ନିଷ୍ଠା- ସମତା ଓ ଅନ୍ତର୍ନିବେଶୀ ଶିକ୍ଷା’ ତାଲିମ ଶିବିର ଅନୁଷ୍ଠିତ

ବାରିପଦା: ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନିଆ ବାରିପଦା ବ୍ଲକ ସ୍ତରୀୟ ‘ନିଷ୍ଠା- ସମତା ଓ ଅନ୍ତରନିବେଶୀ ଶିକ୍ଷା’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବାରିପଦା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଉଦଘାଟିନ କରିଥିବାବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକଙ୍କ ଦ୍ୱାରା ଉଦଯାପିତ ହୋଇଥିଲା I ଏଥିରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ମୋଡ୍ୟୁଲ ଅନୁସାରେ ବଞ୍ଚିତ ବର୍ଗ […]

Read More Text.

ସେପ୍ଟେମ୍ବର ୧୩ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା: ଚଳିତ ସେପ୍ଟେମ୍ବର ମାସର ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦାଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କୋର୍ଟ ବାରିପଦା ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା ତାଲୁକ ଆଇନ ସେବା ସମିତି କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବେତନଟୀ, ଯଶିପୁର, ଠାକୁରମୁଣ୍ଡା, ରାସଗୋବିନ୍ଦପୁର ଓ ମୋରୋଡ଼ା ଠାରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ […]

Read More Text.
Img 20250904 wa0148

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କର ଜିଲ୍ଲାସ୍ତରୀୟ ଏକଦିବସୀୟ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ

ବାରିପଦା: ଅଦ୍ୟ ତା:୦୩.୦୯.୨୦୨୫ରିଖ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ।ଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଆନୁକୁଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବୈଷୟିକ ପରାମର୍ଶଦାତା ଙ୍କୁ  ନେଇ ଏକ ଏକଦିବସୀୟ  ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା […]

Read More Text.
Img 20250904 wa0208

ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡି କର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

ବାରିପଦା :  ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ର ଅଙ୍ଗନୱାଡି କର୍ମୀମାନଙ୍କର ବିଭିନ୍ନ ସମସ୍ଯା ନେଇ ଆଜି ଉପଜିଲ୍ଲାପାଳ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲେ l ସେମାନଙ୍କ କହିବା ଅନୁଯାୟୀ ସିଡିପିଓ ଶାନ୍ତିଲତା ପୁଥାଳ ଯେବେ ଠାରୁ ଆସିଛନ୍ତି, ସେମାନଙ୍କୁ ଗାଳିଗୁଳଜ କରୁଛନ୍ତି l ଗାଁ ଲୋକମାନଙ୍କ ଆଗରେ ଅପମାନିତ କରୁଛନ୍ତି l ଜାମୁଡାଳି ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ, ବୁଟ ଇତ୍ଯାଦି ଖାଦ୍ଯପଦାର୍ଥ କିଛି ଦୁଷ୍ଟ ପିଲାମାନେ ଚୋରି କରିଥିବାରୁ ସିଡିପିଓ ମ୍ଯାଡମ ଯାଞ୍ଚ କମିଟି ଡକାଇ […]

Read More Text.