Screenshot 2025 11 20 102256

ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଥିସହ କାର୍ଯ୍ୟାଳୟର ସମସ୍ତ ସିସିଟିଭି ତାର, କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ […]

Read More Text.
Img 20251120 wa0009

ଭୁବନେଶ୍ୱର ରେଡକ୍ରସ ବ୍ଲଡ ବ୍ୟାଙ୍କ ରେ ଯୋଗ୍ୟ ଡାଇରେକ୍ଟର/ମେଡିକାଲ୍ ଅଫିସର ନିଯୁକ୍ତି ଦାବି

ରାଜ୍ୟ ଶାଖାର ସଚିବଙ୍କୁ “ଓଡ଼ିଶା ରକ୍ତଦାତା ମହାସଂଘ” ପକ୍ଷରୁ ସ୍ମାରକପତ୍ର ପ୍ରଦାନ ଭୁବନେଶ୍ୱର: ଆଜି ଓଡ଼ିଶା ରକ୍ତଦାତା ମହାସଂଘର ଏକ ପ୍ରତିନିଧି ଦଳ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଚିବ ଶ୍ରୀ ଗଣେଶ ପାତ୍ରଙ୍କୁ ଭେଟି ରାଜଧାନୀ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ଇନଚାର୍ଜ ଶ୍ରୀ ଅଶୋକ ମହାନ୍ତି (ଯିଏ ଡାକ୍ତରୀ ପୃଷ୍ଠଭୂମି ବିହୀନ)ଙ୍କୁ ତୁରନ୍ତ ହଟାଇ ପୂର୍ଣ୍ଣକାଳୀନ ଯୋଗ୍ୟ ବ୍ଲଡ ବ୍ୟାଙ୍କ ଡାଇରେକ୍ଟର/ମେଡିକାଲ୍ ଅଫିସର ନିଯୁକ୍ତି ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। […]

Read More Text.
Img 20251118 wa0251

ମୋନ୍ଥା ଵାତ୍ୟାରେ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଘଟଣା: ଜିଲ୍ଲାପାଳଙ୍କୁ ରାମଦୋଳି ଯୁବକ ସଂଘର ଦାବିପତ୍ର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମାଣିକପୁର ପଂଚାୟତ ର ଓଷାଦେବୀ ହାଇସ୍କୁଲର  ଛାତ୍ରୀ ନିବାସ ପାଚେରୀ‘ମୋନ୍ଥା’ପ୍ରଭାବ ରେ ଭାଙ୍ଗିଥିଲା l ଏହି ଛାତ୍ରୀ ନିବାସ ରେ ୧୦୦ ଛାତ୍ରୀ ରୁହନ୍ତି l ପାଚେରୀ ଭାଙ୍ଗିଯିବା ଫଳରେ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି l ରାତିରେ ଏହି ଅଂଚଳ ରେ ହାତୀ ର ଭୟ ରହୁଛି ଏବଂ ଅସାମାଜିକ ଲୋକମାନଙ୍କ ପ୍ରତି ମଧ୍ଯ ଡର ରହୁଅଛି l ଏହାର ସମାଧାନ ପାଇଁ ରାମଦୋଳି ଯୁବକ ସଂଘ  ପକ୍ଷରୁ […]

Read More Text.
Img 20251118 wa0248

ଡ଼ିଆଇଜିଙ୍କ ରାଇରଙ୍ଗପୁର ଗସ୍ତ ଓ ପୋଲିସ ସମୀକ୍ଷା ବୈଠକ

ବାରିପଦା:  ପୋଲିସ ଡିଆଇଜି ପିନାକୀ ମିଶ୍ର ମଙ୍ଗଳବାର ଦିନ ରାଇରଙ୍ଗପୁର ଗସ୍ତ କରିବା ସହ ପୋଲିସ ସମୀକ୍ଷା ବୈଠକରେ ଯୋଗଦେଇ ଫେରିଯାଇଛନ୍ତି ।ସୂଚନାଯୋଗ୍ୟ ନିକଟରେ ରାଜ୍ୟ ସରକାର ବୃହତ ମୟୂରଭଂଜ ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିକଟରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ।ତେଣୁ ପୋଲିସ ଜିଲ୍ଲାର ଭିତ୍ତିଭୂମି, ନୂତନ ଜିଲ୍ଲା ଆରକ୍ଷୀ ଙ୍କ କାର୍ଯ୍ୟାଳୟ , ତାଙ୍କ ରହଣୀ ବାସସ୍ଥଳୀ,ଆବଶ୍ୟକୀୟ ଭିତ୍ତିଭୂମି, ପୋଲିସ ବାଟାଲିୟନ, କର୍ମଚାରୀ ଉପରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ […]

Read More Text.
Img 20251119 wa0206

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୫ ଅବସରରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ

ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନ ବାରିପଦାଠାରେ “ମୟୂରଭଞ୍ଜ ଜିଲାସ୍ତରୀୟ ସମବାୟ ମହୋତ୍ସବ ୨୦୨୫” ତା.୧୯.୧୧.୨୦୨୫ରିଖରେ ପାଳିତ ହୋଇଯାଇଛି ଜ୍ଝ କାର‌୍ୟ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ “ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ” ବାରିପଦାର କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ଜ୍ଝ ଏହି ଛଉ ନୃତ୍ୟ ମାଧ୍ୟମରେ ଚାଷ କାର‌୍ୟ୍ୟର କୌଶଳ ପ୍ରଦର୍ଶନ କରାଯାଇଥିଲା ଜ୍ଝ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ବାରିପଦା,ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ […]

Read More Text.
Img 20251119 wa0197

ପିଏମ କିଷାନ ସମ୍ମାନ ନିଧି ଯୋଜନା: ମୟୁରଭଞ୍ଜ ଜିଲ୍ଲାର ୨.୩୭.୭୧୨ ଚାଷୀ ଉପକୃତ 

ବାରିପଦା : ଆଜି ତାମିଲନାଡୁର କୋଏମ୍ବାଟୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପି ଏମ କିଷାନ ସମ୍ମାନ ନିଧି ସମାରୋହକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପି ଏମ କିଷାନ ଯୋଜନାର ୨୧ତମ କିସ୍ତିକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକ ମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ୨୦୧୯ ମସିହାରେ […]

Read More Text.
Img 20251119 wa0178

ତମାଖୁ ମୁକ୍ତ ଅଭିଯାନ ପରିପ୍ରେକ୍ଷୀରେ ମିଳିତ ଚଢ଼ାଉ

ତମାଖୁ ଜାତୀୟ ନିଶା ଦ୍ରବ୍ୟ ଜବତ ସାଙ୍ଗକୁ ଜୋରିମାନା ଆଦାୟ ବାରିପଦା- ତା-19-11- ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ପରିପ୍ରେକ୍ଷୀରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ଚାନ୍ଦୁଆ ଓ କୁଳିଅଣା ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ପାନ ଦୋକାନ, କିରାନା ( ଗ୍ରୋସେରୀ) ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରାଯାଇ ଏହି ସବୁ ଦୋକାନ ଗୁଡିକରେ […]

Read More Text.
Photo for the news of gauranga

ଆଦର୍ଶ ଶିକ୍ଷକ ଗୌରାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି

ଆଗରପଡ଼ା:ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ହାସିନପୁର( ଦାସସାହି) ଗ୍ରାମର ଛାତ୍ର ବତ୍ସଳ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନ ଓ ଶିକ୍ଷାବିତ୍ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଚତୃଭୂଜ ପହି, କୀର୍ତ୍ତନ ବିହାରୀ ନାୟକ, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର […]

Read More Text.
Cybercrime de5bda04b0

ଅନଲାଇନ ଗେମ୍ : ଗାଁ ସାରା ଆକାଉଣ୍ଟ ହେଲା ଫ୍ରିଜ୍

ଆଗରପଡ଼ା:ଅନଲାଇନ ଗେମ୍ ଖେଳି ଟଙ୍କା ରୋଜଗାର କଲା ଜଣେ କିନ୍ତୁ ଗାଁ ସାରା ଲୋକଙ୍କର ଆକାଉଣ୍ଟ ହେଲା ଫ୍ରିଜ୍ । ତେବେ ଅନଲାଇନ୍ ଗେମ୍ ରୁ ଟଙ୍କା ଯେଉଁ ସବୁ ଆକାଉଣ୍ଟକୁ ଯାଇଛି ସେହି ଆକାଉଣ୍ଟ ଗୁଡ଼ିକ ଫ୍ରିଜ ହୋଇଥିବା ଜଣାପଡ଼ିଛି ଓ ଗାଁର ପ୍ରାୟ ୨୫ଟି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ଆକାଉଣ୍ଟ ଫ୍ରୀଜ୍ ହୋଇଯାଇଛି ଓ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଳଉତୀ ଗାଁରେ ଏହିପରି ସ୍ଥିତି ସୃଷ୍ଟି ହୋଇଥିବାର ଜଣାପଡ଼ିଛି । […]

Read More Text.
Photo for the news of mahatab

ଆଗରପଡ଼ା କଲେଜରେ ମହତାବଙ୍କ ଜନ୍ମ ଶତବାର୍ଷିକୀ

ଆଗରପଡ଼ା:ଆଗରପଡ଼ା ଡିଗ୍ରୀ କଲେଜରେ ପ୍ରାକ୍ତନ ମୁଖ୍ୟମଂତ୍ରୀ ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ. ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ଜିଲ୍ଲା ସଭାପତି ଡ.ଭାଗବତ ତ୍ରିପାଠୀ, ଡ. କ୍ଷିରୋଦ ସାମଲ ଯୋଗଦେଇ ଡ.ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡ.ହରିହର ଦାଶ, ଅଧ୍ୟାପକ ବିଜୟ ସେଣ୍ଢ, ଅଧ୍ୟାପକ ବ୍ରଜମୋହନ ପତି ପ୍ରମୁଖ ମଧ୍ୟ ଅଭିଭାଷଣ ପ୍ରଦାନ କରିଥିଲେ ।ଅଧ୍ୟକ୍ଷ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ […]

Read More Text.