Img 20251214 wa0292

ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ବାରିପଦା: ମୟୁରଭଞ୍ଜ ଫାଉଣ୍ଡେସନ, ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଜାତୀୟ ସ୍ତରୀୟ ମହାରାଜା ସେଭେନସ ରଗବୀ ଟୁର୍ଣ୍ଣାମେଣ୍ଟ  ବାରିପଦା ଷ୍ଟାଡିୟମ ପଡିଆରେ ଉଦଯାପିତ ହୋଇଯାଇଛି I ପ୍ରଥମ ଥର ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ୯ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କୋଲକାତାର ଫିଉଚର ହୋପ […]

Read More Text.
Img 20251214 wa0292

ରାଧାକୃଷ୍ଣ ମଠ ପକ୍ଷରୁ ଭାଗବତ ପାରାୟଣ ଉଦ୍‌ଯାପିତ

ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡ଼ା ସ୍ଥିତ କପାଳିକ୍ଷେତ୍ର ପାଶ୍ୱର୍ରେ ଅବସ୍ଥିତ ଥିବା ରାଧାକୃଷ୍ଣ ମଠ ପରିସରରେ ସାତଦିନବ୍ୟପି ଅଣତ୍ରୀଂଶ ତମ ଶ୍ରୀମଦ୍ ଭାଗବତ ପାରାୟଣ ରବିବାର ଉଦ୍‌ଯାପିତ ହୋଇଯାଇଛି । ଗତ ସୋମବାର ପ୍ରତ୍ୟୁଷରୁ ଘଟୋତ୍ତୋଳନ କରାଯିବା ପରେ ରାଧାକୃଷ୍ଣଙ୍କୁ ଷୋଡଶୋପଚାରରେ ପୂଜାର୍ଚ୍ଚନା କରା ଯାଇଥିଲା । ପାରାୟଣ ସପ୍ତାହ ଉର୍ଦେଶ୍ୟରେ ପ୍ରତ୍ୟହ ଭାଗବତ ପାଠ ସହ ଭଜନ, ନାମ ସଂକୀର୍ତ୍ତନ କରା ଯାଇଥିବା ବେଳେ ରବିବାର ଉଦ୍‌ଯାପନୀ ଦିବସରେ ପୂଜାର୍ଚ୍ଚନା ସହ ଗୃତ […]

Read More Text.
Photo for the news of annual sports

ରାମଚନ୍ଦ୍ର ନୋଡ଼ାଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

ବନ୍ତ/ଆଗରପଡ଼ା: ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନ ସାନବର୍ଚ୍ଚିକୟାଁ ସ୍ଥିତ ରାମଚନ୍ଦ୍ର ନୋଡ଼ାଲ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ କୁ ସିଆରସିସି ଉତ୍ତମ ଦାସ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ରାଧାଶ୍ୟାମ ରାଉତ,ଜାଗୁଳାଇ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ପ୍ରଧାନ ପ୍ରମୁଖ କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଛାତ୍ରଛାତ୍ରୀମାନେ ପାଠପଢ଼ା ସହ କ୍ରିଡ଼ା […]

Read More Text.

ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ୪୬ତମ ସମାବର୍ତ୍ତନ ଉତ୍ସବ

ବନ୍ତ/ଆଗରପଡ଼ା:ବନ୍ତ ବ୍ଲକର ଅଗ୍ରଣୀ ତଥା ପ ୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଥିବା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ୪୬ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ଶଶଧର ଦାସ,ମୁଖ୍ୟ ବକ୍ତା ଭାବେ ଅବସାପ୍ରାପ୍ତ ଅଧ୍ୟକ୍ଷ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କଲେଜରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ ନିଜର […]

Read More Text.
Photo for the news of alligation

ବୃଦ୍ଧ ବାପାଙ୍କୁ ମାରି ଦେବାକୁ ଧମକ ଦେଲା ପୁଅ

ବନ୍ତ/ଆଗରପଡ଼ା,୧୪/୧୨(ସମିସ):ବନ୍ତ ଥାନା ଅନ୍ତର୍ଗତ ଗଭରପୁର ଗ୍ରାମର ବଡ଼ପୁଅ ଘର ଭାଙ୍ଗିବା ସହିତ ମାରି ଦେବାକୁ ଧମକ ଦେବା ଘଟଣାକୁ ନେଇ ଥାନାରେ ଏତଲା ଦେଇଛନ୍ତି ୮୩ ବର୍ଷୀୟ ବୃଦ୍ଧ ବାପା ବନମାଳି ନାୟକ । ବନମାଳୀଙ୍କ ର ଦୁଇଟି ପୁଅ ଓ ୪ଟି ଝିଅଙ୍କର ବିବାହ କରାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସାରିବା ପରେ ସେମାନେ ବାପାମାଆଙ୍କର କୌଣସି ଦାୟୀତ୍ୱ ନେଇ ନ ଥିଲେ । ବଡ଼ପୁଅ ମଧୁସୂଦନ,ପୈତୃକ ଜମିବାଡ଼ିକୁ ସାନଭାଇକୁ ନ ଦେଇ ସବୁ ଜମିବାଡ଼ି […]

Read More Text.
Chi 1068x601

ନିତିନ ନବୀନ ହେଲେ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ:ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ ହୋଇଛନ୍ତି।ନିତିନ ନବୀନ ନାଁ ରେ  ବିଜେପିର ସଂସଦୀୟ ବୋର୍ଡ ମୋହର ମାରିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।ନିତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଏବଂ ଲଗାତାର ୫ମ ଥର ଲୋକଙ୍କ ଭରସାକୁ ଜିତିଛନ୍ତି।ବର୍ତ୍ତମାନ ତାଙ୍କର ବୟସ ୪୫ ବର୍ଷ ।ନିତିନ ନବୀନଙ୍କ ଜନ୍ମ ପାଟନାରେ ହୋଇଛି। ସେ ସିହ୍ନା କାୟସ୍ଥ ସମ୍ପ୍ରଦାୟର।ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ବରିଷ୍ଠ […]

Read More Text.
Images (3)

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ କର୍ମୀଙ୍କୁ ନେଇ ରାମଲୀଳା ମୈଦାନରେ ବିଶାଳ ରାଲି ଆୟୋଜନ କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଛନ୍ତି । ଏସଆଇଆର ଓ ଭୋଟ ଚୋରୀ ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଇବା ପାଇଁ କଂଗ୍ରେସ ଏହି ମହାରାଲି କରୁଛି । କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ଏକାଠି ହୋଇଥିବା ଅଭିଯୋଗ […]

Read More Text.
Images (2)

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ; ୩ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଦଳ ଲୋନିର ଏକ କାରଖାନାରେ ଚଢାଉ କରି ନକଲି ଔଷଧ ଜବତ କରିଛି। ନକଲି ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ମଧ୍ୟ ଜବତ କରାଯାଇଛି। ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଉଦ୍ଧାର ସାମଗ୍ରୀ ଜବତ କରି କାରଖାନାକୁ ସିଲ୍ କରିଛି। କାରଖାନା ମାଲିକ ସମେତ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତଙ୍କଠାରୁ […]

Read More Text.
Aus

ସିଡନୀରେ ଆଖିବୁଜା ଗୁଳି ଚାଳନା, ୧୨ ମୃତ

ଅଷ୍ଟ୍ରେଲିଆ : ଆଜି ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ  ବଣ୍ଡି ବିଚରେ ଆଖିବୁଜା ଫାୟାରିଂ । ଏହି ଫାୟାରିଂରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ଇହୁଦୀ ପର୍ବ ପାଳନ କରିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ । ସେହି ସମୟରେ ସିଡନୀର ବଣ୍ଡି ବିଚରେ ୨ […]

Read More Text.
Bjp

ପଙ୍କଜ ଚୌଧୁରୀ ହେଲେ ୟୁପି ବିଜେପି ରାଜ୍ୟ ସଭାପତି

ଉତ୍ତର ପ୍ରଦେଶ : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ଗୋରଖପୁରର ବରିଷ୍ଠ ବିଜେପି ନେତା ପଙ୍କଜ ଚୌଧୁରୀଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେପି ରାଜ୍ୟ ସଭାପତି ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ଏହି ଘୋଷଣାକୁ 2027 ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ରଣନୀତିର ଏକ ଅଂଶ […]

Read More Text.