ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ; ଜିଲ୍ଲାପାଳଙ୍କୁ ସମାଧାନ ପାଇଁ ଅବଗତ କଲେ
ଶ୍ରେଣୀ ଗୃହ ଅଭାବରୁ ୫ମାସ ହେବ ପାଠପଢା ଠପ୍ ଆଗରପଡ଼ା :୧୯୫୫ ମସିହାରେ ପ୍ରତିଷ୍ଠିତ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀ ଗୃହ ପ୍ରତିଷ୍ଠା ସମୟରେ ଥିବା ବେଳେ କାଳକ୍ରମେ ଶ୍ରେଣୀଗୃହ ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ପରିଣତ ହୋଇଥିଲା । ଗତ ଜୁଲାଇ ମାସରେ ଏକ ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଗଳିପଡ଼ିଥିବାର ଦେଖିବାକୁ ମିଳିଥିଲା । ସୋଭାଗ୍ୟବସତଃ ଶ୍ରେଣୀ ଗୃହରେ କେହିବି ପିଲା ଉପସ୍ଥିତ ନଥିବାରୁ […]
Read More Text.