ସର୍ପାଘାତରେ ଦମ୍ପତି ମୃତ
ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର ଗାଁରେ ଅଭାବନୀୟ ଘଟଣା । ଗତ ୩ ତାରିଖ ଦିନ ସକାଳେ ପରମାନଦ ବାରିକଙ୍କ ସ୍ତ୍ରୀ ପ୍ରମିଳା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ […]
Read More Text.