Dead body 750x430

ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ଇଙ୍ଗିତ କରୁଥିବା ବେଳେ ପୋଲିସ ହତ୍ୟା ସମେତ ଅନ୍ୟ ଦିଗରୁ ମଧ୍ୟ ଯାଞ୍ଚ କରୁଛି। ପୋଲିସ ଅନୁଯାୟୀ, ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖିଥିଲେ। ସେହି […]

Read More Text.
Dfda96f9 856a 4acc b012 3cb5f457c3ee

ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ଉତ୍ସର୍ଗୀକୃତ ଜୀବନ ଓ ପ୍ରତିଭା ଆଜିର ସମାଜ ପାଇଁ ଆଦର୍ଶ

ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ୧୪୮ତମ ମାସିକ ଆଲୋଚନାଚକ୍ର ସମ୍ପନ୍ନ ଭୁବନେଶ୍ୱର,  :  ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ ଆନୁକୂଲ୍ୟରେ ୧୪୮ତମ ମାସିକ ଆଲୋଚନା ଚକ୍ର ଓଡ଼ିଶା ଲେଖକ ସମବାୟ ସମିତି ପରିସରରେ ଶ୍ରୀ ପ୍ରଭାତ କୁମାର ନନ୍ଦଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇଂ ପ୍ରଭାତ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିରଜା ପ୍ରସାଦ ଶତପଥୀ, ଇଂ ସୁବାସ ଚନ୍ଦ୍ର […]

Read More Text.
IMG 20260725 WA0259

ଷ୍ଟେଟ ବ୍ୟାଙ୍କ ପେନସନଧାରୀଙ୍କ ସମସ୍ୟା ନେଇ ଆଲୋଚନା 

ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଷ୍ଟେଟ ବ୍ୟାଙ୍କ ପେନସନଧାରୀଙ୍କ ସମସ୍ୟା ଓ ତା’ର ସମାଧାନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବ୍ୟାଙ୍କର ମୁଖ୍ୟ ପରିଚାଳକ ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଷ୍ଟେଟ ବ୍ୟାଙ୍କ ପେନସନଧାରୀ ସଙ୍ଘ, ଓଡିଶା ଶାଖାର ଆଞ୍ଚଳିକ ସମ୍ପାଦକ ଅଶୋକ ପଟ୍ଟନାୟକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବାରିପଦା ମୁଖ୍ୟ ଶାଖାରେ ପେନସନଧାରୀଙ୍କ […]

Read More Text.

ରାଜ୍ୟସ୍ତରୀୟ ଖୋ-ଖୋ ଚମ୍ପିୟାନସିପ ପାଇଁ ୨୮ରେ ମୟୁରଭଞ୍ଜ ଦଳ ଚୟନ

ବାରିପଦା : ଓଡିଶା ଖୋ – ଖୋ ଏସୋସିଏସନ ଆନୁକୂଲ୍ୟରେ ପୁରୀ ଠାରେ ୧୪ ତମ ଜୁନିୟର ରାଜ୍ୟ ଖୋ – ଖୋ ଚମ୍ପିୟାନସିପ ଅଗଷ୍ଟ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଏହି ଅବସରରେ ୧୮ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ଦଳ ପାଇଁ ଚୟନ ଶିବିର ବାରିପଦା ଷ୍ଟାଡିୟମ ପରିସରରେ ଚଳିତ ମାସ […]

Read More Text.
IMG 20260725 WA0253

ଲଗାଣ ବର୍ଷାରେ ପାଟପୁର-ସରଗଡା ରାସ୍ତା ଉପରେ ପାଣି; ଗମନାଗମନ ଠପ୍

ବାରିପଦା  : ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକ ଅନ୍ତର୍ଗତ   ପାଟପୁର–ଲୁହାଶିଳା–ସରଗଡ଼ା ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।ସୂଚନାଯୋଗ୍ୟ ରାଜ୍ଯରାଜପଥ ରାଇରଙ୍ଗପୁର – ବିଶୋଇ ରାସ୍ତା ଛକ ପାଟପୁର ରୁ ସରଗଡା ଗ୍ରାମର ଉନ୍ନୟନ ରାସ୍ତା ଯାଇଛି । ମୁଖ୍ୟ ରାସ୍ତା ଠାରୁ ୨ କିମି ଦୂର ପାଟପୁର ଗ୍ରାମ ମୁଣ୍ଡର ପୁରୁଣା ପୋଲ ବିପଦଶଙ୍କୁଳ ଅବସ୍ଥା ଯୋଗୁଁ ଅଳ୍ପ ଦୂରରେ ପୋଲ ନିର୍ମାଣ କରାଯାଉଛି ।ପୋଲଟି ଅର୍ଦ୍ଧ ନିର୍ମିତ ।ଗତ ୩/୪ ଦିନ ହେବ ଲଗାଣ ବର୍ଷା […]

Read More Text.
IMG 20260725 WA0255

ରାଇରଙ୍ଗପୁରେ ୩୯ ତମ ଦୁଇ ଦିବସୀୟ ବାହୁଡା଼ ଯାତ୍ରା ମହାସମାରୋହରେ ସମ୍ପନ୍ନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରେ ଦୁଇ ଦିବସୀୟ ୩୯ ତମ ବାହୁଡା଼ ଯାତ୍ରାର ଆଜି  ଦିତୀୟ ଦିଵସରେ ହଜାର ହଜାର ଶ୍ରଦ୍ଧାଳୁ ଟାଣିଲେ ରଥ । ଶନିଵାର ଦିନ ବାହୁଡା଼ ଯାତ୍ରା ଅବସରରେ  ଗୁଣ୍ଡିଚା ମନ୍ଦିରରେ ଭୋର ୪ ଟାରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀମାନେ ଅପରାହ୍ନରେ ମହାପ୍ରଭୁଙ୍କ ନୀତିକାନ୍ତି ହେବାପରେ  ପୌରାଧ୍ଯକ୍ଷ ଅଭିଷେକ ପଟନାୟକ  ଛେରା ପହଁରା କରିଥିଲେ ।ପରେ ଡାହୁକ କୃଷ୍ନବିହାରୀ […]

Read More Text.
IMG 20260725 WA0260

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରାର ପ୍ରଥମ ଦିନ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ବଦଦାଣ୍ଡ

ବାରିପଦା  : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ଥିଲା ବାହୁଡା଼ରଥ ଯାତ୍ରା ର ପ୍ରଥମ ଦିନ l ଗତକାଲି ଶୁକ୍ରବାର ମାଉସୀମା ମନ୍ଦିରରେ ଦ୍ୱାରିଜା (ସୁନା )ବେଶ ରେ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବାପରେ ବାହୁଡା଼ ପହଣ୍ଡି ହୋଇ ରଥ ଉପରକୁ ବିଜେ କରିଥିଲେ l ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଆଜି ବାହୁଡା଼ ଯାତ୍ରା ର ପ୍ରଥମ ଦିନରେ କାଳିଆ ଶାଆନ୍ତେ ନନ୍ଦିଘୋଷ […]

Read More Text.
Screenshot 2026 06 19

ଦଶହରା ପରେ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ପାଇବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଓ ନିର୍ଭୁଲ ବହି ପ୍ରଦାନ ନେଇ ବଡ଼ଧରଣର ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟିର ସମୀକ୍ଷା କରାଯାଇ ଏକ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଏହା ପରେ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ପକ୍ଷରୁ […]

Read More Text.
Pralhad joshi 25492479 16x9

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି। ଏବେ ସେହି ଦାୟିତ୍ୱ ସହ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା […]

Read More Text.
3190 e1784995027923 300x191

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି

ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ପ୍ରତ୍ୟାହାର କଲା। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ ଆମର ତିନୋଟି ଦାବି ଥିଲା। ପ୍ରଧାନ ଇସ୍ତଫା ଦେଇଛନ୍ତି। ଏବେ ଆମେ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ଦାବି କରିଛୁ। ସରକାରଙ୍କ ସହିତ ତିନି ପର୍ଯ୍ୟାୟ ଆଲୋଚନା ହୋଇଥିଲା। ସୌରଭ ଦାସ କହିଛନ୍ତି ଯେ ସମସ୍ତ ମାମଲା ପ୍ରତ୍ୟାହାର କରାଯିବ ଏବଂ ଏଫଆଇଆରର କପି ବାଣ୍ଟି ଦିଆଯିବ। ସରକାର ଆମର ଦ୍ୱିତୀୟ ଦାବି ମଧ୍ୟ ଗ୍ରହଣ […]

Read More Text.