Images (1)

ଆନ୍ଧ୍ରପ୍ରଦେଶ ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା ସହ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧପ୍ରଦେଶ ବସ ଟ୍ରାଜେଡିରେ ୨୦ଜଣ ଜୀବନ୍ତ ଦଗ୍ଧ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ, ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଧାନ କରିବାକୁ ଘୋଷଣା କରିଛନ୍ତି ମୋଦୀ । ଏହାସହିତ ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Read More Text.
Afghanistan 1

ଭାରତ ପରେ ପାକିସ୍ତାନକୁ ପାଣି ବନ୍ଦ ଯୋଜନା କରୁଛି ଆଫଗାନିସ୍ତାନ

ଆଫଗାନିସ୍ତାନ : ଭାରତ ପରେ ପାକିସ୍ତାନକୁ ନେଇ ବକ୍ଷ ପଦକ୍ଷେପ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ବୋହୁଥିବା ସମସ୍ତ ନଦୀର ପାଣିକୁ ବନ୍ଦ କରିପାରେ ଆଫଗାନିସ୍ତାନ । ଶେଷରେ ଶୋଷରେ ଆଉଟପାଉଟ ହେବ ପାକିସ୍ତାନ । ପାକିସ୍ତାନକୁ ବୁନ୍ଦେ ପାଣି ଦେବନି ଆଫଗାନିସ୍ତାନ । ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ କୌଣସି ଜଳ ଚୁକ୍ତି ନାହିଁ। ତେଣୁ କୁନାର ନଦୀ ଉପରେ ଆଫଗାନିସ୍ତାନ ବନ୍ଧ ତିଆରି କରିବାକୁ ଘୋଷଣା କରିଛି। କୁନାର ନଦୀ ଉପରେ ଡ୍ୟାମ […]

Read More Text.
Bus b

ବସ୍‌ରେ ଲାଗିଲା ନିଆଁ, ୨୦ ଯାତ୍ରୀ ଦଗ୍ଧ

ବେଙ୍ଗାଳୁରୁ: ବସରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୦ ଯାତ୍ରୀ । ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବାଇକ୍ ସହ ଧକ୍କା ହେବାରୁ ବସ୍ ରେ ହଠାତ୍ ଲାଗିଲା ନିଆଁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଚାହୁଁ ଚାହୁଁ କିଛି ମିନିଟ ଭିତରେ ବସଟି ପୋଡି ପାଉଁଶ ହୋଇଯାଇଥିଲା । ଇମର୍ଜେନ୍ସୀ ପ୍ରସ୍ଥାନ ଦେଇ ୨୧ ଜଣ ଉଦ୍ଧାର ହୋଇଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର […]

Read More Text.
Mohan 1068x601

‘କଳାମଣ୍ଡଳ’ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ  କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ […]

Read More Text.
Tiger 1068x601

ବାଘ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଜଣକ ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ ବେହେରା (୫୫)। ସୂଚନାଯୋଗ୍ୟ, ବସନ୍ତ ପ୍ରତ୍ୟକ ଦିନ ଘରଠାରୁ ୧ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଆନ୍ତି। ଶୁକ୍ରବାର ସକାଳୁ ମଧ୍ୟ ବସନ୍ତ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବା ପାଇଁ […]

Read More Text.
Images

କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

କପ୍ତିପଦା: ସ୍ବାମୀ ଭୁଲିଗଲା ସଂପର୍କ। ବିବାହ ବେଦିରେ ଧରିଥିବା ହାତ ଏବଂ ପ୍ରତିଜ୍ଞାକୁ ଭୁଲି ଯାଇ ପତ୍ନୀଙ୍କୁ ନିମର୍ମ ଭାବେ ହତ୍ୟା କରିଛି। ଜହ୍ଲାଦ ସ୍ୱାମୀର କାଠ ଫାଳିଆ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ଶରତ ଥାନା ପାତାସାହି ଅଞ୍ଚଳରେ। ମୃତ ମହିଳା ହେଲେ ଗୁରୁବାରୀ ପୂର୍ତ୍ତି। ପୁଲିସର ସୂଚନା ଅନୁସାରେ ପିତାସାହି ନିବାସୀ ଗୁରୁବାରୀ ପୂର୍ତ୍ତି ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଭଂଜ […]

Read More Text.
Snehanginee 1068x601

ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାରାଥନ ପ୍ରଚାର

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ଉଷ୍ମ ହେବାରେ ଲାଗିଛି। ଶୁକ୍ରବାର ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକର ୩ ନମ୍ବର ଜିଲା ପରିଷଦ ଜୋନରେ ମାରାଥନ ପ୍ରଚାର କରିଛନ୍ତି। ନୂଆଗାଁ ପଞ୍ଚାୟତରୁ ସେ ପ୍ରଚାର ଆରମ୍ଭ କରିଥିଲେ। ନୂଆଗାଁ ପଞ୍ଚାୟତର କମକେଡା କାଳୀମାଟି, ତୁକୁଳା ପଡ଼ା, ଠୁତିବର୍, ଲୋହଣ୍ଡପଲିରେ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି। ସ୍ନେହାଙ୍ଗିନୀଙ୍କ ସହିତ ବିଜେଡି ନେତା ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂ […]

Read More Text.
Whatsapp image 2025 10 24 at 1.22.09 pm 1068x729

ମାନବ ଚୋରା ଚାଲାଣ ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର: ପୁଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି କହିଛନ୍ତି । ନ୍ୟାୟପାଳିକା, ପୁଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ନ୍ୟାୟପାଳିକା […]

Read More Text.
Presentation2 4

ରାସନ କାର୍ଡ ହିତାଧକାରୀଙ୍କୁ ମିଳିବ ୫କେଜି ଅଧିକ ଚାଉଳ

ଭୁବନେଶ୍ୱର: ଏଣିତି ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ । ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଅଧିକ ୫କେଜି ଚାଉଳ ମିଳିବା ନେଇ ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, କଟକ, ଦେଓଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ […]

Read More Text.
A. padhi

‘ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ’

ପୁରୀ : ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ ।  ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ ।  ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।  ଅମୃତ ଅନ୍ନ ଯୋଜନାରେ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ । ଏଥି ପାଇଁ ବରଗଡ଼, କଟକ ଏବଂ କୋରାପୁଟ ଜିଲ୍ଲାରେ ଜୈବିକ […]

Read More Text.