Ffe32dd9 5efd 4d56 b519 3321b6bd9d16

ନିଖୋଜ ରଞ୍ଜନ କୁମାର ପଣ୍ଡାଙ୍କ ସନ୍ଧାନ ପାଇଁ ସହଯୋଗ ଲୋଡ଼ା

କେନ୍ଦ୍ରାପଡ଼ା :  ଜଣେ ବ୍ୟକ୍ତି ଗତ ୧୨ ଜୁଲାଇ ୨୦୨୬ ତାରିଖ ସକାଳ ପ୍ରାୟ ୬ଟାରେ ଘରୁ ବାହାରିଯିବା ପରେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତିଙ୍କ ନାମ ରଞ୍ଜନ କୁମାର ପଣ୍ଡା। ତାଙ୍କ ବୟସ ପ୍ରାୟ ୪୫ରୁ ୫୦ ବର୍ଷ, ଉଚ୍ଚତା ପ୍ରାୟ ୫ ଫୁଟ ୬ ଇଞ୍ଚ, ଶରୀର ଗଠନ ପତଳା, ଗାତ୍ରବର୍ଣ୍ଣ ମଧ୍ୟମ, ଛୋଟ କେଶ ଓ ଧୂସର ଦାଢ଼ି ରହିଛି। ଘରୁ ବାହାରିବା ସମୟରେ ସେ ନେଭି ବ୍ଲୁ ରଙ୍ଗର ଟି-ଶାର୍ଟ ଓ […]

Read More Text.
IMG 20260719 WA0180

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ’ସମର୍ପଣ” ପତ୍ରିକା ଉନ୍ମୋଚିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ର   ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘ,ରାଇରଙ୍ଗପୁର ପକ୍ଷରୁ ସମର୍ପଣ ପତ୍ରିକା ଶୁଭ ଉନ୍ମୋଚନ ହୋଇଯାଇଛିI ସଭାପତି ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବରେ  ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ ପରିଚାଳନା କମିଟି ର ଅଧ୍ଯକ୍ଷ ନବଚରଣ ମାଝୀ ସମର୍ପଣ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ I ସମ୍ମାନିତ ଅତିଥି ଭାବେ  ପୌର […]

Read More Text.
IMG 20260720 WA0209

ମା’ ଆଦିଶକ୍ତି ଉଦ୍ୟୋଗର ଶୁଭ ଉଦ୍‌ଘାଟନ, ଉପକୃତ ହେବେ ୫୦୦ରୁ ଅଧିକ ମହିଳା

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳିଠାରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ‘ମା’ ଆଦିଶକ୍ତି ଉଦ୍ୟୋଗ ପରିସର’ର ଶୁଭ ଉଦ୍‌ଘାଟନ କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସହଭାଗିତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି ଉଦ୍ୟୋଗ ପରିସର ମାଧ୍ୟମରେ ୫୦୦ରୁ ଅଧିକ ମହିଳା ଉପକୃତ ହେବେ । ଏହି ଅବସରରେ […]

Read More Text.
IMG 20260720 WA0198

ବିଳମ୍ବିତ ରାତିରେ ଟ୍ରାନ୍ସଫର୍ମର ଚୋରି 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ଗ୍ରାମରେ ବିଳମ୍ବିତ ରାତିରେ  ଗାଁ ମୁଣ୍ଡ ସ୍କୁଲ ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଅସାମାଜିକ ତତ୍ତ୍ୱମାନେ ଚୋରି କରି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରର ବାହାର ଖୋଳପାକୁ ଛାଡ଼ି ଭିତରେ ଥିବା ଦାମୀ କଏଲ୍, ତମ୍ବା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତାଡ଼ି ନେଇ ଚମ୍ପଟ ମାରିଛନ୍ତି। ଏ ସମ୍ପର୍କରେ ଖବର ପାଇ ବିଶୋଇ ଟାଟା ପାୱାର (TPNODL) ର ଅଧିକାରୀମାନେ ଘଟଣାସ୍ଥଳରେ […]

Read More Text.
Dead body 750x430 1

 ସ୍କୁଲରେ ରୋଷେଇ କରୁଥିବାବେଳେ ଟଳି ପଡିଲେ ରୋଷେଇଆ 

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ବିଶୋଇ ବ୍ଳକର ତଳାପାତି ସରକାରୀ ସ୍କୁଲରେ ରୋଷେଇଆ ରବିବାର ମଧ୍ୟାହ୍ନରେ ରୋଷେଇ କରୁଥିବା ବେଳେ ଟଳି ପଡ଼ିଲେ  ।ସୂଚନାଯୋଗ୍ଯ ଜାମଵିଲା ଗ୍ରାମର ହରିହର ନାଏକ(୫୪) ଏବଂ ତାଙ୍କ ପୁଅ ସହ ମିଶି ରଵିବାର‌ ଦିନ  ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଖରାବେଳେ ରୋଷେଇ ସାରି ପିଲାମାନଙ୍କୁ ପରଷିବା ପରେ ହଠାତ୍ ଦେହହାତ ଥରିଵା ସହ ଝାଳନାଳ ହୋଇ ଗୁରୁତର ଅସୁସ୍ଥତା ଅନୁଭୋଗ କରିଥିଲେ । ଛଟପଟ ଅବସ୍ଥାରେ ତୁରନ୍ତ ତାଙ୍କୁ ନିକଟସ୍ଥ […]

Read More Text.
IMG 20260720 WA0173

ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାଳାପ

’ତୃଣମୂଳ ସ୍ତରର ସମସ୍ୟାର ସମାଧାନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା’ ବାରିପଦା : ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍.ଏସ୍.ସି.ବି.) ବିଶ୍ୱବିଦ୍ୟାଳୟ କନଭେନସନ୍ ହଲ୍‌ରେ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀର ଦ୍ୱିତୀୟ ଦିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ସହ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ କହିଥିଲେ ଯେ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ସମାଜର ଶେଷ ସ୍ତରର ଲୋକଙ୍କ ପାଖରେ ସରକାରଙ୍କ […]

Read More Text.
Dengue

ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା ସବୁଜ ସଙ୍କେତ । ୪ରୁ ୬୦ ବର୍ଷ ବୟସର ବ୍ୟକ୍ତି ନେଇପାରିବେ ଟିକା । ୨୦୨୨ରେ ବିଶ୍ୱ ବଜାରରେ ଆସିବା ପରଠାରୁ କ୍ୟୁଡେଙ୍ଗାକୁ ୪୩ଟି ଦେଶ ଅନୁମୋଦନ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୩.୨ […]

Read More Text.
Tripura

ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼

ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ପରେ ପୋଲିସ ମହଲରେ ଚର୍ଚ୍ଚା ଧରିଛି । ଅଗରତାଲା ଜିବି ହସପିଟାଲରେ ତାଙ୍କ ମୃତଦେହ ରହିଛି । କେଉଁ ପରିସ୍ଥିତିରେ ଏଭଳି […]

Read More Text.
CJP lathicharge 750x430

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଜନ୍ତର ମନ୍ତର ନିକଟରେ ପଥର ବୋଝେଇ ଏକ ଟ୍ରକ୍ ମିଳିଥିଲା। ପ୍ରଦର୍ଶନକାରୀମାନେ ସେମାନଙ୍କର ପଦଯାତ୍ରା ଆରମ୍ଭ କରିବା ମାତ୍ରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପଥର ଫିଙ୍ଗାଳିଙ୍କ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ତଥାପି ଦିଲ୍ଲୀ ପୋଲିସ […]

Read More Text.
Parliament

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରାଯାଇଥିଲା। NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ଦାବି କରୁଛନ୍ତି ବିରୋଧୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ସଂସଦରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ। ଦିଲ୍ଲୀର […]

Read More Text.