Img 20251024 wa0208

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫

ବାରିପଦା : ବାରିପଦା ବନଖଣ୍ଡ ଅଧିକାରୀ , ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ଵରେ ଶୁକ୍ରବାର ଦିନ ସଂକଳ୍ପ ସଭା ଗୃହ ,ବାରିପଦା ବନଖଣ୍ଡଙ୍କ କର‌୍ୟାଳୟ ପ୍ରାଙ୍ଗଣରେ , ବାରିପଦାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ୨ୟ ପର‌୍ୟ୍ୟାୟ ବନାୟନ ))ର ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲା ପରିଷଦ,ମୟୂରଭଞ୍ଜ ଶ୍ରୀମତୀ ଭାରତୀ ହାଁସାଦା ଯୋଗଦେଇ ସମୀକ୍ଷା ୨୦୨୪- ୨୫ ର ଉଦଘାଟନ […]

Read More Text.
Img 20251024 wa0050

ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ 

ବାରିପଦା – ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ ସୁଦୃଢ କରିବା, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥି ନିମନ୍ତେ ମୟୁରଭଞ୍ଜ ଜିଲ୍ଲାର 404 ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର  ଜିଲ୍ଲା ପଞ୍ଚାୟତ ସଂସାଧନ କେନ୍ଦ୍ର ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ଵର ଚନ୍ଦ୍ର ନାଏକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ପ୍ରାରମ୍ଭରେ […]

Read More Text.
Img 20251023 wa0241

0 ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ବାରିପଦା –  ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକ ପରିସରରେ ୦ ର ୬ ବର୍ଷ ମଧ୍ୟରେ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ନିମନ୍ତେ ଅଙ୍ଗନବାଡ଼ି କର୍ମିଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ରାଜ୍ଯ ଦିଵ୍ଯାଙ୍ଗ  ଶଶକ୍ତ କରଣ ବିଭାଗର ଡେପୁଟି ଡାଇରେକ୍ଟର ସନ୍ଯାସୀ ବେହେରା,ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ରଣଜିତ ସୋରେନ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,,ଵାମନଘାଟୀ ଉପଖଣ୍ଡ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମଵାରୀ ମୁର୍ମୁ, ସିଡିପିଓ ସାକରା ହାଁସଦାଃ,କୁସୁମି […]

Read More Text.
Capture 14

ଅମୃତସରରୁ ସହରସା ଯାଉଥିବା ଜନସେବା ଏକ୍ସପ୍ରେସରେ ନିଆଁ

ଅମୃତସର : ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଜନସେବା ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ସହରସା ଷ୍ଟେସନରେ […]

Read More Text.
Jammu and kashmir 2025 10 24 19 54 24

ଜମ୍ମୁ କଶ୍ମୀର ରାଜ୍ୟସଭା ନିର୍ବାଚନ: ନ୍ୟାସନାଲ କନଫରେନ୍ସ ୩, ବିଜେପି ଗୋଟିଏ ଆସନରେ ବିଜୟୀ

ଶ୍ରୀନଗର :  ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (National Conference) ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି (BJP) ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା ବିଜୟୀ ହୋଇଛନ୍ତି। ନ୍ୟାସନାଲ କନଫରେନ୍ସର ଚୌଧୁରୀ ମହମ୍ମଦ ରମଜାନ, ଜି.ଏସ୍. ଓବେରୟ ଓରଫ ଶମ୍ମି ଓବେରୟ ଏବଂ ସଜ୍ଜାଦ କିଚଲୁ ବିଜୟୀ ହୋଇଛନ୍ତି। ନ୍ୟାସନାଲ କନଫରେନ୍ସର ଚୌଧୁରୀ ମହମ୍ମଦ ରମଜାନ ବିଜେପିର ଅଲି ମହମ୍ମଦ […]

Read More Text.
Juel oram 2025 10 24 21 12 09

୩୦୨ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା ସରକାରୀ ଚାକିରି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, […]

Read More Text.

ବ୍ୟାଙ୍କ ଆକାଉଣ୍ଟରେ ଏଣିକି ରହିପାରିବେ ୪ ଜଣ ନୋମିନୀ

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି। ସରକାରଙ୍କ ଏହି ନୂତନ ସୁବିଧାର ଲାଭ ମିଳିବ ଗ୍ରାହକଙ୍କୁ। ଗ୍ରାହକମାନେ ଏଣିକି ନିଜ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନୀଙ୍କୁ ସାମିଲ କରିବା ସହିତ କେଉଁ ନୋମିନୀ କେତେ ଅଂଶର ହକଦାର ହେବେ […]

Read More Text.
Mishoo amazon 1068x601

ବକେୟା ପ୍ରାପ୍ୟକୁ ନେଇ ମୁହାଁମୁହିଁ ହେଲେ ମିଶୋ-ଆମାଜନ

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ମିଶୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଏବଂ ଆମାଜନ। କ୍ଲାଉଡ ସର୍ଭିସ ଦେୟ ପଇଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ଓ୍ବେବସର୍ଭିସେସ। ମିଶୋ ପକ୍ଷରୁ ଆମାଜନକୁ ୧୨୭ କୋଟି ଟଙ୍କାର ବକେୟା ପ୍ରାପ୍ୟ ଦିଆଯାଉ ନ ଥିବାରୁ ଆମାଜନ ଓ୍ବେବସର୍ଭିସେସ ମିଶୋକୁ କାଠଗଡ଼ାକୁ ଟାଣିଛି। ମିଶୋ ପକ୍ଷରୁ ଆମାଜନକୁ ୧୨୭ କୋଟି ୪୫ ଲକ୍ଷ ଟଙ୍କାର ବକେୟା ପ୍ରଦାନ […]

Read More Text.
୧

ବିହାର ନିର୍ବାଚନ: ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ

ବିହାର: ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି ଥରେ ଏନଡିଏ ସରକାର ଆସିବାକୁ ଦାବି କରୁଛନ୍ତି । ସମଗ୍ର ବିହାର ସୁଶାସନର ସରକାର ଚାହୁଁଛି । ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବିହାର […]

Read More Text.
123 1

ଦିଲ୍ଲୀରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀଙ୍କ ବଡ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଜଣେ ଦିଲ୍ଲୀର ହୋଇଥିବା ବେଳେ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟରେ ରହିଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌ ମିଳିତ ଭାବେ ଛାନଭିନ କରି ଆତଙ୍କବାଦୀ ଗିରଫ […]

Read More Text.