Img 20251130 wa0001 750x430

ମୁଖ୍ୟମନ୍ତ୍ରୀଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ଟିକେଟ ଦେଲା ଓସିଏ

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା। ତେବେ ମୁଖ୍ୟମନ୍ତ୍ରୀ ଅନଲାଇନ ମାଧ୍ୟମରେ ଏହି ଟିକେଟ କିଣିଛନ୍ତି। ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୁ […]

Read More Text.
Screenshot 2025 11 13 201634

କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହଷ୍ଟେଲରୁ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ୍‌ ସିଂହ ପରମାର । ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୁଲିସ । ଛାତ୍ରଙ୍କ […]

Read More Text.
Untitled 2025 12 01 12 52 19

ବିଧାନସଭାରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ବାକ୍ ଯୁଦ୍ଧରେ କମ୍ପିଲା ଗୃହ। ଆଜି ଗୃହରେ ନିଜ ନିଜ ଲୋକସଭା କ୍ଷେତ୍ରର ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ ଗୃହରେ ଅଭିଯୋଗ କରିଥିଲେ ଯେ, ସୋନପୁରରେ ସିଏଚସି ନିର୍ମାଣ ଶୈଳୀରେ ଦେଶର ଦ୍ଵିତୀୟ ସ୍ଥାନରେ […]

Read More Text.
Img 20251129 wa0222

ବଡାମତଳିଆରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ: ୮୮ ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବଡାମତଳିଆ ଉଚ୍ଚବିଦ୍ଯାଳୟ ପରିସରରେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି I ଉଦଘାଟନୀ ସମାବେଶରେ ମୁଖ୍ଯଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ମୁଣ୍ଡା , ସମ୍ମାନିତ ଅତିଥି ଭାବେ ଏବିଇଓ ରଂଜନ କୁମାର ଷାଣ୍ଡିଲ, ବଡାମତଳିଆ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷୟତ୍ରୀ ସନ୍ତୋଷିନୀ ମୋଦୀ, ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ହରପ୍ରସାଦ ଧୀର, ବିଜାତଳା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ନିହାରିକା ବେସ୍ରା, […]

Read More Text.
Img 20251130 wa0133

ଏମଏସସିବିୟୁ ଉତ୍ତର ଓଡ଼ିଶା ଅଞ୍ଚଳ ପାଇଁ ଆଞ୍ଚଳିକ ଏଆଇ ହାକାଥନ ଆୟୋଜକ ମନୋନୀତ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (ଏମଏସସିବିୟୁ)କୁ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନେଇ ଉତ୍ତର ଓଡ଼ିଶା ଅଞ୍ଚଳ ପାଇଁ ଉତ୍ତର ଆଞ୍ଚଳିକ ଏଆଇ ହ୍ୟାକାଥନ୍ ୨୦୨୫ ଆୟୋଜନ କରିବା ପାଇଁ ନୋଡାଲ କେନ୍ଦ୍ର ଭାବେ ମନୋନୀତ କରାଯାଇଛି । ଓ.ଏସ୍‌.ଏ (ଦ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ୍‌) ଓ ଓଡ଼ିଶା ଏଆଇର ପୃଷ୍ଠପୋଷକତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୯ ଡିସେମ୍ବର ୨୦୨୫ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହେବ, ଯାହା […]

Read More Text.
Img 20251130 wa0253

ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ଉପକରଣ ପାଇଁ ଆକଳନ ଶିବିର

ବାରିପଦା: ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ର, ଲାଲବଜାର ଠାରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ସହାୟକ ଉପକରଣ ଓ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଆକଳନ ଶିବିର ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ତା ୨୯.୧୧.୨୦୨୫ ରିଖ ବାରିପଦା ବ୍ଲକ, ତା ୩୦.୧୧.୨୦୨୫ ରିଖ ଶ।ମାଖୁଣ୍ଟା ଓ ମୋରଡା ବ୍ଲକର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନେ ଯୋଗଦାନ କରିଥିଲେ । ବାରିପଦା ବ୍ଲକରୁ ୮୫ ଜଣ, ଶ।ମାଖୁଣ୍ଟା ବ୍ଲକରୁ […]

Read More Text.
Photo for the news of anganwadi

ଅଙ୍ଗନୱାଡ଼ି ଗୃହ ନିର୍ମାଣକୁ ନେଇ ଚିନ୍ତାରେ ଅଭିଭାବକ

ସରିଛି ୧୬୬ କେନ୍ଦ୍ରର ଗୃହ ନିର୍ମାଣ, ୧୧କେନ୍ଦ୍ର ପାଇଁ ହୋଇପାରୁନି ସ୍ଥାନ ନିରୂପଣ  ଆଗରପଡ଼ା: ୧୯୭୫ ମସିହାରେ ଭାରତ ସରକାର ଶିଶୁ ଓ ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ଓଡ଼ିଶାରେ ୧୯୯୪-୯୫ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ […]

Read More Text.
Photo for the news of anwesh

ଅନ୍ୱେଶ ଗୀତା ଆବୃତ୍ତି ପାଇଁ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ

ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରା ନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ପାଇଁ ତା ୩୦/୧୧/୨୫ ରିଖ ରବିବାର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଭଦ୍ରକର ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଂଶ ଗ୍ରହଣ କରି ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ଅନ୍ୱେଶ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଶ୍ରୀମାନ ଅନ୍ୱେଶ ୨୦୨୩ -୨୪ ବର୍ଷରେ […]

Read More Text.
Photo for the news of sima sanigdha

ବନାଚଂଳ ଅଧିକାରୀ ସୀମା ସାନ୍ନିଧ୍ୟ ଦାସଙ୍କୁ ସମ୍ବର୍ଦ୍ଧନା

ଆଗରପଡ଼ା: ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢ଼ିଆ ଗ୍ରାମର ସୀତାକାନ୍ତ ଦାସ ଓ ନିୟତୀ ପଣ୍ଡାଙ୍କ ପୁଅ ସୀମା ସାନ୍ନିଧ୍ୟ ଦାସ ୯୬ ରାଙ୍କ ରେ ସ୍ଥାନ ପାଇ ବନାଚଂଳ ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ବିଜେଡି ବ୍ଲକ ଯୁବସଭାପତି ସତ୍ୟ ସାଧନ ବେଜ,ଯୁବନେତା ଦୀପକ ମହାନ୍ତି, ସଂଜୟ […]

Read More Text.
Photo for the news of block chairman pressmeet

ବିଜେଡି ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷଙ୍କ ଖଣ୍ଡନ, ୫ସମିତି ସଭ୍ୟଙ୍କ ଇସ୍ତଫା

ଆଗରପଡ଼ା: ଶନିବାର ବିଜେଡି ପକ୍ଷରୁ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ବିରୋଧରେ ଦଳୀୟ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରକାରର ଅଭିଯୋଗମାନ କରିଥିଲେ । ରବିବାର ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ତାକୁ ଖଣ୍ଡନ କରିଛନ୍ତି ନିଜେ ଅଧ୍ୟକ୍ଷ । ତାଙ୍କ କହିବାନୁଯାୟୀ ସ୍ଥାନୀୟ ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଅନାସ୍ଥା ଆଣିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଗତ ୨୦୨୨ ମସିହାରେ ମୁଁ ଅଧ୍ୟକ୍ଷ ହେଲି,ମାତ୍ର ବହୁ […]

Read More Text.