Pakk

ପେଶାୱରରେ ବୋମା ବିସ୍ଫୋରଣ: ୯ମୃତ

ପାକିସ୍ତାନ: ପାକିସ୍ତାନର ପେଶାୱରରେ ବୋମା ବିସ୍ପୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ଆଇନ ପ୍ରବର୍ତ୍ତନ ଅଧିକାରୀ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରକ ଉପକରଣଟି ପୁଲିସ ଭ୍ୟାନ ଯାଉଥିବା […]

Read More Text.
3

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଏହି ପ୍ଲାଟଫର୍ମ ଏଆଇ, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଏବଂ ଆନୁସଙ୍ଗିକ କ୍ଷେତ୍ର ଭଳି ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାରେ ଶିଳ୍ପ-କେନ୍ଦ୍ରିତ ପାଠ୍ୟକ୍ରମ ପ୍ରଦାନ କରିବ। ଏହା ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତାରେ ସୁସଜ୍ଜିତ କରିବା […]

Read More Text.
Madhya pradesh

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ନଦୀକୁ ଖସିପଡ଼ିଲା ଟ୍ରାକ୍ଟର, ୧୧ ମୃତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖଣ୍ଡୱାରେ ଅଘଟଣ । ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ନଦୀକୁ ଟ୍ରାକ୍ଟର ଖସି ୧୧ ମୃତ । ଟ୍ରାକ୍ଟର ଡାଲାରେ ମୂର୍ତ୍ତି ସମେତ ୧୪ରୁ ଅଧିକ ଲୋକ ଉପସ୍ଥିତ ରହି ବିସର୍ଜନ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଟ୍ରାକ୍ଟର ହଠାତ ଷ୍ଟାର୍ଟ ହୋଇ ବ୍ରିଜ୍  ଉପରୁ ନଦୀକୁ ଖସି ପଡ଼ିଥିଲା । ସୂଚନାନୁଯାୟୀ, ପନ୍ଧନା ପୋଲିସ ଥାନା ଅଧୀନ ଜାମାଲି ଅଞ୍ଚଳସ୍ଥ ଅବନା ନଦୀରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଭରାନଈକୁ ଖସି […]

Read More Text.
Attack

ଗାଜା ଷ୍ଟ୍ରିପରେ ବିମାନ ଆକ୍ରମଣ କଲା ଇସ୍ରାଏଲ, ୪୦ ପାଲେଷ୍ଟାଇନୀ ମୃତ

ଇସ୍ରାଏଲ: ଇସ୍ରାଏଲ ଗୁରୁବାର ଗାଜା ଷ୍ଟ୍ରିପରେ ଆଉ ଏକ ବଡ଼ ବିମାନ ଆକ୍ରମଣ କରିଛି । ନାସେର ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ବୁଧବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ଗାଜାରେ ଇସ୍ରାଏଲୀ ଆକ୍ରମଣ ଏବଂ ଗୁଳିମାଡରେ ଅତି କମରେ ୪୦ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦକ୍ଷିଣ ଗାଜାରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଧିକାରୀମାନେ କହିଛନ୍ତି ଯେ ଏହି ଲୋକଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ଇସ୍ରାଏଲୀ ସାମରିକ କରିଡରରେ ହୋଇଥିଲା, […]

Read More Text.
India china

ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବ ବିମାନ ସେବା

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ସିଧାସଳକ ଭାବେ IndiGo ଏୟାରଲାଇନ୍ ସେବା ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଯାଉଛି । ପୁଣି ବିମାନ ସେବା ଆରମ୍ଭ କରିବା ଏବଂ ଚୁକ୍ତିନାମା ସଂଶୋଧନ କରିବା ପାଇଁ ଦୁଇ ଦେଶ […]

Read More Text.
Eiffel tower

ଆମେରିକା ପରେ ଫ୍ରାନ୍ସ ସଟଡାଉନ, ୨୦୦ରୁ ଅଧିକ ସହରରେ ଷ୍ଟ୍ରାଇକ, ଆଇଫିଲ୍ ଟାୱର ବନ୍ଦ

ଫ୍ରାନ୍ସ : ଆମେରିକା ପରେ ଫ୍ରାନ୍ସରେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନକାରୀ ଖର୍ଚ୍ଚକାଟକୁ ବିରୋଧ କରି ଧନୀଙ୍କ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ଦାବି କରିଛନ୍ତି । ଫଳରେ ପ୍ରଦର୍ଶନ ଯୋଗୁଁ ପ୍ୟାରିସର ପ୍ରସିଦ୍ଧ ଆଇଫିଲ ଟାୱର ବନ୍ଦ ରହିଥିଲା । ଫ୍ରାନ୍ସର ୨୦୦ରୁ ଅଧିକ ସହରର ହଜାର ହାଜର ଶ୍ରମିକ, ରିଟାୟର୍ଡ ଲୋକ ଏବଂ ଛାତ୍ର ରାସ୍ତାକୁ ଓହ୍ଲାଇଥିଲେ । ପ୍ୟାରିସରେ ପ୍ରଦର୍ଶନକାରୀ ପ୍ଲେସ ଦ ଇଟଲୀରୁ ବିକ୍ଷୋଭ ଆରମ୍ଭ କରିଥିଲେ । […]

Read More Text.
Jail c

ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର, ଚିଫ୍ ୱାର୍ଡର ଓ ଜଣେ ୱାର୍ଡରଙ୍କୁ ନିଲମ୍ୱିତ

ଚୌଦ୍ବାର: ଜେଲ୍ କାନ୍ଥ ଡେଇଁ କଏଦୀ ଫେରାର । ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ୨ ଡକାୟତ ଫେରାର ହୋଇଯାଇଛନ୍ତି । ଜେଲ ସେଲ୍ କାଟି ଫେରାର ହୋଇଯାଇଛନ୍ତି ୨ ବିହାରୀ ଡକାୟତ । ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ […]

Read More Text.
Flood v

ଲଗାଣ ବର୍ଷାରେ ଧସିଲା ପାହାଡ଼, ଭାସିଗଲା ପୋଲ; ବାପ-ପୁଅ ନିଖୋଜ

ଗଜପତି : ଧସିଲା ପାହାଡ଼, ଭାସିଗଲା ପୋଲ । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ନିଖୋଜ ହୋଇଯାଇଛନ୍ତି ବାପ-ପୁଅ । ପେକେଟ ଗାଁର ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବରଙ୍କ ପତ୍ତା ମିଳୁନି । ବାପ ପୁଅ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇ ନିଖୋଜ ବାପପୁଅଙ୍କୁ ଖୋଜା ଚାଲିଛି । […]

Read More Text.
Images

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, […]

Read More Text.
Liquor

ଭସାଣିରେ ମଦ ବିକ୍ରି ଉପରେ କଟକଣା, ଦୋକାନ ଖୋଲିଲେ କାର୍ଯାନୁଷ୍ଠାନ

ଭୁବନେଶ୍ୱର : ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ […]

Read More Text.