ଶେଷ ହେଲା ସାଲିଆସାହି ବସ୍ତି ଉଚ୍ଛେଦ ଅଭିଯାନ
ଭୁବନେଶ୍ୱର : ଧୁଳିସାତ ହେଲା ସାଲିଆସାହି ବସ୍ତି । ମାଟିରେ ମିଶିଲା ବସ୍ତିର ଅନେକ ଘର। ତୃତୀୟ ଦିନରେ ଶେଷ ହୋଇଛି ସାଲିଆ ସାହି ଉଛେଦ ଅଭିଯାନ । ଭିଟାମାଟି ଛାଡ଼ି ଯାଇଛନ୍ତି ବସ୍ତି ବାସିନ୍ଦା । ଲୋକଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ କରୁଛି ବିଏମସି। ଉଛେଦରେ ସାମିଲ ଥିଲା ୧୩ଟି ଜେସିବି । ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ପରିସ୍ଥିତି […]
Read More Text.