ଵାମନଘାଟୀ ଛଉ ଭବନରୁ ଲୁଟ୍
ବାରିପଦା: ମୟୂରଭଂଜ ଜିଲ୍ଲାର କୃଷିଭିତ୍ତିକ ଗଣପର୍ବ ମକର ପର୍ବ ନେଇ ଗାଁ ରୁ ସହର ଚଳଚଞ୍ଚଳ ।ଲୋକେ ଆନନ୍ଦ ଓ ଉଲ୍ଲାସର ସହ ମକର ପର୍ବ ପାଳୁଛନ୍ତି ଏହାର ସୁଯୋଗ ନେଇ ଅସାମାଜିକ , ଲୁଟେରା, ତସ୍କର,ଦୁଵୃର୍ତ୍ତ ସକ୍ରିୟ ହୋଇ ପଡିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ଗୃହ ବିଭାଗ ତରଫରୁ ରାଇରଙ୍ଗପୁର ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ନେଇ ଶୁଭାରମ୍ଭ କରିଛନ୍ତି ।ରାଇରଙ୍ଗପୁରଠାରେ ନୂତନ ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି ।ଏହି ପବିତ୍ର ଦିବସରେ […]
Read More Text.