Jagran photo 1785980573287 750x430

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଚାଲିଗଲା ୬ ଜୀବନ

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ କି ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଉକ୍ତ ଘରର ମାଲିକ ପ୍ରମୋଦ ଶ୍ରୀବାସ୍ତବ, ତାଙ୍କ ପତ୍ନୀ […]

Read More Text.
Suresha

ଶୁକ୍ରବାର ସନ୍ଧ୍ୟାରେ ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ, ଡିବିଟି ମାଧ୍ୟମରେ ପୀଡ଼ିତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ଵର : ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ରିପୋର୍ଟ ଆସିବା ପରେ ବସିବ ବୈଠକ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ୨୨ଟି ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଇଛନ୍ତି । ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ। ବାଲେଶ୍ଵର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ଵରକୁ ୨୨.୦୩ କୋଟି, ଯାଜପୁରକୁ ୨୦.୨୦ […]

Read More Text.
Accident

 ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

ବାରିପଦା :  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ  ବିଜାତଳା ବ୍ଳକର ବଡାମତଳିଆ- ବିଜାତଳା ବ୍ଳକ  ରାସ୍ତା ଦାମୁଡିଗଡା ଛକରେ   ସ୍କୋର୍ପିଅ  ସହ  ବାଇକ ଧକ୍କା ଘଟଣାରେ  ବାଇକ୍ ଚାଳକଙ୍କ ମୃତ୍ୟୁ  ଘଟିଵା ଭଳି ଦୁଃଖଦ ଘଟଣା ଘଟିଵା ସହ  ମହିଳା ଏବଂ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୂଲିଭଙ୍ଗା ଗ୍ରାମର ପାଣ୍ଡର କିସ୍କୁ l ଆହତମାନେ ହେଲେ ସୀତାମଣୀ ସୋରେନ୍ ଏବଂ ନାବାଳକ ଆନନ୍ଦ କିସ୍କୁ […]

Read More Text.
IMG 20260805 WA0245

 ଯୁବ କଂଗ୍ରେସ ତରଫରୁ ରକ୍ତଦାନ ଶିବିର; ୨୨ ୟୁନିଟ୍ ରକ୍ତ ସଂଗ୍ରହ

ବାରିପଦା : ଯୁବ କଂଗ୍ରେସ ଦଳ ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ବୁଧବାର ଦିନ  ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଗୃହରେ ରାଇରଙ୍ଗପୁର ପୌରପାଳିକାର ପୌରାଧ୍ଯକ୍ଷ ପ୍ରାର୍ଥୀ କଂଗ୍ରେସ ଦଳର ଯୁବନେତା ଭଜହରି ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କଂଗ୍ରେସ ଦଳର ବିଧାୟକ ଶାମ ଚରଣ ହାଁସଦାଃ ଯୋଗଦେଇ ଫିତାକାଟି  ଶୁଭ ଉଦଘାଟନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ରକ୍ତର ସଙ୍କଟ ଦେଖା ଦେଇଛି ।ଵିଶେଷତଃ ଥାଲାସେମିଆ, […]

Read More Text.
IMG 20260805 WA0239 (1)

ସ୍ୱାଧୀନତା ଦିବସ–୨୦୨୬ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ବାରିପଦା : ଚଳିତ ଅଗଷ୍ଟ ମାସ ୧୫ ତାରିଖ  ଉପଖଣ୍ଡସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ–୨୦୨୬ ମହାସମାରୋହରେ ପାଳନ କରାଯିବ। ଉକ୍ତ ଉତ୍ସବ ପାଳନ ଅବ୍ୟବହିତ ପୂର୍ବରୁ ଏହି ଉପଲକ୍ଷେ ରାଇରଙ୍ଗପୁର ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରେଣୀ ଆଧାରରେ ପ୍ରଥମ ରୁ ପଞ୍ଚମ, ଷଷ୍ଠ ରୁ ଅଷ୍ଟମ, ନବମରୁ ଦଶମ ଏବଂ ଯୁକ୍ତ ଦୁଇରୁ ଯୁକ୍ତ ତିନି ଏହିପରି ୪ଟି ବର୍ଗରେ ଚିତ୍ରାଙ୍କନ, […]

Read More Text.
IMG 20260805 WA0240

ମାଧ୍ୟାନ୍ନ ଭୋଜନ ରୋଷେୟା ଓ ସାହାୟିକାଙ୍କ ପ୍ରଶିକ୍ଷଣ ଶିବିର

ବାରିପଦା : ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରାନ୍ଧୁଥିବା ରୋଷେୟା ଓ ସହାୟିକାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ରାଜାବସା, ପୋଲିସ ଓ କୃଷ୍ଣଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି ଏହି ଶିବିରକୁ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ବା ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ ରେ କାର୍ଯ୍ୟରତ ରୋଷେୟା ଓ ସହାୟିକାଙ୍କ ଏକ ଦିନିଆ […]

Read More Text.
IMG 20260805 WA0234

ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷାର ଅବ୍ୟବସ୍ଥାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭଞ୍ଜସେନା ପ୍ରତିଷ୍ଠାତାଙ୍କ ନିବେଦନ  

ବାରିପଦା : ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ଗରୀବ, ଖଟିଖିଆ, ଦିନ ମଜୁରିଆ, ଙ୍କ ସହିତ ବହୁ ମଧ୍ୟବିତ୍ତ ପରିବାର ବର୍ଗ ନିଜ ଛୁଆମାନଙ୍କୁ ଶିକ୍ଷିତ କରିବା ନିମନ୍ତେ  ମୁଖ୍ୟତଃ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କେଜିଭିବି ବାଳିକା ବିଦ୍ୟାଳୟ, ଆଦର୍ଶ ଓ ଏକଲବ୍ୟ ସ୍କୁଲ ସହିତ  ଏସଟିଏସି/ମାଇନରଟି ବିଭାଗର  ଆଶ୍ରମ, ଏସଏସଡି ବାଳିକା ବିଦ୍ୟାଳୟ ଗୁଡିକ ଉପରେ ନିର୍ଭର କରିଥାନ୍ତି |         […]

Read More Text.
Sekh hasina 300x169

ଡିସେମ୍ବରରେ ସ୍ୱଦେଶ ଫେରିବେ ଶେଖ୍ ହସିନା: କହିଲେ ‘ମୃତ୍ୟୁ ଦଣ୍ଡକୁ ମୋର ଡର ନାହିଁ’

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୀର୍ଘ ଦୁଇ ବର୍ଷ ପରେ ସ୍ୱଦେଶ ଫେରିବା ନେଇ ବଡ଼ ଘୋଷଣା କରିଛନ୍ତି। ବୁଧବାର ଦିନ ନିଜର ଏକ ସମ୍ବୋଧନରେ ସେ କହିଛନ୍ତି ଯେ ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ଯଦିଓ ସେ ପ୍ରତ୍ୟାବର୍ତ୍ତନର କୌଣସି ସଠିକ୍ ତାରିଖ ଘୋଷଣା କରିନାହାନ୍ତି, ତଥାପି ଢାକାରେ ପହଞ୍ଚିବା ପରେ ତାଙ୍କୁ ଗିରଫ କିମ୍ବା ହତ୍ୟା କରାଯିବାର ଆଶଙ୍କା ଥିଲେ ମଧ୍ୟ ସେ ଏଥିରୁ ପଛଘୁଞ୍ଚା ଦେବେ […]

Read More Text.
Modi netanyahu 650 650x400

ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି : ନେତାନ୍ୟାହୁ

ଜେରୁଜେଲମ୍‌ : ଇରାନ ସହ ଜାରି ଥିବା ତିକ୍ତତା ଓ ବିଶ୍ୱ ରାଜନୀତିର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ-ଇସ୍ରାଏଲ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲ ସକ୍ରିୟ ଭାବେ କାମ କରୁଛି। ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି। କଠିନ ସମୟରେ ଭାରତ […]

Read More Text.
Petrol 1 300x169

ବୀମା ନଥିଲେ ପେଟ୍ରୋଲ ବନ୍ଦ, ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ : ବୀମା ନଥିଲେ ପେଟ୍ରୋଲ ବନ୍ଦ । ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପ । ଦେଶରେ ଥାର୍ଡ ପାର୍ଟି ମୋଟର ବୀମାକୁ ବାଧ୍ୟତାମୂଳକ କରିବା ଦିଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବୈଧ ଥାର୍ଡ ପାର୍ଟି ବୀମା ନଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ଇନ୍ଧନ ନ ଦେବା ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ ବିଚାର କରିବାକୁ ସୁପ୍ରିମକୋର୍ଟ IRDA ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୟ […]

Read More Text.