Arrest

ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର ୧୧ ଘର ଆଗରେ ବୋମାମାଡ଼ କରିଥିଲେ । ପରେ ଅକ୍ଟୋବର ୪ ତାରିଖରେ ଗୁଳିକାଣ୍ଡ କରିଥିଲେ । ଏଥିରେ ନିଜ ଡ୍ରାଇଭରକୁ ନିୟୋଜିତ କରିଥିଲେ […]

Read More Text.
Bdo c

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ ଭେଟିବାକୁ ରାୟଗଡା ଯାଇଥିଲେ। ଆଜି ସକାଳେ ସେ ରାୟଗଡାରୁ ଫେରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲିବା ବେଳକୁ ଦୁଇଟି ଭେଣ୍ଟିଲେଟର ଭାଙ୍ଗି ଚୋରମାନେ ପଶି ଚୋରି କରିଥିବା ଦେଖିବାକୁ ପାଇଥିଲେ । ତାଙ୍କ ଘରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ସେ […]

Read More Text.
Gggq

ରାସ୍ତା ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀ  ଓ ଝିଅ ଗୁରୁତର

ବାରିପଦା:  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର- ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର  ରାସ୍ତା ଭାଲୁବସା – ନାଉଯୋଡା ମଝିରେ ଵିଶୋଇ ବ୍ଲକ ର  ବରିଷ୍ଠ ସାମ୍ବାଦିକ ଅନଓ୍ଵାର ହୁସେନ(୫୮) ବାଇକରେ ତାଙ୍କ ପତ୍ନୀ  ପ୍ରିୟା ବିବି(୪୫)ଓ ଝିଅ ସାଫିନା ପରବିନ୍ ସହିତ ହାଟଵାଦଡାରୁ ବିଶୋଇ ଫେରୁଥିବାବେଳେ ହଠାତ୍ ଏକ ବାଛୁରୀ ଦୃତ ଗତିରେ ରାସ୍ତା ପାରୋଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ଉପରେ‌ ଛିଟିକି ପଡ଼ିଥିଲେ । ଫଳରେ ସମସ୍ତେ ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ […]

Read More Text.
Img 20251103 wa0228

ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୁର୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି ନେଇ ‘ ମାସା’ ଛାତ୍ର ସଂଗଠନ ତରଫରୁ ବିକ୍ଷୋଭ 

ବାରିପଦା: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହାବିଦ୍ୟାଳୟ ୧୯୬୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ମାତ୍ର ଦିର୍ଘ ୬୨ ବର୍ଷ ପରେ ବି ଏହାକୁ ସରକାରୀ ସ୍ଵୟଂଶାସିତ ମହାଵିଦ୍ଯାଳୟ ଘୋଷଣା କଲା ନାହିଁ ।ଏହା ପଛରେ କରଞ୍ଜିଆ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କରଞ୍ଜିଆ କଲେଜକୁ ଅଟୋନୋମସ କଲେଜ ମାନ୍ୟତା ଦିଆଯାଇଛି । ସରକାରଙ୍କ ଅଣଦେଖା ରେ ଏହି ମହାବିଦ୍ୟାଳୟ ପଡ଼ି ରହିଛି । ଏହି ମହାବିଦ୍ୟାଳୟରେ ୪୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି । ମୟୂରଭଂଜ ଜିଲ୍ଲାର ଶିକ୍ଷାରେ […]

Read More Text.
Img 20251103 wa0225

ହୋ ଭାଷା କୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୣତୀ ପାଇଁ ଦାବୀପତ୍ର ପ୍ରଦାନ 

ବାରିପଦା: ନୁଆଦିଲ୍ଲୀ ପୁରୁଣା କଂଗ୍ରେସ ମୁଖ୍ୟାଳୟ ଠାରେ ସର୍ବଭାରତୀୟ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆ-,ଅଲ ଇଣ୍ଡିଆ ଆଦିବାସୀ କଂଗ୍ରେସ କମିଟି ସହିତ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ୧୨ଜଣିଆ ପ୍ରତିନିଧିମଣ୍ଡଳି  କଂଗ୍ରେସ ମୁଖ୍ୟାଳୟ ୨୪-ଆକବର ରୋଡ଼ ନୂଆ ଦିଲ୍ଲୀରେ ସାକ୍ଷାତ କରି ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଶାମିଲ କରାଇବା ପାଇଁ ଏକ ଦାବି ପତ୍ର-ପ୍ରଦାନ କରିଥିଲେ ଏବଂ ଆଗାମୀ  ଲୋକସଭା ଅଧିବେଶନ ସତ୍ରରେ ଆଦିବାସୀ ହୋ ଭାଷାକୁ ଲୋକସଭାରେ କଂଗ୍ରେସ ବିରୋଧୀ ଦଳ ନେତା  ରାହୁଲ […]

Read More Text.
Img 20251103 wa0235

ଓମ ନାଟ୍ୟସଂସ୍ଥାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ବାରିପଦା : ପ୍ରଖ୍ୟାତ ନିର୍ଦ୍ଦେଶକ ଓ ଅଭିନେତା ଧୀର ବଶାଙ୍କ ଆବାହକତ୍ୱରେ ଓମ ନାଟ୍ୟ ସଂସ୍ଥା ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଓମ ନାଟ୍ୟସଂସ୍ଥାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୬ ଦିନିଆ ନାଟକ ମହୋତ୍ସବ ଚଳିତ ମାସ ୧୩ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶହୀଦ ସ୍ମୃତି ଭବନ ରେ ଆୟୋଜିତ ହେବ ବୋଲି ସଭାପତି ଧୀର ବଶା ପ୍ରକାଶ କରିଛନ୍ତି I ଦୁଇଟି ହିନ୍ଦୀ ନାଟକ , ଗୋଟିଏ ବେଙ୍ଗଲୀ […]

Read More Text.
Img 20251103 wa0204

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ, ମୋଟ ୨୯୩ଗୋଟି ଅଭିଯୋଗର ହେଲା ଶୁଣାଣି 

ବାରିପଦା: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି  ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ  ହେମକାନ୍ତ ସୟ   ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଯାଇଛି | ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ  ବରୁଣ ଗୁଣ୍ଟୁପାଲ୍ଲୀ,   ଅତିରିକ୍ତ ଜିଲ୍ଲାପାଳ  ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ  ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର […]

Read More Text.
Cruenck1dchuwhzb740z

ପିଲାଙ୍କ ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ନିଷ୍ପତ୍ତି ନୀତିଗତ ମାମଲା, ଯାହା ସରକାରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ, ନ୍ୟାୟପାଳିକାର ନୁହେଁ। ଶୁଣାଣି ସମୟରେ, ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ ଆବେଦନକାରୀଙ୍କୁ ପଚାରିଥିଲେ, […]

Read More Text.
Images (1)

ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ ପରୀକ୍ଷଣ କରୁଛି। ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷା କରିବା ପରେ ଆମେରିକା ମଧ୍ୟ ପରୀକ୍ଷଣ ଆରମ୍ଭ କରିଛି। ଟ୍ରମ୍ପ ଏହି ସାକ୍ଷାତକାରରେ କହିଥିଲେ ଯେ ବିଶ୍ୱର ଅନେକ ଦେଶ […]

Read More Text.
Images

ବିରୋଧୀ ମହାମେଣ୍ଟ ୩ଟି ମାଙ୍କଡର ଯୋଡି: ଯୋଗୀ

ପଟନା: ବିହାରର ଦରଭଙ୍ଗାରେ ନିର୍ବାଚନୀ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯୋଗୀ ବିରୋଧୀ ମହାମେଣ୍ଟକୁ ୩ଟି ମାଙ୍କଡର ଯୋଡି ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯଦି NDA ଜିତିବ, ତେବେ ବିହାର ବିଜୟୀ ହେବ। ସେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳକୁ ପ୍ରଭୁ ଶ୍ରୀରାମଙ୍କ ପ୍ରତି ବିଶ୍ୱାସଘାତକ ବୋଲି କହିଛନ୍ତି। ଯେ ଯେଉଁମାନେ ମାତା ଜାନକୀଙ୍କୁ ବିରୋଧ କରନ୍ତି, ସେମାନେ ମଧ୍ୟ ଆମ ବିରୋଧୀ। […]

Read More Text.