ସମବାୟ ସପ୍ତାହ ପାଳନ
ଆଗରପଡ଼ା :ବନ୍ତ ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତି ପକ୍ଷରୁ ୭୨ତମ ଅଖିଳ ଭାରତ ସମବାୟ ସପ୍ତାହ ଉତ୍ସବ ଆରମ୍ଭ ହୋଇଛି । ଏହା ୨୧ ତାରିଖ ଯାଏ ଚାଲିବ । ସମିତି ସଭାପତି ପ୍ରଶାନ୍ତ ଦାଶ ପତାକା ଉତ୍ତୋଳନ କରି ଏହି ସପ୍ତାହ ସଂପର୍କରେ ସୂଚନା ଦେଇଥିଲେ । ଭଦ୍ରକ ସମବାୟ ସମିତି ସହକାରୀ ନିବନ୍ଧକ ପ୍ରଚିତା ଜେନା, ଏସଆରସିଏସ ସୁବ୍ରତ ତ୍ରିପାଠୀ, ଭଦ୍ରକ ଏସସିଏସଓ,ବନ୍ତ ଏମଆଇ ପ୍ରମୁଖ ଯୋଗ ଦେଇଥିଲେ । ବୋର୍ଡ଼ ସଦସ୍ୟ […]
Read More Text.