Barabati

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି

କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ ।  ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ ବିକ୍ରି କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ମୋଟ ୬ ଟି […]

Read More Text.
Teachers e1678815618191

ଡିସେମ୍ବର ୧ରୁ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ । ୨ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ । ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିପାଇଁ ରାଜ୍ୟ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଯାହା ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମୂଳ […]

Read More Text.
Police1 2

ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ: ମାରଣାସ୍ତ୍ର ଜବତ, ମହିଳା କନେଷ୍ଟବଳ ଆହତ

ଭୁବନେଶ୍ବର: ଜଗତସିଂହପୁରରେ ବାଂଲାଦେଶୀଙ୍କ ଆଡ୍ଡାରେ ଚଢଉ । ବିପୁଳ ମାରଣାସ୍ତ୍ର ଓ ପିସ୍ତଲ ଜବତ। ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ । ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଚଢ଼ାଉ ବେଳେ ପୋଲିସ ବାଂଲାଦେଶୀଙ୍କ ଧସ୍ତାଧସ୍ତି ହୋଇଥିଲେ । ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି । ଚଢଉ ବେଳେ ବି ପୋଲିସକୁ ଆକ୍ରମଣ କରାଯାଇଛି। […]

Read More Text.
Youth1

୧୫ ଦିନ ପରେ ମେଡିକାଲରୁ ଉଦ୍ଧାର ହେଲେ ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକ

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ ଆଘାତ ଲାଗିଥିବା ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ଯାହା ପରେ ପୋଲିସ ସତ୍ୟଜିତଙ୍କ ପରିବାରକୁ ଚିହ୍ନଟ ପାଇଁ ହସ୍ପିଟାଲକୁ ଡାକିଥିଲେ। ପରିବାର ସଦସ୍ୟମାନେ ଆଜି ସକାଳେ ହସ୍ପିଟାଲରେ ପହଞ୍ଚି ତାଙ୍କୁ […]

Read More Text.
Img 20251115 wa0232

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ଦ୍ୱାରା ଆୟୋଜିତ “ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ” ଶୀର୍ଷକ କାର୍ଯ୍ୟକ୍ରମ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ଦ୍ୱାରା ଆୟୋଜିତ “ଆଇନ ସଚେତନତା ଓ ମାନସିକ ସ୍ୱାସ୍ଥ୍ୟ” ଶୀର୍ଷକ କାର୍ଯ୍ୟକ୍ରମ ନଭେମ୍ବର ୧୫ ତାରିଖ ଶନିବାର ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପ୍ରତି ବିଶ୍ୱବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର […]

Read More Text.
Img 20251115 wa0247

ଗୀତା ଜ୍ଞାନ ଯଜ୍ଞ ଉଦଯାପିତ

ଗୀତା ଉପରେ ରଚନା ପ୍ରତିଯୋଗିତାରେ ହରପ୍ରିୟା ମହାର୍ଣ୍ଣl ଓ ବିକାଶ ସୋରେନ ପ୍ରଥମ ପୁରସ୍କାର ପାଇଲେ  ବାରିପଦା – ଚିନ୍ମୟ ମିଶନ ଆନୁକୂଲ୍ୟରେ ଶ୍ରୀରାମଚନ୍ଦ୍ର ପାଠାଗାର ପଡିଆରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ତତ୍ୱାବଧାନରେ ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ସଦାନନ୍ଦ ସରସ୍ବତୀଙ୍କ ଦ୍ୱାରା ସାତ ଦିନ ଧରି ଚାଲିଥିବା ଗୀତା ଜ୍ଞାନ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି l ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ  ଅଚୁତ୍ୟ ଚୈତନ୍ୟ, ଦେଉଳଡିହା ଚିନ୍ମୟ  ମିଶନ ଆଚାର୍ଯ୍ୟ […]

Read More Text.
Img 20251116 wa0243

୭୨ ତମ ନିଖିଳ ଭାରତୀୟ ସମବାୟ ସପ୍ତାହ ଉପଲକ୍ଷେ ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ଗଣ ଦୌଡ

ବାରିପଦା : ୭୨ ତମ ସମବାୟ ସପ୍ତାହ ୨୦୧୫ ର ମୂଳ ବାର୍ତ୍ତା ” ଆତ୍ମ ନିର୍ଭର ଭରତ ପାଇଁ ସମବାୟ ଏକ ମାଧ୍ୟମ ” କୁ ପ୍ରଚାର ଓ ପ୍ରସାର କରିବା ପାଇଁ ଆଜି ସକାଳ ଆଠ ଘଟିକା ସମୟରେ ମୟୁରଭଞ୍ଜ ଜିଲ୍ଲାରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ଏହି ଗଣଦୌଡ଼ ଆରମ୍ଭ ହୋଇଥିଲା l ଏହି ଶୁଭ ଉଦଘାଟନ ଜିଲ୍ଲା ସମବାୟ ବିଭାଗର ଉପ ନିବନ୍ଧକ  […]

Read More Text.
Img 20251116 wa0314

ବାରିପଦା ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ -୨୦୨୫ ପାଳିତ

ବାରିପଦା: ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୫ ପାଳିତ ହୋଇଛି । ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଛାୟତ ଯୋଗଦେଇ ଥିଲେ। ପ୍ରାରମ୍ଭରେ  ନିମନ୍ତ୍ରିତ ଅତିଥି ବୃନ୍ଦ ଓ ବର୍ଷୀୟାନ ସାମ୍ୱାଦିକ ରାମ ଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାପ୍ରଭୁ […]

Read More Text.
Img 20251116 wa0342

ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟା, ଦର୍ଶକଙ୍କୁ ବିମୋହିତ କଲା  ନାଟକ “କମଳା”

ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ଜୀବନ ରେଖା ଥିଏଟର, ଭୁବନେଶ୍ୱର ପ୍ରଯୋଜିତ ଓଡ଼ିଆ ନାଟକ “କମଳା” ମଞ୍ଚସ୍ଥ ହୋଇଯାଇଛି I ବିଜୟ ତେନ୍ଦୁଲକରଙ୍କ ରଚିତ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ନାଟକରେ ସତ୍ୟନାରାୟଣ ନନ୍ଦୀ, ରୋହନ ଯାଦବ, ଆଶିଷ ରାଉତ, ଶୁଭଶ୍ରୀ, ସ୍ୱତଧା ଓ ଶୁଭସ୍ମିତା ମଲ୍ଲ ଅଭିନୟ କରିଥିଲେ I ଅନୁସୃଜନରେ ଚିନ୍ମୟୀ ଷଡ଼ଙ୍ଗୀ, ସଂଗୀତରେ […]

Read More Text.
Photo for the news of blood camp

ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ଆଗରପଡ଼ା:ଭଦ୍ରକ ଜିଲ୍ଲାର ଅଗ୍ରଣୀ ସେବା ସଂଗଠନ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ବନ୍ତ ବ୍ଲକ ଓଡଙ୍ଗ ପଂଚାୟତ ପାରାବନ୍ଧ ୟୁପିସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବନ୍ତ ଥାନା ଅଧିକାରିଣୀ ମୋନାଲିସା କର, ବରିଷ୍ଟ ପ୍ରବଚକ ସଂଗ୍ରାମ ଆଚାର୍ଯ୍ୟ ମିଳିତ ସହଯୋଗରେ ଫିତା କାଟି ଉଦ୍‌ଘାଟନ କରିଥିବା ବେଳେ ବିଶ୍ୱାସ ଫାଉଣ୍ଡେସନର ବରିଷ୍ଟ ଉପଦେଷ୍ଟା ରବୀନ୍ଦ୍ର ଜେନା, ପ୍ରାକ୍ତନ ସରପଂଚ କିଶୋର କିଙ୍କର ପଢ଼ିହାରି, ଜଗତ୍ ଜୀବନ ଜେନା,ବିଶ୍ୱାସ ଫାଉଣ୍ଡେସନ ସଭାପତି […]

Read More Text.