ଦନ୍ତା ଆକ୍ରମଣରେ ଦୁଇ ଯୁବକ ମୃତ
କରଞ୍ଜିଆ : ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ । ଦୁଇଜଣଙ୍କ ମୃତ୍ୟୁ ପରେ ମୃତଦେହକୁ ଜଗି ରହିଛି ନରହନ୍ତା ଦନ୍ତାହାତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବେଣୀସାଗର ଗାଁରେ । ଗତକାଲି ବିଳମ୍ବିତ ରାତିରେ ହାତୀକୁ ଦେଖିବାକୁ ଘରୁ ବାହାରକୁ ବାହାରିଥିବା ବେଳେ ହାତୀ ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଝାଡଖଣ୍ଡର ବନବିଭାଗ ପହଁଞ୍ଚି ଥିବା ବେଳେ […]
Read More Text.