ଢେଙ୍କାନାଳରେ ପ୍ରବଳ ବର୍ଷା ପବନ, ଭୁଶୁଡ଼ି ପଡିଲା ଲକ୍ଷ୍ମୀ ପୂଜା ଲାଇଟ ଗେଟ୍
ଢେଙ୍କାନାଳ: ଭୁଶୁଡ଼ି ପଡିଲା ଲାଇଟ୍ ଗେଟ୍ । ପ୍ରବଳ ବର୍ଷା ପବନରେ ଢେଙ୍କାନାଳ ସହରରେ ଲାଇଟ୍ ଗେଟ୍ ଭୁଶୁଡ଼ି ପଡ଼ିଛି । ଦକ୍ଷିଣକାଳୀଠାରେ ରାସ୍ତା ଉପରେ ଭାଙ୍ଗି ପଡିଛି । ତେବେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶ ଗୁଡ଼ିକ କାଟି ରାସ୍ତା ସଫା କରିଛି । ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିଲା ଲାଇଟ ଗେଟ୍ । ସହରର ୩୮ଟି କମିଟି ପକ୍ଷରୁ ଏକାଧିକ ଲାଇଟ୍ ଗେଟ୍ ଓ […]
Read More Text.