ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ: ବାଳକ ବିଭାଗରେ ନିଚୁଆପଦା, ବାଳିକା ବିଭାଗରେ ମସିଣାକାଟି ଚାମ୍ପିଅନ୍
ବାରିପଦା: ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ବାଳକ ବିଭାଗରେ ନିଚୁଆପଦା ଚାମ୍ପିଅନ୍ ଓ ଭୁରୁଡୁବଣୀ ରନର୍ସଅପ୍ ହୋଇଥିବାବେଳେ ବାଳିକା ବିଭାଗରେ ମସିଣାକାଟି ଦେଉଳି ଚାମ୍ପିଅନ୍ ଓ ଦେବେନ୍ଦ୍ରପୁର ରନର୍ସଅପ୍ ହୋଇଥିଲା I ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଂସ୍ଥାର […]
Read More Text.