IMG 20260115 WA0138

ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ମକର ମହୋତ୍ସବ – ୨୦୨୬ ଉଦଘାଟିତ 

ବାରିପଦା : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ଅବସରରେ ୬ ଦିନିଆ ମକର ମହୋତ୍ସବ – ୨୦୨୬ ଉଦଘାଟିତ ହୋଇଯାଇଛି I ଅନୁଷ୍ଠିତ ଉକ୍ତ ଉଦଘାଟନୀ ଦିବସରେ ଅତିଥି ଭାବେ କ୍ରୀଡା ସଂଗଠକ ତଥା ସମାଜସେଵୀ ଗିରିଶ ଚନ୍ଦ୍ର ଦାସ,  ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ସମାଜସେବୀ କାଶୀନାଥ ରଣା, ଭଞ୍ଜସେନା […]

Read More Text.
Ama bus 1

୩୦ ପୁରୁଣା ଆମ ବସର ହେବ ସ୍କ୍ରାପିଂ

ଭୁବନେଶ୍ୱର : ସ୍କାର୍ପିଂ ହେବ ୩୦୦ ପୁରୁଣା ଗାଡ଼ି । ବସ୍ ଜଳିବା ପରେ ପରିବାହନ ବିଭାଗର ଚିନ୍ତା । ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏଥିରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ଅଧିକାରୀ ସଞ୍ଜୟ ବିଶ୍ଵାଳ, ଡିସିପି, ଟ୍ରାଫିକ ଡ଼ିସିପି ପ୍ରମୁଖ ଉପସ୍ଥିତ […]

Read More Text.
Presentation2

ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ

ଭୁବନେଶ୍ବର: ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ […]

Read More Text.
C32121fc b611 45be 9215 597e3758c068 1068x600

ମୁକୁଳା ଡ୍ରେନରେ ପଡି ଯୁବକ ମୃତ

ଭୁବନେଶ୍ବର: ରାଜଧାନୀରେ ଜୀବନ ନେଲା ମୁକୁଳା ଡ୍ରେନ । ସାଲିଆସାହିରେ ମୁକୁଳା ଡ୍ରେନରେ ପଡି ଯୁବକ ମୃତ । ରାଜଧାନୀ ସହରରେ ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ । ଉତ୍ତର ଭୁବନେଶ୍ୱର ସାଲିଆସାହିରେ ଘଟିଛି ଏହି ଅଘଟଣ । ଘଟଣା ଅନୁସାରେ ସଲିଆସାହିରେ ନୂଆ ରାସ୍ତା ନିର୍ମାଣ ପାଇଁ ଡ୍ରେନ ମୁକୁଳା ପଡିଥିଲା । ଏହି ମୁକୁଳା ଡ୍ରେନରେ ସାଲିଆସାହିର ଜଣେ ଯୁବକ ପଡି ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ […]

Read More Text.

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ; ୧୬୩ ଲାଗୁ, ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ । ଘଟଣା ସ୍ଥଳରେ BNS ର ଧାରା ୧୬୩ ଲାଗୁ । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଦୁଇଗୋଷ୍ଠୀ ପରସ୍ପର ଉପରେ ଢେଲାପଥର ମାଡ଼ ହୋଇଥିବା ସୂଚନା ରହିଛି । ପଥର ମାଡ଼ରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାକୁ […]

Read More Text.
1522490095831 1068x601

ଗୁଡ଼ି ସୂତାରେ କଟିଲା ଯୁବକଙ୍କ ନାକ

କଟକ: ରୌପ୍ୟ ନଗରୀରେ ଘଟିଲା ବଡ଼ ଅଘଟଣ । ଗୁଡ଼ି ସୂତା କଟିଗଲା ଯୁବକଙ୍କ ନାକ । ପୁଣି ସାମ୍ନାକୁ ଆସିଲା ଗୁଡ଼ି ସୂତା ଜନିତ ଅଘଟଣ । ରୌପ୍ୟ ନଗରୀ କଟକରେ ଗୁଡ଼ି ସୂତା ଲାଗି ବଡ଼ ଅଘଟଣ ଘଟି ଯାଇଛି । କଟକ ଖାନନଗର ଟ୍ରାଫିକରେ ଏହି ଅଘଟଣ ଘଟି ଯାଇଛି । ଖାନନଗର ଟ୍ରାଫିକରେ ଜଣେ ଯୁବକ ଯାଉଥିବା ସମୟରେ ତାଙ୍କ ନାକରେ ଗୁଡ଼ି ସୂତା ଲାଗିଯାଇଥିଲା । ଫଳରେ ଯୁବକଜଣଙ୍କ ନାକ […]

Read More Text.
Images

ସଚିବ ସ୍ତରୀୟ ବୈଠକ; ଆଗାମୀ ବଜେଟରେ କ’ଣ ରହିବ ଫୋକସ, ସୂଚନା ଦେଲେ ମୁଖ୍ୟ ସଚିବ…

ଭୁବନେଶ୍ୱର: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସବୁ ବିଭାଗର ସଚିବ ଉପସ୍ଥିତ ରହିଥିଲେ। ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ବଜେଟ ଖର୍ଚ୍ଚ ୫୦ ପ୍ରତିଶତ ହୋଇଥିବାବେଳେ ୬୦ ପ୍ରତିଶତ ବୃଦ୍ଧି ପାଇଁ ସବୁ ବିଭାଗ ସଚିବଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ପ୍ରତି ଶନିବାର ଭିତ୍ତିଭୂମି ସମୀକ୍ଷା ବୈଠକ […]

Read More Text.
Screenshot 2026 01 15 152552 1044x675 1 750x430

ବୋମା ଖାଇ ହାତୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ଗୁରୁବାର ଦିନ ଏକ ହାତୀ କଞ୍ଚା ବୋମା ଚୋବାଇ ଦେବା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବନ୍ତଳା ରେଞ୍ଜ ଅନ୍ତର୍ଗତ ବାଲୁକାଟା ଗ୍ରାମର ପଥରଗଡ଼ା ସାହି ନିକଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀମାନେ ଆହତ ଅଣ୍ଡିରା ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ଯାହାର ବୟସ ପ୍ରାୟ ଛଅରୁ ସାତ ବର୍ଷ ବୋଲି କୁହାଯାଉଛି।ତେବେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲରେ […]

Read More Text.
Image 2026 01 15T140740.915

ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି; ମୋବାଇଲ ଧରି ପ୍ରବେଶ କଲେ ଭକ୍ତ

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ, ତାହାକୁ ନେଇ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର, ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି […]

Read More Text.
Images (2)

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ୮୪ କୁମ୍ଭୀର ଠାବ

ବାରିପଦା: ଚଳିତ ମାସ 6 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ର ରିପୋର୍ଟ ରୁ ଜଣା ପଡିଅଛି ଯେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶିମିଳିପାଳ ରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଅଛି l ମୋଟ 84 ଗୋଟି କୁମ୍ଭୀର ଠାବ କରାଯାଇଛି l 2021 ରେ 81, 2022 ରେ 83, 2023 ରେ 86, 2024 ରେ 82 ଏବଂ 2025 ରେ 81ଗୋଟି କୁମ୍ଭୀର ବନ […]

Read More Text.