ପୁଅ ଓ ସ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କଲେ ସମାଜସେବୀ ହିମାଂଶୁ ଶେଖର ପ୍ରହରାଜା
ବାରିପଦା: ସମାଜସେବୀ ହିମାଂଶୁ ଶେଖର ପ୍ରହରାଜ ତାଙ୍କ ସୁପୁତ୍ର ସୁନନ୍ଦନ ପ୍ରହରାଜ ଓ ତାଙ୍କ ସ୍ତ୍ରୀ ଉଭୟଙ୍କ ଜନ୍ମଦିନଟିକୁ ଆଡ଼ମ୍ବର ଭାବରେ ନ ମାନି ବାରିପଦା ସ୍ଥିତ ନାରାୟଣ ସେବା ଟ୍ରଷ୍ଟ ସହ ମିଶି ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଜନ୍ମଦିନ। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଏଡିସନାଲ ଏସ. ପି ଦୀପକ କୁମାର ଗଛାୟତ ଯୋଗଦେଇ ପ୍ରଥମେ ଗଣେଶଙ୍କୁ ବନ୍ଦନା କରି ଫିତା କାଟି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ […]
Read More Text.