Img 20251128 wa0243

ବିପର୍ଯ୍ୟୟ ପରିଚାଳନାର ରୋଡ ମ୍ୟାପ ଗ୍ରାମ୍ୟ ସ୍ତରରୁ ଆରମ୍ଭ ହେବ 

ବାରିପଦା: ଶୂନ୍ୟ ମୃତ୍ୟୁହାର” ତଥା “ପ୍ରତ୍ୟେକ ଜୀବନ ମୂଲ୍ୟବାନ” ଏହା ହେଉଛି ବିପର୍ଯ୍ୟୟ ପରିଚାଳନାର  ମୂଳମନ୍ତ୍ର. ଏଭଳି ଏକ ଆଭିମୁଖ୍ୟ ନେଇ ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ କ୍ରିୟାଶୀଳ, ସୁଦୃଢ, ଓ ସଶକ୍ତ କରିବା, ଅଭିନବ ଜ୍ଞାନ କୌଶଳର ପ୍ରୟୋଗ, ସୃଜନଶୀଳତାକୁ ଗୁରୁତ୍ଵ ଦେବା, ଯୋଜନା ପ୍ରସ୍ତୁତି, ଦୁର୍ବଳ ଗୋଷ୍ଠୀ ସମୂହର ଚିହ୍ନଟକରଣ, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଠିକ ଓ ସଫଳ ରୂପାୟନ ସଙ୍ଗେ ସଙ୍ଗେ […]

Read More Text.
Photo for the news of sarathi

କମ୍ବଳ ଦାନ କଲେ ସାରଥି ପରିବାର ର ନବ ଦମ୍ପତ୍ତି

ଆଗରପଡ଼ା :ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ଅନ୍ତର୍ଗତ କାଉପୁର ଆଗରପଡା ସାରଥି ପରିବାର ପକ୍ଷରୁ ଆଗରପଡ଼ାସ୍ଥ ବଙ୍ଗାଳିସାହି ଗ୍ରାମର ଅନାମ ମଲ୍ଲିକଙ୍କ ନବ ବିବାହିତ କନିଷ୍ଠ ପୁତ୍ର ବଧୁ ମଣ୍ଟୁ ଓ ରିନା ଗରିବ ଦିନ ଦୁଃଖୀଙ୍କୁ ଶୀତ ପାଇଁ କମ୍ବଳ ସହିତ ଅର୍ଥ ରାଶି ଓ ଖାଦ୍ୟ ଦାନ କରିଛନ୍ତି । ଶ୍ରୀମଦ୍ ସାରଥି ଦେବଙ୍କ ବାଣୀ ରେ ଅନୁପ୍ରାଣିତ ହୋଇ ନବ ଦମ୍ପତି ଏହିପରି ସେବା କରିଛନ୍ତି ବୋଲି ସାରଥି ପରିବାରର ସଦସ୍ୟ କହିଛନ୍ତି […]

Read More Text.
Photo for the news of mandia

ମାଣ୍ଡିଆ ଅମଳ ଓ ଚୋପା ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶିତ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ରାଛୋଗଡିଆରେ କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ଅମଳ ଓ ଚୋପା ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶିତ କରିବା ସହିତ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ମାଣ୍ଡିଆ ଚାଷୀ କମ୍ ସମୟ ମଧ୍ୟରେ ଏହି ଯନ୍ତ୍ର ବ୍ୟବହାର ମାଧ୍ୟମରେ କିପରି ଅମଳ କରିପାରିବେ ଏହି ବିଷୟରେ ମଧ୍ୟ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର […]

Read More Text.

ସରକାରୀ ନିୟମକୁ ବେଖାତିର, ବନ୍ତ ବ୍ଳକର ସବୁ ସ୍କୁଲ କଲେଜକୁ ଖବରକାଗଜ ଯାଉନି

ଆଗରପଡ଼ା :ଦେଶ ବିଦେଶର ଖବର ଜାଣିବା ସହ ଦକ୍ଷତା ବିକାଶ ପାଇଁ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ହାଇସ୍କୁଲ, କଲେଜ ମାନଙ୍କରେ ପ୍ରାର୍ଥନା ସଭାରେ ଖବରକାଗଜ ପାଠ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଥିଲା । ପ୍ରତି ସ୍କୁଲ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀ ଖବରକାଗଜ ପାଠ କରି ମୁଖ୍ୟ ଖବରକୁ ଖାତାରେ ଲିପିବଦ୍ଧ କରି ପ୍ରାର୍ଥନା ସଭାରେ ପିଲାଙ୍କ ସମ୍ମୁଖରେ ପଢିବା କଥା । କିନ୍ତୁ ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପାଖାପାଖି ୮୦ […]

Read More Text.

ଟେଣ୍ଟ ମାରୁ ମାରୁ ଜୀବନ ଚାଲିଗଲା

ଆଗରପଡ଼ା :ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ବାହାଘର ପାଇଁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ, ତୁରଣପଦା ଗ୍ରାମର ପ୍ରେମାନନ୍ଦ ଭୋଇ (୨୧)ଟେଣ୍ଟ ମାରିବାକୁ ଆସିଥିଲେ । ହଠାତ୍ ସେ ଅଚେତ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆଗରପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଏହି ସଂପର୍କରେ ଆଗରପଡ଼ା ଥାନାରେ […]

Read More Text.
Photo for the news of gangadhar

ଡାକ୍ତର ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ

ଆଗରପଡ଼ା :ବିଧିର ବିଧାନ ବଡ଼ ବିଚିତ୍ର । ବାପା ହଠାତ ଅସୁସ୍ଥ ହୋଇ ପଡ଼ିଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ତାଙ୍କ ଡାକ୍ତର ପୁଅ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମାତ୍ର କିଛି କ୍ଷଣ ମଧ୍ୟରେ ପୁଅଙ୍କ ସାମ୍ନାରେ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହିପରି ଦୁଃଖଦ ଘଟଣା ଏଠାରେ ଘଟିଛି । ଡାକ୍ତର ଶିଶିର ରାଉତ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ହାଟଡିହି ବ୍ଲକର ମୌଦା ଗ୍ରାମର […]

Read More Text.
Photo1 for the news of anganwadi

ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ

ଆଗରପଡ଼ା :ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତିକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟତ ଅନ୍ତର୍ଗତ ବରହମପୁର ଅଙ୍ଗନବାଡ଼ି କେନ୍ଦ୍ର […]

Read More Text.
Rew

ଏସିଆ ପାୱାର ଇଣ୍ଡେକ୍ସ-୨୦୨୫ରେ ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ ଏସିଆର ୨୭ ଦେଶଙ୍କ ଶକ୍ତିକୁ ୮ ପ୍ରମୁଖ ଆଧାରରେ ଅଙ୍କା ଯାଇଛି, ଯେଉଁଥିରେ ସୈନ୍ୟ କ୍ଷମତା, ଆର୍ଥିକ ଶକ୍ତି, ପ୍ରତିରକ୍ଷା ନେଟୱାର୍କ, କୂଟନୈତିକ ପ୍ରଭାବ, ସାଂସ୍କୃତିକ ପହଞ୍ଚ, ନମନିୟତା ଓ ଭବିଷ୍ୟତର କ୍ଷମତା ଆଦି […]

Read More Text.
Hel

ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର

ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ ​​କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ ₹୭,୯୯୫ କୋଟି ମୂଲ୍ୟର ଫଲୋ-ଅନ୍ ସପୋର୍ଟ ଏବଂ ଫଲୋ-ଅନ୍ ସପ୍ଲାଇ ସପୋର୍ଟ ପାଇଁ ଆମେରିକା ସହିତ ପ୍ରସ୍ତାବ ଏବଂ ଗ୍ରହଣ ପତ୍ର (LOA) ସ୍ୱାକ୍ଷର କରିଛି। ନୌସେନାର ଫ୍ଲିଟରେ ଅନ୍ତର୍ଭୁକ୍ତ ଏହି ହେଲିକପ୍ଟରକୁ ସାମୁଦ୍ରିକ […]

Read More Text.
Firb

ଦିଲ୍ଲୀ-ବାରଣାସୀ ସ୍ଲିପର ବସରେ ଭୟଙ୍କର ନିଆଁ, ଭୟରେ ଡେଇଁଲେ ଯାତ୍ରୀ

କାନପୁର : ଉତ୍ତରପ୍ରଦେଶ କାନପୁର ରାମାଦେବୀ ଛକ ନ୍ୟାସନାଲ ହାଇଓେ୍ବରେ ଅଘଟଣ । ଦିଳ୍ଲୀରୁ ବନାରସ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ହଠାତ୍ ନିଆଁ ଲାଗିଯାଇଛି । ବସରେ ୩୦ରୁ ୪୦ ଯାତ୍ରୀ ଶୋଇଥିଲେ । ଆଉ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଝରକା ଦେଇ ଡେଇଁ ପଡିଥିଲେ । ବସରେ ନିଆଁ ଲାଗିବା ଯୋଗୁଁ ବସକୁ ରାସ୍ତାକଡ଼ରେ ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଖବର […]

Read More Text.