IMG 20260207 WA0236 (1)

 ମେଘାସନୀ ମହୋତ୍ସବ-୨୦୨୬ ଉଦଘାଟିତ 

ସୁଭଦ୍ରା ଯୋଜନାରେ ମା ଭଉଣୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି: ମୁଖ୍ୟ ଅତିଥି ବାରିପଦା, (୦୭/୦୨): “ମେଘାସନୀ ମହୋତ୍ସବ-୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା  ଉଦଘାଟିତ ହୋଇଅଛି । ସ୍ଥାନୀୟ ଛଉପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ ଉଦଘାଟନୀ ଉତ୍ସବର  ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ  ମମତା ମହାନ୍ତ ଯୋଗ ଦେଇ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଯୋଗୁଁ ମହିଳା ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ନିଜ ଅଭିଭାଷଣରେ ମତ […]

Read More Text.
Nnnn e1770481700557 300x168

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଔଷଧ, ହୀରା ଓ ଅନେକ କୃଷି ଉତ୍ପାଦ ଉପରେ ୦% ଟାରିଫ ଘଷଣା

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଆମେରିକା ଏବଂ ଭାରତ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ପୀୟୁଷ ଗୋଏଲ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିବର୍ଷ ୫୦୦ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହାସଲ କରିବା ଲକ୍ଷ୍ୟ ଥିଲା। ଏହି ଲକ୍ଷ୍ୟ ହାସଲ […]

Read More Text.
Sudan

ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ଆକ୍ରମଣ, ୨୪ ମୃତ

ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତିକମରେ ୨୪ ଜଣଙ୍କ ଜୀବନ ଚାଲିଯାଇଥିବା ଆଶଙ୍କା କରାଯାଉଛି । ଦେଶରେ ଚାଲିଥିବା ଯୁଦ୍ଧ ବେଳେ ବିସ୍ଥାପିତ ଲୋକଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ଆକ୍ରମଣ କରାଯାଇଛି । ଗାଡ଼ିରେ ଲୋକଙ୍କ […]

Read More Text.
Pm

ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି । ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି । ମାଲେସିଆ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ନିମନ୍ତ୍ରଣରେ ମୁଁ ମାଲେସିଆ ଗସ୍ତ କରିବି, ଯେଉଁ ଦେଶ ସହିତ ଭାରତର ସମ୍ପର୍କ […]

Read More Text.
Missing

ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ଲୋକେ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ରାଢୋ କେଜିବିପି ସରକାରୀ ବିଦ୍ୟାଳୟ ଛାତ୍ରୀ ନିବାସ  ରୁ ଗତକାଲି ସନ୍ଧ୍ୟା ପାଖରୁ ଦୁଇ ଜଣ ଛାତ୍ରୀ ଫେରାର ହୋଇଯାଇଥିଲେ l ଏ ନେଇ ଉଦଳା ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା l ଗତକାଲି ସନ୍ଧ୍ୟା କ୍ଲାସ ପରେ ଦୁଇ ଜଣ ଛାତ୍ରୀ ପାଚେରୀ ଡେଇଁ ପଳାଇ ଯାଇଥିଲେ l ଆଜି ମାଧ୍ୟାନ୍ନ ସମୟରେ ସ୍ଥାନୀୟ ଲୋକେ ଦୁଇ ଜଣ ଛାତ୍ରୀ ଙ୍କୁ […]

Read More Text.
IMG 20260206 WA0156

ଜାତୀୟ ଅସ୍ମିତା ରଗଵୀରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ 

ବାରିପଦା : ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସ୍ତରୀୟ “ଅସ୍ମିତା ରଗଵୀ ଲିଗ” ରେ ଓଡିଶାର ୧୫ ବର୍ଷରୁ କମ, ୧୮ ବର୍ଷରୁ କମ ଓ ସିନିୟର ମହିଳା ବର୍ଗ ଦଳ ଚମ୍ପିୟାନ ହୋଇ ଇତିହାସ ରଚିଛନ୍ତି I ଓଡିଶା ସିନିୟର ଦଳରେ ମୟୁରଭଞ୍ଜ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ର ସୁନୀତା ହାଁସଦା ଓ ପାର୍ବତୀ ହାଁସଦା, ୧୮ ବର୍ଷରୁ କମ ଦଳରେ ହିସି ଟୁଡୁ ଏବଂ ୧୫ ବର୍ଷରୁ କମ ଦଳରେ […]

Read More Text.
IMG 20260206 WA0157

ଶିମିଳିପାଳରେ ବିଏସନାଲ୍ ୪ଜି ଟାୱାର ଲୋକାର୍ପିତ କଲେ ମହାମହିମ

ବାରିପଦା : ମୟୁରଭଞ୍ଜ ଗସ୍ତର ତୃତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଶିମିଳିପାଳର ଗୁଡୁଗୁଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଛନ୍ତି ।  ସ୍ଥାନୀୟ ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଆଦିବାସୀମାନେ ହୁଳହୁଳି, କରତାଳି ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ସହକାରେ ସ୍ୱାଗତ କରିଥିଲେ । ସଭା ପ୍ରାରମ୍ଭରେ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥାସଶ୍ରମ ମନ୍ତ୍ରୀ ଶ୍ରୀ […]

Read More Text.
5040

ଶାନ୍ତି ଆଲୋଚନା ପରେ ମୁକ୍ତ ହେଲେ ରୁଷ-ୟୁକ୍ରେନ ଯୁଦ୍ଧବନ୍ଦୀ

ନୂଆଦିଲ୍ଲୀ: ଆବୁଧାବିରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା ପରେ ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି । ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଅଦଳବଦଳରେ ୭ଜଣ ସାଧାରଣ ନାଗରିକଙ୍କ ସମେତ ୧୫୭ ୟୁକ୍ରେନୀୟ ଏବଂ ୧୫୭ ରୁଷୀୟ ସୈନିକଙ୍କୁ ଘରକୁ ଫେରାଇ ନିଆଯାଇଛି । ଆଲୋଚନାରେ ରୁଷ, ୟୁକ୍ରେନୀୟ ଏବଂ ଆମେରିକୀୟ ଦଳ ଅଂଶଗ୍ରହଣ କରିଥିଲେ । ଏହାକୁ […]

Read More Text.
Pakistan

ପାକିସ୍ତାନରେ ମସଜିଦ ସାମ୍ନାରେ ଭୟଙ୍କର ବିସ୍ଫୋରଣ, ୭୦ ମୃତ

ପାକିସ୍ତାନ : ପାକିସ୍ତାନର ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ପାଖାପାଖି ୨୫୦ ଜଣ ଆହତ ହୋଇଛନ୍ତି । ସିଆ ମସଜିଦ୍ କସର୍-ଏ-ଖାଦିଜାତୁଲ କୁବ୍ରାରେ ନମାଜ ପାଠ କରୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସୂଚନାନୁଯାୟୀ, ମସଜିଦରେ ବିସ୍ଫୋରଣ ହେବା ପରେ ଇସଲାମାବାଦରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଫଳରେ ପୋଲିସ୍ ଏବଂ ସୁରକ୍ଷା ବାହିନୀ […]

Read More Text.
Ias

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ ।  ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।  ସେହିପରି ଜଳସଂପଦ ବିଭାଗର ପ୍ରମୁଖ ସଚିବ ହେଲେ ଶୁଭା ଶର୍ମା ।  ମୃଣାଳିନୀ ଦର୍ସୱାଲଙ୍କୁ ମହିଳା ଓ ଶିଶୁ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ।  ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ […]

Read More Text.