୧୦୦୦ ଲିଟର ମେଣ୍ଢା ଓ ଛେଳି ରକ୍ତ ଜବତ, ଅବୈଧ କ୍ଲିନିକାଲ ଟ୍ରାଏଲ ପାଇଁ ପଠାଯାଉଥିଲା
ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଜବ ଘଟଣା । ନୀରିହ ଜୀବଜନ୍ତୁଙ୍କ ରକ୍ତ ଅବୈଧ ଭାବେ କାରବାର ହେଉଥିବା ଖବର ମିଳିଛି । ଫଳରେ ଡ୍ରଗ କଣ୍ଟ୍ରୋଲ ଏବଂ ହାଇଦ୍ରାବାଦ ସିଟି ପୋଲିସ ବିପୁଳ ମାତ୍ରାରେ ମେଣ୍ଢା ଏବଂ ଛେଳି ରକ୍ତ ଜବତ କରିଛି । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ମୁତାବକ, କୋଚଗେଡୁ ସ୍ଥିତ ସିଏନକେ ଇମ୍ପୋର୍ଟ ଆଣ୍ଡ ଏକ୍ସପୋର୍ଟ ନାମ ଫର୍ମରେ ଅବୈଧ ଭାବେ ଜୀବଜନ୍ତୁଙ୍କ ରକ୍ତ […]
Read More Text.